ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର ୧୩।୦୪ : ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ସର୍ବଦଳୀୟ ବୈଠକରେ ବାହାରିପାରିଲାନି କୌଣସି ନିଷ୍କର୍ସ । ଶେଷରେ ୪ ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ଖବର ଅନୁଯାୟୀ, ବିଧାନସଭାରେ ଆଜି ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି

ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭଲ ସ୍ଥିତିକୁ ଆସିପାରେ ଓଡ଼ିଶା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର, ୧୩/୦୭ : ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ। ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ। ତେଣୁ ତାକୁ ନଜର ରଖାଯାଇଛି l କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ୍ ରହିଛି। ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି l

ମହାନଦୀ ପଠାରେ ବାଲି ପୋତା ଯାଇଥିବା ଜାଗାର ଅନୁଧ୍ୟାନ କଲା NGT ଟିମ୍

କଟକ: ସିଲଭର ସିଟି କଟକର ମହାନଦୀ ହାଡିଆ ପଠାରେ ଅନୁଧ୍ୟାନ କରିଛି ଏନଜିଟି ଟିମ୍(NGT Team) । ମହାନଦୀ ଶଯ୍ୟାକୁ ବାଲିରେ ପୋତିବା ପ୍ରସଙ୍ଗରେ ଏନଜିଟିର ଏକ ୭ ଜଣିଆ ଟିମ୍ ବିସ୍ତୀର୍ଣ୍ଣ ନଦୀ ପଠାର ସରଜମିନ ତଦନ୍ତ କରିଛନ୍ତି । ବାଲି ପୋତା ଯାଇଥିବା ୪୨୪ ଏକର ଜାଗାର ଟିମ୍ ଅନୁଧ୍ୟାନ

ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: BMC

ସ୍କୁଲକୁ ପୁଣି ଫେରିଲା କୋଭିଡ୍‌ କଟକଣା। ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଥଣ୍ଡା, ଜ୍ୱର ହେଉଥିଲେ ସ୍କୁଲ ଆସିବା ମନା। BMC ପକ୍ଷରୁ ସମସ୍ତ ସ୍କୁଲ ମାନଙ୍କୁ ମାସ୍କ ପରିଧାନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧାରେ କରୋନା ସଂକ୍ରମଣ

ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ

ମାଲକାନଗିରି, ୧୩/୦୭ : ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ MV-31 ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନାନୁଯାୟୀ, MV-31 ଗ୍ରାମର

ଆସନ୍ତାକାଲି ବନ୍ଦ ରହିବ ମା​‌’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର: ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମା​‌' ତାରିଣୀଙ୍କ ଦର୍ଶନ । ସକାଳ ୬ଟାରୁ ସଂଧ୍ୟା ସଢ଼େ ୬ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଆଷାଢ଼ୀ ପର୍ବ ପାଇଁ ମା' ତାରିଣୀଙ୍କ ଦର୍ଶନ ବନ୍ଦ ରଖିବାକ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ପ୍ରେମ ପାଇଁ ଅତି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସୁନ୍ଦରଗଡ ୧୩।୭: ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ସ୍ତ୍ରୀକୁ ମାରି ବାନ୍ଧି ଫିଙ୍ଗିଦେଲେ ଖାଲରେ । ସ୍ଵାମୀ ସହ ପ୍ରେମିକ ଥାନାରେ ଅଟକ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ,

୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୯ ଜିଲ୍ଲା କୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଓଡ଼ିଶା ଉପକୁଳ ଉପରେ ଥିବା ଲଘୁଚାପ ୱେଲ ମାର୍କ ଲୋ ରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୯ ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ,

ତିଗିରିଆ ନୂଆପାଟଣା ରେ ମହିଳାଙ୍କୁ ଏସିଡ଼୍‌ ମାଡ଼

ତିଗିରିଆ ୧୩/୦୭ ବର୍ତ୍ତମାନ ସମୟ ରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ବଢ଼ି ଚାଲିଛି ନିର୍ଯାତନା।ପୋଲିସର ଅନେକ ପଦକ୍ଷେପ ପରେ ବି ମହିଳାମାନେ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଣେ ମହିଳାଙ୍କୁ ହୋଇଛି