Sign in
Sign in
Recover your password.
A password will be e-mailed to you.
ଫେରିଆସିଲେ ରାହୁଲଙ୍କ ‘ଧନ’, ଦେଖୁ ଦେଖୁ କୁଣ୍ଢାଇ ଧରି ଖୁସିରେ ଆତ୍ମହରା ହୋଇଗଲେ ସ୍ୱାମୀ
ଭୁବନେଶ୍ବର : ଗତ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ବେଶ ଭାଇରାଲ୍ ହୋଇଥିଲା । ଭିଡିଓରେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ 'ତୁ କଉଠି ଅଛୁ ଫେରିଆ… ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ସ୍ତ୍ରୀ ଫେରାର୍ ପରେ ଏମିତି ବାହୁନି ବାହୁନି କାନ୍ଦୁ୍ଥିଲେ ସ୍ୱାମୀ।!-->…
ଉଦଯାପିତ ହେଲା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା
ବରଗଡ଼: ଉଦଯାପିତ ହେଲା ସାତଦିନ ବ୍ଯାପୀ ଚାଲିଥିବା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା । ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପରେ ଯୁଗଳ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନାଚ-ଗୀତ ସହ ବିଭିନ୍ନ ନୃତ୍ୟରେ ବରପାଲି ସହର!-->…
ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ବ !
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି!-->…
ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର
ଭୁବନେଶ୍ୱର: ଭୁବନେଶ୍ବର ଏମ୍ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍ ଟିମ୍ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ!-->…
ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା, ପ୍ରଶିକ୍ଷଣ ବେଳେ ଖସିପଡିଲା ବିମାନ
ଢେଙ୍କାନାଳ: ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ। ଏଥିରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ ପ୍ରଶିକ୍ଷାର୍ଥୀ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ। ବିରାଶାଳ ଏୟାରଷ୍ଟ୍ରିପରେରେ ମହାରାଷ୍ଟ୍ରର କରଣ ମଲ୍ଲିକ ବିମାନ!-->…
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ
ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦାମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ!-->…
ନିଶା ମାଫିଆଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛି ପୁରୀ ପୋଲିସ, ସାଙ୍ଘାତିକ ଅଭିଯୋଗ ଆଣିଲେ ଅବକାରୀ ଇନସ୍ପେକ୍ଟର…
ପୁରୀ: ପୋଲିସ ବିରୋଧରେ ଅବକାରୀ ବିଭାଗର ଅଭିଯୋଗ। ପୁରୀ ଜିଲ୍ଲା ପୋଲିସ ବିରୋଧରେ ଅଭିଯୋଗ ଆଣିଛି ଅବକାରୀ ବିଭାଗ। ଅବକାରୀ କମିସନରଙ୍କୁ ଏଭଳି ଚିଠି ଲେଖି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା। ଜିଲ୍ଲାର ଥାନାଅଧିକାରୀ ମାନେ ନିଶା ମାଫିଆଙ୍କ ଠାରୁ!-->…
ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ
ଭଦ୍ରକ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ!-->!-->!-->…
କନ୍ଧମାଳ : ଫୁଲବାଣୀରେ ଦୁଇଦିନ ଧରି ଅନୁଷ୍ଠିତ ହେବ ପେନ୍ସନ ଅଦାଲତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର(ଲେଖା ଏବଂ ହକଦାରୀ) ଓ ଲେଖା ନିୟନ୍ତ୍ରକ, ଓଡ଼ିଶା ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ଜୁନ୍ ମାସ ୯ ଓ ୧୦ ତାରିଖ ଦିନ!-->…
ରୂପାନ୍ତରିତ ବିଦ୍ୟାଳୟ ରେ ବୃକ୍ଷ ରୋପଣ
ଚିକିଟି : ଚିକିଟି ବ୍ଲକ ରମ୍ପା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ବିଶ୍ଵ ରଞ୍ଜନ କହଁର,ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ ବସନ୍ତ ପଣ୍ଡା, ପ୍ରଧାନ ଶିକ୍ଷକ ସୂର୍ୟ ନାରାୟଣ ରାଉଳ, ଏ ବି ଇ ଓ!-->…