ଜୁବୈରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଜେଲରେ ରହିବେ

ନୂଆଦିଲ୍ଲୀ: ବିବାଦୀୟ ଟ୍ୱିଟ ପାଇଁ ଗିରଫ ହୋଇ ଜେଲରେ ଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ପୁଣି ଆଶ୍ୱସ୍ତି ମିଳିଛି। ଉତ୍ତର ପ୍ରଦେଶର ସୀତାପୁରରେ ରୁଜୁ ହୋଇଥିବା ମାମଲାରେ ଜୁବୈରଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ଆଜି ସୁପ୍ରିମକୋର୍ଟ ବଢ଼ାଇ

ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନିର୍ବାଚନ

କଲମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ

ସୀମାନ୍ତରେ ୧୦ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ…

ମାଲକାନଗିରି : ସୀମାନ୍ତ ରାଜ୍ୟ ଛତିଶଗଡ ର ସୁକମା ଜିଲ୍ଲାରେ 10ଲକ୍ଷ ଇନାମୀ ମାଓ ଦମ୍ପତି ସୁକମା ଏସପି ସଂମୁଖରେ ଆତ୍ମସମର୍ପଣ କରିଛନ୍ତି l ସୁକମା ଜିଲ୍ଲା ଏସପି ଶ୍ରୀ ସୁନୀଲ ଶର୍ମା ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ସଂମୁଖରେ ନକ୍ସଲ ମଡ଼କମ ହିଡ଼ମା ଓ ତାର ସ୍ତ୍ରୀ କୁରାମ ହୁଙ୍ଗୀ

ଜାତୀୟ ପ୍ରତୀକର ନୂଆ ରୂପକୁ ନେଇ ବିବାଦ, ସରକାରଙ୍କୁ ଘାଇଲା କଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ହୋଇଥିବା ଜାତୀୟ ପ୍ରତୀକକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଶାଳକାୟ ୪ ସିଂହ ବିଶିଷ୍ଟ ଭାରତର ଜାତୀୟ ପ୍ରତୀକ ସଂସଦର ନୂଆ ବିଲଡିଂ ଉପରେ ରହିଛି। ସୋମବାର ଏହା ଅନାବରଣ ହେବା ପରେ ଏହାର ରୂପକୁ ବଦଳାଇ ଦିଆଯାଇଥିବା

ପଞ୍ଚାୟତ ପ୍ରତିନିଧିମାନଙ୍କ ଲାଗି ଜଙ୍ଗଲ ସୁରକ୍ଷା ଅଧିକାର ଆଇନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ପର୍କରେ ତାଲିମ…

ଚିତ୍ରକୋଣ୍ଡା (୧୧/୦୭) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ନୂଆଗୁଡା ପଞ୍ଚାୟତ ସଭାଗୃହ ଠାରେ ଉକ୍ତ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆ ମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ ସହାୟତାରେ ନୂଆଗୁଡା ସରପଞ୍ଚ ଶଶୀ ଖିଲ ଙ୍କ

ଲଗାଣ ବର୍ଷାରେ ଯୋଗାଯୋଗ ବିଛିନ୍ନ, ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି (୧୧।୭) : ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷାରେ ସହ ଗତ ଚାରିଦିନ ଧରି ବର୍ଷା ଲାଗି ରହିଥିଲା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ରାସ୍ତା ଉପରେ ବର୍ଷା ଜଳ ଆସି ରାସ୍ତା ଅବରୋଧ ହୋଇଛି । ସୂଚନା ଅନୁଯାୟୀ ଆଜି ମଧ୍ୟାନ୍ନ ସମୟରେ ମାଲକାନଗିରି ଜିଲ୍ଲା

ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ମାଲକାନଗିରି,(୧୧।୭) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଉନୟନ ସଂସ୍ଥା ବୈଠକ ଗୃହଠାରେ ନୂତନ କରି ଚୟନ ହୋଇଥିବା ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମାଲକାନଗିରି, ମାଥିଲି ବ୍ଲକର ଗ୍ରାମ୍ୟ ସାଧନ କର୍ମୀ ମାନେ

ସାଂସଦ ପ୍ରତିନିଧି ଭାବେ କୃଷ୍ଣଚନ୍ଦ୍ର ପାଳ ମନୋନୀତ

ମାଲକାନଗିରି,(୧୧।୭) : ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରା ଯାଇଛି | ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରବେଶ ନିଷେଧ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି

ମାଲକାନଗିରି (୧୧।୭) : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏକ ନିର୍ଦ୍ଧେଶନାମା ଜରିଆରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଦ୍ୟାଳୟରେ ପ୍ରବେଶକୁ ନିଷେଧ କରିବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ମିଳିତ ମଞ୍ଚ ଏହାକୁ ନିନ୍ଦା କରିବା ସହ ତୁରନ୍ତ ଏହି ଆଦେଶକୁ ପ୍ରତ୍ୟାହାର କରିବା

ମହିଳାଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ, ୧୧/୭: ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମରୁ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ