Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୪୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୭ ଶହ ପାର୍ କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ!-->…
ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି
ଯାଜପୁର, ୧୩/୦୭ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଯୁବତୀ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ରିଜ୍ ଉପରୁ ଯୁବତୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ!-->…
ସାନଭାଇକୁ ହାଣିଦେଲା ବଡ଼ ଭାଇ
ବ୍ରହ୍ମପୁର: ସାନ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କରିଛି ବଡ଼ ଭାଇ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପୁଲିସ ଅଭିଯୁକ୍ତ ବଡ଼ ଭାଇ ଅସିନା କାର୍ଜି ଗିରଫ କରିଛି।!-->…
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗ୍ରୀନ୍ ଚିଲି ସିଲ୍ କଲା ବିଏମସି
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗ୍ରୀନ୍ ଚିଲି ସିଲ୍ । ୭ ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି।
ବିଏମ୍ସି କମିଶନର ଓ ତାଙ୍କ ଟିମ୍ ସହରରେ ବୁଲି ଅନୁଧ୍ୟାନ!-->!-->!-->…
ବାଲେଶ୍ବରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କାରଖାନା
ବାଲେଶ୍ବର: ଜିଲ୍ଲାରେ ହେବ ଟଙ୍କା ତିଆରି ପାଇଁ କାଗଜ କାରଖାନା । ଭାରତୀୟ ଟଙ୍କା ତିଆରି ହେବା ପାଇଁ ଯେଉଁ କାଗଜ ବ୍ୟବହାର ହୁଏ ତାହାର କାରଖାନା ବାଲେଶ୍ଵରରେ ହୋଇପାରେ ବୋଲି ସୂଚନା ରହିଛି । ଏନେଇ ଗତକାଲି(ମଙ୍ଗଳବାର) 3 ଜଣିଆ ଟିମ୍ ଜାଗା ଚିହ୍ନଟ ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ!-->…
ଜେଲରେ ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ
ଭୁବନେଶ୍ୱର: ଝାରପଡ଼ା ଜେଲରେ ଦିଆଯିବ ବିୟୁଟି ତାଲିମ । ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ । ୩୦ ମହିଳା କଏଦୀ ଜେଲରେ ଏହି ପାଠ ପଢ଼ିବେ । ଝାରପଡ଼ା ଜେଲରେ ସମୁଦାୟ ୪୦ ମହିଳା ଅନ୍ତେବାସୀ ଅଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଏହା ଏକ ପ୍ରୟାସ । ପୂର୍ବରୁ ହସ୍ତଶିଳ୍ପ, ଫୁଡ!-->…
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର: ପୁଣିଥରେ କରୋନା ସଂକ୍ରମଣ ବଢୁଥିବା ନେଇ ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହୋଇପାରିବନାହିଁ। ଅନ୍ୟପକ୍ଷେ ନିର୍ବାଚନ ହେବା ଦ୍ୱାରା ହିଂସା ଓ ଆକ୍ରମଣ ବଢ଼ିବାରେ ଲାଗିଛି। ଏଥି ପାଇଁ ବିଶ୍ଵବିଦ୍ୟାଳୟ କୁଳପତି ମାନେ ଏହା ବିରୁଦ୍ଧରେ ଅଛନ୍ତି।
ବରଂ ଯେଉଁଭଳି ପାଠପଢ଼ା ଚାଲିଛି!-->!-->!-->…
୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ
ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼!-->…
ମୋ ଝିଅକୁ ନ୍ୟାୟ ଦିଅ: ଲୋୟର ପିଏମ୍ଜି ରେ ଧାରଣା ଦେଲେ ରୁଚିକାଙ୍କ ମା
ଭୁବନେଶ୍ୱର : ନ୍ୟାୟ ଦାବୀରେ ଅଟଳ ରହିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ମା । ଏହି ଘଟଣାକୁ ୧୨ ଦିନ ବିତି ଗଲାଣି ମଧ୍ୟ କିନ୍ତୁ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିନାହିଁ। ଏବେବି ପୋଲିସ ହାତ ଖାଲି ।
ସେପଟେ ଝିଅକୁ ନ୍ୟାୟ ଦେବା ଦାବିରେ ଧାରଣା ଜାରି ରଖିଛନ୍ତି!-->!-->!-->…
ଏକକ ପିଜି ପ୍ରବେଶିକା ଆବେଦନ ଅବଧି ବୃଦ୍ଧି, ଅଗଷ୍ଟ ପହିଲାରୁ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ୧୭ ତାରିଖ ଯାଏଁ ଏକକ ପିଜି ପ୍ରବେଶିକା ଲାଗି ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ!-->…