Sign in
Sign in
Recover your password.
A password will be e-mailed to you.
ବର୍ଷା-ଅନୁଭବ ପାରିବାରିକ ବିବାଦ, ସରିଲା ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୋର୍ଟ ମାମଲା ବିଚାରଧୀନ ଥିବାରୁ ଉଭୟଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନଦେବାକୁ!-->…
ନାଳରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ
ଯାଜପୁର, ୧୧/୦୭: ଯାଜପୁର ଜିଲ୍ଲା କୋରାଇ ଥାନା ଗଜେନ୍ଦ୍ରପୁର ଗ୍ରାମ ନିକଟରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅସନଝର ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ପୁଅ ବିଜୁ ନାୟକ ବୋଲି ଜଣାପଡିଛି। ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ତେବେ ମୃତ୍ୟୁର କାରଣ!-->…
ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ
ପୁରୀ: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି । ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ!-->…
୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ
ନବରଙ୍ଗପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉମରକୋଟ ଥାନା ଅତିରିକ୍ତ IIC ଲିମାରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ଗିରଫ କରିଛି ।
ସୂଚନା ଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଲିମାରାଜ ଜଣେ ବ୍ୟକ୍ତିଙ୍କ!-->!-->!-->…
‘ବିଇଓଙ୍କ ଚିଠି, ବିଭାଗୀୟ ନିର୍ଦ୍ଦେଶ ନୁହେଁ’, ସ୍କୁଲ୍ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ନେଇ…
ଭୁବନେଶ୍ୱର: ପ୍ରତିବାଦ, ସମାଲୋଚନା ପରେ ବଦଳିଲା ମନ୍ତ୍ରୀଙ୍କ ବୟାନ । ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓଙ୍କ ଚିଠି ପରେ ମନ୍ତ୍ରୀ ବିବୃତି ରଖିଥିଲେ । କହିଥିଲେ କିଛି ଅଣସ୍ୱୀକୃତି ପ୍ରାପ୍ତ ୱେବ ସାମ୍ବାଦିକ ବିଦ୍ୟାଳୟରେ ପଶି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ବିଇଓମାନେ!-->…
ଗୋଟିଏ ଦିନ ବିଳମ୍ୱରେ ଲାଗିଲା ବ୍ରହ୍ମ ତାଳଧ୍ବଜ
କେନ୍ଦ୍ରାପଡ଼ା, ୧୧/୦୭: ଶେଷରେ ଗୋଟିଏ ଦିନ ବିଳମ୍ବରେ ଚକଡ଼ାରେ ଲାଗିଲା କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ l ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ରାସ୍ତା ପାର୍ଶ୍ବ ଅସ୍ଥାୟୀ ଦୋକାନ ଉପରକୁ ମାଡିଯାଇ ଥିବାରୁ ରଥ ଟାଣିବାରେ ଗୋଟିଏ ଦିନ ବିଳମ୍ବ ହୋଇଥିଲା l ତେବେ ଆଜି ରଥ ଉପରେ!-->…
ଚାଇନାକୁ ପଛରେ ପକାଇ ଛୁଆ ଜନ୍ମରେ ଏକ ନମ୍ବର ହେବ ଭାରତ
ନୂଆଦିଲ୍ଲୀ: ଛୁଆ ଜନ୍ମରେ ଭାରତ ହେବ ଏକ ନମ୍ବର। ଆସନ୍ତା ବର୍ଷ ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇବ ଭାରତ। ଏବେ ଜନସଂଖ୍ୟାର ପ୍ରଥମ ସ୍ଥାନରେ ରହିଛି ଚାଇନା। ଏହି ଦେଶର ମୋଟ ଜନସଂଖ୍ୟା ୧.୪୪ ଆରବ ରହିଛି। ଯେତେବେଳେ କି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ମୋଟ ଜନସଂଖ୍ୟା ୧.୩୯ ରହିଛି।!-->…
ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବ ଶିବସେନା!
ମୁମ୍ବାଇ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ସାଂସଦଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହିକ୍ରମରେ ଲୋକସଭାରେ ଥିବା ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତି।!-->…
ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବଢୁଛି: ସ୍ବାସ୍ଥ୍ୟ ସଚିବ
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ସେ ତାଙ୍କର ମତ ରଖି କହିଛନ୍ତି କି 'ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବଢୁଛି। ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି। ମାତ୍ର ୧!-->…
ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା। ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି!-->…