Sign in
Sign in
Recover your password.
A password will be e-mailed to you.
ଜାଗୃତି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇଁ ସଚେତନ କର୍ମଶାଳା
ଦାରିଙ୍ଗବାଡ଼ି, (୦୩/୦୬) : ଦାରିଙ୍ଗବାଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଜାଗୃତି" ପକ୍ଷରୁ ନୂତନ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ସ୍ୱାସ୍ଥ୍ୟ ତଥା ସାମାଜିକ ସମସ୍ୟାକୁ ଉପରେ ଏକ ଆଲୋଚନା ଚକ୍ର ଗୁରୁବାର ଦିନ ଜାଗୃତି ପରିସରରେ!-->!-->!-->…
ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ତରଫରୁ ଵିଶ୍ବ ସାଇକେଲ ଦିବସ ପାଳନ
ହିଞ୍ଜିଳିକାଟୁ (୩।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଶୁକ୍ରବାର ବିଶ୍ବ ସାଇକେଲ ଦିବସ ପାଳନ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ!-->…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ପିଲାଙ୍କ ବ୍ୟକ୍ତିତ୍ବର ବିକଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତର, ସ୍କୁଲ ଜୀବନ ଶ୍ରେଷ୍ଠ ସମୟ. ଏହାର ସଠିକ ଉପଯୋଗ କରି ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର : ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ!-->!-->!-->!-->!-->…
ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି, ସେମିରୁ ବୋପାନ୍ନା ବିଦା
ପ୍ୟାରିସ ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଛନ୍ତି। ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡ଼ି ୭-୬!-->…
୧୯୯୦ରେ ପଣ୍ଡିତମାନେ କଶ୍ମୀର ଛାଡିଥିଲେ, ଆଉ ଏବେ ତାହା ପୁଣି ହେଉଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଜାମ୍ମୁକଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘଟଣାକୁ ୧୯୯୦ ସହ ତୁଳନା କରିଛନ୍ତି | ଶୁକ୍ରବାର ଦିନ ସେ କହିଛନ୍ତି ଯେ କଶ୍ମୀରରେ ଉପୁଜିଥିବା ପରିସ୍ଥିତି ପାଇଁ ସାରା ଦେଶ!-->…
ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା, କଣ୍ଟ୍ରାକ୍ଟ ହାତେଇଲା ଟାଟା ପ୍ରୋଜେକ୍ଟ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା। ଉତ୍ତରପ୍ରଦେଶର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟକୁ ମିଳିଲା କଣ୍ଟ୍ରାକ୍ଟ । କଣ୍ଟ୍ରାକ୍ଟ ଅନୁଯାୟୀ ଟାଟା ପ୍ରୋଜେକ୍ଟ ବିମାନବନ୍ଦରରେ ଟର୍ମିନାଲ୍, ରନୱେ, ଏୟାରସାଇଡ୍!-->…
ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିର ଆୟ ହ୍ରାସ ପାଇଛି
ନୂଆଦିଲ୍ଲୀ: ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ଆୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ୭୫୨ କୋଟି ଟଙ୍କାରେ ପହଞ୍ଚିଛି। କାରଣ ପୂର୍ବ ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ୨,୫୫୫ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ଏହା ୨୨.୩୮!-->…
ବିଧାୟକଙ୍କ ମର୍ସଡିଜ୍ରେ ହୋଇଥିଲା ଗଣଦୁଷ୍କର୍ମ , ଖିଅ ଖୋଲିଲା ପୁଲିସ
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ନାବାଳିକାକୁ ଏକ ମର୍ସଡିଜ୍ କାରରେ ଗଣ ଦୁଷ୍କର୍ମ ଅଭିଯୋଗ ହଇଚଇ ସୃଷ୍ଟି କରିଛି। ଏହି ଚାଞ୍ଚଲ୍ୟକର ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉକ୍ତ ମର୍ସଡିଜ୍ କାରଟି ଜଣେ ବିଧାୟକଙ୍କର ବୋଲି ଜଣାପଡ଼ିଛି। ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ!-->…
ରାହୁଲଙ୍କୁ ହାଜର ପାଇଁ ପୁଣି ନୋଟିସ କଲା ଇଡି, ଏଥର ୧୩ ତାରିଖ
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ୍ ୨ରେ ଜେରା ପାଇଁ ହାଜର ହେବାକୁ ଇଡି ସମନ କରିଥିଲା। ହେଲେ ସେ ଅଧିକ ସମୟ ମାଗିଥିଲେ। ଏବେ!-->…
ମାସ୍କ ନପିନ୍ଧିଥିଲେ ବିମାନ ଭିତରୁ ଯାତ୍ରୀଙ୍କୁ ବାହାର କରିଦିଆଯାଉ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: କୋଭିଡ୍ ନିୟମକୁ ବେଖାତିର ନେଇ କଠୋର ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବିମାନବନ୍ଦର ଏବଂ ବିମାନ ଭିତରେ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତଥା ମୁଖ୍ୟ ବିଚାରପତି ଏସିଜେ ବିପିନ୍ ସିଙ୍ଘାଇ କହିଛନ୍ତି ଯେ,!-->…