Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ (୧୧।୭) : ପ୍ରେସ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ କରୋନାରେ ମୃତ୍ୟୁ ଘଟିଥିବା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ୨ୟ ବାର୍ଷିକୀ ତିରୋଧାନ ଦିବସରେ ସୋମବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜନ ହୋଇଯାଇଛି।!-->…
ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ
ପୁରୀ: ଗତକାଲି ସୁନାବେଶରେ ଦର୍ଶନ ପରେ ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଛି । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ!-->…
ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ
ଦାରିଙ୍ଗବାଡ଼ି, (୧୧/୭) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଭିନ୍ନ କିସମର ବୃକ୍ଷ ଚାରାର ସ୍ୱତନ୍ତ୍ର ଷ୍ଟଲ ପ୍ରସ୍ତୁତ କରାଯାଇ ବିଭିନ୍ନ କିସମର ଚାରା ବିତରଣ କାର୍ଯ୍ୟକ୍ରମର!-->…
ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଫୁଲବାଣୀ : ଖଜୁରୀପଡା ବ୍ଲକର ଜିଏନ ଏମ କଲେଜ ସଭାଗୃହ ଗୁଦାରି ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଜିଏନ ଏମ କଲେଜ ଗୁଦାରିର ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଥିବା ବେଳେ!-->…
ବେଆଇନ ଗୋ-ଚାଲାଣ ବିରୋଧରେ ବଜରଙ୍ଗ ଦଳ ପକ୍ଷରୁ ଦାବୀପତ୍ର
ବ୍ରହ୍ମପୁର : ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠରେ ବେଆଇନ ଗୋ-ଚାଲାଣ, ଗୋ- ସଂପଦ ଚୋରି ଏବଂ ବୁଲା ପଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଏକ ଦାବୀପତ୍ର ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କ!-->…
ବରିଷ୍ଠ କଳାକାର ସଂଘର “ଗ୍ରାମକୁ ଚାଲ” କାର୍ଯ୍ୟକ୍ରମ
ବ୍ରହ୍ମପୁର (୧୧/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ଗ୍ରାମାଞ୍ଚଳ କଳାକାରମାନଙ୍କ ସହ ସାମିଲ ହେବା ନେଇ ସଂପ୍ରତି "ଗ୍ରାମକୁ ଚାଲ" କାର୍ଯ୍ୟକ୍ରମର ଅୟମାରମ୍ଭ କରିଛି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତାପଗିରି ଗ୍ରାମସ୍ଥ ବଡ଼!-->…
ଉମରକୋଟ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର
ନବରଙ୍ଗପୁର (୧୧/୭) : ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ!-->…
ଅଲ୍ ଇଣ୍ଡିଆ ଡ଼ିଏସ୍ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ
ଭୁବନେଶ୍ବର : ଆସନ୍ତା ସେପ୍ଟମ୍ବର ୧୦ ଓ ୧୧ ତାରିଖରେ ଅଲ୍ ଇଣ୍ଡିଆ ଡ଼ିଏସ୍ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ପ୍ରକାଶ ମହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ନୂତନ ଜାତୀୟ ଶିକ୍ଷାନିତି ଫଳରେ ବିଦ୍ୟାର୍ଥୀ!-->…
ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ବୈଠକ
ଛତ୍ରପୁର (୧୧/୦୭) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଲଗାତର ଏବଂ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଆକଳନର ସଠିକ ରୂପାୟନ ହେଲେ ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯିବ । ଏଣୁ ଏହାର ମୁକାବିଲା ନିମନ୍ତେ ଓସ୍ବାନ ହଲରେ ଜିଲ୍ଲା!-->…
ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର…
ବାଲିଗୁଡା : ସ୍କୁଲ ହତା ମଧ୍ୟକୁ ସାମ୍ବାଦିକ ଙ୍କୁ ମନା l ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି l ଗଣଶିକ୍ଷା ବିଭାଗର!-->…