ଲଗାଣ ବର୍ଷାରେ ଗଛପଡ଼ି ଦାରିଙ୍ଗବାଡ଼ି – ପର୍ତ୍ତମାହା ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି (୧୨/୭) : ଦାରିଙ୍ଗବାଡ଼ି ବ୍ଳକରେ ଲଗାଣ ବର୍ଷା ଫଳରେ ସିମନବାଡ଼ି-ବୁଡାଗୁଡ଼ା ରାସ୍ତା , ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତବିଭାଗ ରାସ୍ତାର ଶିଝିଗାଣ୍ଡା ଘାଟି ଓ ଦାରିଙ୍ଗବାଡ଼ି-ପର୍ତ୍ତମାହା ରୋଡ଼ର ଟଣ୍ଡମି ଗ୍ରାମ ନିକଟରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା । ତଣ୍ଡମି

ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କନ୍ଧମାଳ : ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଫୁଲବାଣୀ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ

ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏ ବି ଭି ପି ଦାବୀ କରିଛି l ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି

ଶ୍ରୀଲଙ୍କା ସଂକଟ : ଏସିଆ କପ ଆୟୋଜନକୁ ନେଇ ସଂଦେହ, ପ୍ରସ୍ତୁତ ରହିବାକୁ ବାଂଲାଦେଶକୁ ନିର୍ଦ୍ଦେଶ

ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଗୃହଯୁଦ୍ଧ ଆଡକୁ ଗତି କରୁଥିବାବେଳେ ସେଠାରେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଏସିଆ କପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିକଳ୍ପ ଆୟୋଜନସ୍ଥ​ଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।ଶ୍ରୀଲଙ୍କାରେ

ଜଣେ କରୋନା ସଂକ୍ରମିତ ହେବାରୁ ୩ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଲା ଚୀନ

ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବଢିଚାଲିଛି । ଏହାର ମୁକାବିଲା ପାଇଁ ଚୀନ ସରକାର ଅତି କଠୋର କଟକଣା ଲାଗୁ କରୁଛନ୍ତି । ଏପରିକି ଗୋଟିଏ ସହରରେ ଜଣେ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି ।ଚୀନର ଏହି ସହରଟି ହେଉଛି ହେନାନ ପ୍ରଦେଶରେ ଥିବା

ବିହାର ଓ ଝାଡ଼ଖଣ୍ଡ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା ଆରଜେଡି

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ଓ ଝାଡ଼ଖଣ୍ଡ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଟୁଇଟ୍ କରି ଟାର୍ଗେଟ କରିଛି। ମୋଦୀଙ୍କ ୟୁପିଏ ଶାସନର ଏକ ଭିଡିଓ ମଧ୍ୟ ସେୟାର କରି ଆରଜେଡି ଟଙ୍କାର ମୂଲ୍ୟ ହ୍ରାସ କରିବାକୁ ଟାର୍ଗେଟ କରିଛି । ଏହା ବ୍ୟତୀତ ୨୦୧୫ରେ

ମୋମୋ ପରେ ଗୁପଚୁପ: ଦାର୍ଜିଲିଂରେ ଗୁପଚୁପ ତିଆରି କରି ଲୋକଙ୍କୁ ଖାଇବାକୁ ଦେଲେ ଦିଦି

ମୁମ୍ବାଇ: ମୋମୋ ପରେ ଗୁପଚୁପ। ମାର୍ଚ୍ଚ ମାସରେ ମୋମୋ ଦୋକାନକୁ ଯାଇ ଲୋକଙ୍କୁ ନିଜ ହାତରେ ମୋମୋ ତିଆରି କରି ଖାଇବାକୁ ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ପୁଣି ଥରେ ସେଭଳି ଏକ କାମ କରିଛନ୍ତି। ଜୁଲାଇ ୧୨ ମଙ୍ଗଳବାର ଦିନ ଦାର୍ଜିଲିଂର ଏକ ଷ୍ଟଲରେ ସେ

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନକଭିଙ୍କ ସହ ଏହି ତିନିଟି ନାମକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିଲେ ବି ଏନଡିଏ ବା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ | ଉପରାଷ୍ଟ୍ରପତି ନିର୍ବାଚନ ୬ ଅଗଷ୍ଟରେ ହେବାକୁ ଥିବାବେଳେ ଯେଉଁଥିପାଇଁ ନାମାଙ୍କନ ପ୍ରକ୍ରିୟା ୫ ଜୁଲାଇରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଚାଲିଗଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଗସ୍ତରେ ଚାଲି ଯାଇଛନ୍ତି ସାଂସଦ ରାହୁଲ ଗାନ୍ଧି। ସେ ବ୍ୟକ୍ତିଗତ କାମରେ ୟୁରୋପ ଯାଇଥିବା ଜଣାପଡ଼ିଛି। ସେ ଆଜି ଠାରୁ ୟୁରୋପ ଗସ୍ତରେ ଯାଇଥିବା ବେଳେ ରବିବାର ଦିନ ଫେରିବେ। ଏହାପରେ ରାଷ୍ଟ୍ରପତି ନିର୍ବାଚନ ଓ ସଂସଦର

ଲାଲୁଙ୍କୁ ଏମ୍ସରେ ଗୀତା ପଢ଼ିବା ଓ ଶୁଣିବା  ମନା

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ରବିବାର ତାଙ୍କୁ କ୍ରିଟିକାଲ କେଆର ୟୁନିଟ୍‌ରୁ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାରି ଭିତରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା