ଏଲ୍‌ଜି ବନାମ ଆପ୍‌: ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ…

ପୂଜା ପାଇଁ ପାପୁଲି କାଟି ଦେଲେ ସାଧୁ

ଅଯୋଧ୍ୟା: ପରମ୍ପରା ଓ ଅନ୍ଧବିଶ୍ୱାସ ଯୋଗୁ ଅଜବକାଣ୍ଡ ଘଟାଇଛନ୍ତି ଜଣେ ସାଧୁ। ସେ ମହାଅଷ୍ଟମୀରେ ନିଜ ହାତର ପାପୁଲିକୁ କାଟି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହି ସାଧୁ ଜଣଙ୍କ ଅଯୋଧ୍ୟାରେ ଦୁର୍ଗାପୂଜା ପରମ୍ପରା କଥା କହି ନିଜ ଡାହାଣ ହାତର ପାପୁଲିକୁ କାଟି ମା’ଙ୍କ ଉଦ୍ଦେଶ୍ୟରେ…

ପୁଣି ୧୦ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ମୁମ୍ବାଇ: ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି । ଆଜି ମୁମ୍ବାଇର ଗୋଟିଏ କୋର୍ଟ ଶ୍ରୀ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ସେ ଏହି ଘଟଣାରେ କରିଥିବା ଜାମିନ…

ଅନ୍ଧାରରେ ସମଗ୍ର ବାଂଲାଦେଶ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ…

ଗୁଜୁରାଟ : ଗରବା ଉତ୍ସବ ଉପରକୁ ପଥର ମାଡ଼ ପରେ ସାଂପ୍ରଦାୟିକ ଉତ୍ତେଜନା

ନାଦିଆଦ୍ : ନବରାତ୍ରୀ ଉପଲକ୍ଷେ ସମଗ୍ର ଗୁଜୁରାଟ ଉତ୍ସବ ମୁଖର ଥିବାବେଳେ କେତେକ ଗୋଷ୍ଠୀ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ରାଜ୍ୟର ଖେଡ଼ା ସ୍ଥିତ ଉଣ୍ଢେଲା ଗ୍ରାମରେ ନବରାତ୍ରୀ ଉତ୍ସବ ପାଇଁ ଗରବା ନୃତ୍ୟ ଚାଲିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ମୁସଲିମ ଲୋକ ତାହା ଉପରେ…

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସା ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।୧୯୭୦ ମସିହାରେ ଜମ୍ମୁ…

ଲୋକଙ୍କୁ ଗୋଟା କୁକୁଡ଼ା ଓ ମଦ ବାଣ୍ଟିଲା କେସିଆରଙ୍କ ଦଳ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ…

୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ମିଳିବ ନୋବେଲ

ୱାଶିଂଟନ: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ। ଅକ୍ଟୋବର ୪ରେ ରୟାଲ ସ୍ୱଦେଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୋବେଲ ପାଇବାକୁ ମନୋନୀତ ହୋଇଥିବା ୩ ବିଜ୍ଞାନିକ ହେଲେ ଜନ କ୍ଲଜର, ଆଲେନ ଆସ୍‌ପେ ଓ ଆଣ୍ଟନ ଜେଲିଙ୍ଗର। ସେମାନେ କ୍ୱାଣ୍ଟମ…

ଭାରତରେ ପ୍ରଥମ: କଶ୍ମୀରରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ରଜୌରୀ ରାଲିରେ ସମ୍ବୋଧନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। କଶ୍ମୀରରେ ରହୁଥିବା ଗୁଜ୍ଜର ଓ ବକରୱାଲ୍ସଙ୍କ ବ୍ୟତୀତ ପାହାଡ଼ି ସଂପ୍ରଦାୟ ଲୋକଙ୍କ ପାଇଁ ଖୁବଶୀଘ୍ର ସଂରକ୍ଷଣ ବ୍ୟବସ୍ଥା…

ବୈଦ୍ୟନାଥପୁର ଥାନା ପକ୍ଷ ରୁ ପୃଥକ ପୃଥକ ଭାବେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ…

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ପର୍ବାଣ ଋତୁ ଚାଲିଥିବା ବେଳେ ସାହି ଗଳି ଗଳିରେ ଚାଲିଛି ଅତ୍ୟାଧିକ ମାତ୍ରା ରେ ଜୁଆ ଖେଳ l ଏହିପରି ଭାବେ ଚାଲିଥିବା ଜୁଆ ଆଡ୍ଡା କୁ ରୋକିବା ପାଇଁ ବ୍ରହ୍ମପୁର ଏସ ପି ସମସ୍ତ ଥାନା କୁ ନିର୍ଦେଶ ଦେଇଛନ୍ତି l ଏହି ନିର୍ଦେଶ କୁ ଉଭୟ ସଦର ଏସ ଡି ପି ଓ…