Sign in
Sign in
Recover your password.
A password will be e-mailed to you.
ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ
ବଣାଇ:ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ଡେଙ୍ଗେଇଡିପା ଗାଁର ଘଟଣା । ଗ୍ରାମବାସୀଙ୍କ ଆକ୍ରମଣରେ ୫ବନ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ"ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ!-->…
ଅକ୍ଟୋବର ୧୦ରୁ ରାଇଦାମୋଦର ପୂଜା ଆରମ୍ଭ, ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କଲେଣି ୨୯୨୦ ଜଣ ହବିଷ୍ୟାଳୀ
ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ରାଇଦାମୋଦର ପୂଜା । ପୁରୀରେ ରହି ବ୍ରତ ପାଳିବେ ହବିଷ୍ୟାଳୀ । ପୁରୀରେ ହବିଷ୍ୟାଳୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କ ରହିବା!-->…
“ସେ ଦିଗବଳୟ” ଉନ୍ମୋଚିତ
ବ୍ରହ୍ମପୁର : ସ୍ଥାନିୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନି କକ୍ଷରେ ଅନୁଷ୍ଠିତ ସୁଶ୍ରୀ ସୁଚେତା ପାଣିଗ୍ରାହିଙ୍କ ରଚିତ କବିତା ପୁସ୍ତକ "ସେ ଦିଗବଳୟ" ର ଉନ୍ନୋଚନ ପର୍ବ ଅନୁଷ୍ଠିତ ହୋଇଥିଲା ା ସଭାପତି ଗୌର ଚଂଦ୍ର ଷଢଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ବିଷିଷ୍ଟ!-->…
କିସ୍ତି ଶୁଝି ନପାରି ଜୀବନ ହାରିଦେଲେ ଟ୍ରକ୍ ମାଲିକ
ତେଲକୋଇ, ୦୭/୧୦ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)।
ସୂଚନାନୁଯାୟୀ, ଛାମୁଣ୍ଡା ଗାଁର!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୭/୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା
ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭)
ମିଳିଥିବା ସୂଚନା!-->!-->!-->…
କମିଶନରେଟ୍ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାୟକ
ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।!-->…
ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାଳ ବିୟୋଗ
ବାଙ୍କୀ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ ଅକାଳ ବିୟୋଗ। ବାଙ୍କୀ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ତଥା ଡ଼ମପଡା ବ୍ଲକର ପୂର୍ବତନ୍ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାକ ବିୟୋଗ। ବାଙ୍କୀ ରଣପୁର ସ୍ଥିତ ବାସଭବନରେ ଶ୍ରୀ ବେହେରାଙ୍କ ହୃଦଘାତରେ!-->…
ବ୍ରହ୍ମପୁର ଉପକଣ୍ଠରୁ ୭ ଫୁଟର ଅଜଗର ଉଦ୍ଧାର
ବ୍ରହ୍ମପୁର: ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଗାଁର ନାଯକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ!-->…