Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଆଇନଜୀବୀ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ…
ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଆଇନଜୀବୀ ସଂଘ, ପ୍ରୟାସ ଏବଂ ପ୍ରଜେକ୍ଟ ପଇଂଟ ସାମାଜିକ ଅନୁଷ୍ଠାନ ସହଯୋଗ ରେ ଜିଲ୍ଲା କୋର୍ଟ ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଦାଲତ ପରିସରରେ ବଟ ବୃକ୍ଷ ଓ ଅନ୍ୟାନ୍ୟ!-->!-->!-->!-->!-->…
ଶେଷ କାର୍ଯ୍ୟ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସ୍କୁଲ ତଦାରଖ ସମୟରେ ୭ ଶିକ୍ଷକ ଗାଏବ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା ଅଚାନକ ତଣ୍ଡିକି ପଞ୍ଚାୟତର କିଛି ସ୍କୁଲ ଗ୍ରସ୍ତ କରିଥିଲେ l ଗତକାଲି ଶିକ୍ଷାଦାନର ଶେଷ ଦିନ ହୋଇଥିଲେ ମଧ୍ୟ କିଛି ସ୍କୁଲର କେତଜଣ ଶିକ୍ଷକ ସ୍କୁଲରେ ଡେରିରେ ପହଁଚିବା ଏବଂ!-->!-->!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ…
ନବରଙ୍ଗପୁର : ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପାପଡାହାଣ୍ଡି ବ୍ଲକ୍ ସଦର ମହକୁମା ରାସ୍ତାର ଦୁଇ ପାର୍ଶ୍ଵ ନିଜର ପରିବେଶକୁ ସରସ ସୁନ୍ଦର ଏବଂ ସ୍ୱଚ୍ଛ ରଖିବା ଦିଗରେ!-->…
ସ୍କୁଲ ରୂପାନ୍ତରଣ ପିଲାମାନଙ୍କପାଇଁ ନୂଆ ସୁଯୋଗ ଆଣିଛି : ମୁଖ୍ୟମନ୍ତ୍ରୀ…
ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ...
ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର!-->!-->!-->!-->!-->!-->!-->…
୧୯ ଜଣଙ୍କୁ ଗଲାଣି ଫୋନ କଲ, କାଲି ୧୧.୪୫ରେ ଲୋକସେବା ଭବନରେ ନୂଆମନ୍ତ୍ରୀମାନଙ୍କ ଶପଥ ଗ୍ରହଣ
ଭୁବନେଶ୍ବର : ନବୀନଙ୍କ ପଞ୍ଚମପାଳିର ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି | ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଯେଉଁମାନେ!-->…
ଜିଲ୍ଲା ସଦରରେ ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ
ମାଲକାନଗିରି,୪l୬: ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରଥମ ଥର ପାଇଁ ମହା ଆଡମ୍ବର ସହକାରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯୌାଇଛିା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ଗତକାଲି ଗନ୍ଧଷଣ, ମଙ୍ଗଳକୃତ୍ୟ ଅନୁଷ୍ଠିତ!-->!-->!-->…
କମ୍ବିଂ ସମୟରେ ବିଏସଏଫ କୁ ସଫଳତା ୮୯ କିଲୋଗ୍ରାମ ର ୭୩୬ଟି ଜିଲୋଟିନ ଛଡ଼ ଜବତ ।
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତ ଏମ ପିଭି ୨୧ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭ ୬ ବାଟାଲିୟନ ର ସୀମାନ୍ତ ସୁରକ୍ଷା ବାହିନୀ ଓ ଜିଲ୍ଲା ପୋଲିସ୍ ମିଳିତ ଭାବେ ଅପରେସନ୍ ବେଳେ ବେଜାଙ୍ଗିୱାଡା ଜଙ୍ଗଲ ପାଦଦେଶରେ ସର୍ଚ୍ଚ!-->!-->!-->…
ଅବକାରୀ ଚଢ଼ଉ, ୧୫ କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ
ଦାରିଙ୍ଗବାଡ଼ି,୪/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତମାହା ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଗିରଫ!-->…
ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ।କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ!-->!-->!-->…
ଦାରିଙ୍ଗବାଡ଼ି ବ୍ଳକରେ ୭ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ
ଦାରିଙ୍ଗବାଡି,୪/୬ : କନ୍ଧମାଳ ଜିଲାର ୭୩ ଟି ସ୍ମାର୍ଟ ସ୍କୁଲ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକରୁ ୨ଟି ସ୍ମାର୍ଟ ସ୍କୁଲର ଉଦ୍ଘାଟନ ହୋଇଥିବା ବେଳେ ଶୁକ୍ରବାର ଦିନ ଦ୍ଵିତୀୟ ପର୍ଯ୍ୟାୟରେ ଦାରିଙ୍ଗବାଡି!-->!-->!-->…