Sign in
Sign in
Recover your password.
A password will be e-mailed to you.
ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ
ଗରଦପୁର- ଚିତ୍ରୋତ୍ପଳା ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ସଲିଳ ସମାଧି ଘଟିଛି । ଚିତ୍ରୋତ୍ପଳା ନଦୀର ଗରଦପୁର ବ୍ଲକ୍ ଅନ୍ତର୍ଗତ ମିଶର ଗାଁ ଗଡ଼ାରେ ଗାଧୋଉଥିବାବେଳେ ଦୁଇ ଜଣ ନାବାଳକ ବୁଡ଼ିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିଶର ଗାଁ ର ଆଶିଷ କୁମାର ମଲିକ ଙ୍କ ପୁଅ ଆରିଆନ୍ ମଲିକ(୧୧) ଓ!-->…
କ. ନୂଆଗାଁ ଅଞ୍ଚଳରୁ କଥା କହିପାରୁ ନଥିବା ନାବାଳକ ଉଦ୍ଧାର
ଦାରିଙ୍ଗବାଡ଼ି, (୧୦/୦୭) : କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି l ନାବାଳକଟି କେଉଁଆଡୁ ଆସି କ. ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା, ପଚାରିଲେ କିଛି ଉତ୍ତର ଦେଉନି। ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି 1098 କୁ ଫୋନକରି!-->…
ଚୋରକୁ ଧରି ପୋଲିସ ଜିମା ଦେଲେ ଲୋକେ
ଦାରିଙ୍ଗବାଡ଼ି,୧୦/୭, ମୋବାଇଲ ଦୋକାନରୁ ଚୋରି କରିବା ବେଳେ ଚୋରକୁ ଧରି ପୋଲିସରେ ଜିମା । ଚୋର ଜଣକ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ସୀମାଲକିଆ ଗ୍ରାମର ବଳରାମ ପ୍ରଧାନି(୨୨) । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ବଜାରରେ ସତୀଶ ସାହୁଙ୍କ ମୋବାଇଲ ଦୋକାନରେ ଶନିବାର ଦିନ ବିଳମ୍ବିତ!-->…
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ଛାତ୍ରୀ ନିବାସରେ ସ୍ପେଶାଲ ଟିମର ପଚରାଉଚରା
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଛାତ୍ରୀ ନିବାସରେ ପୋଲିସର ସ୍ୱତନ୍ତ୍ର ଟିମ୍ । ମନୋସ୍ତତ୍ୱବିତଙ୍କୁ ନେଇ ହଷ୍ଟେଲରେ ପହଞ୍ଚିଛି ପୋଲିସ । ମନୋସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ ପୋଲିସ ସହ ମିଶି ପଚରାଉଚରା କରୁଛନ୍ତି । ଯୁକ୍ତ ତିନି ପ୍ରଥମ ବର୍ଷ!-->…
ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ…
କଟକ : ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ!-->…
ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବର୍ତ୍ତମାନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ଆଜି ବାଘମାରି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ବାଘମାରି ଥାନା ପୋଡ଼ାଡିହ ମା' ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ବିଶେଷ ସୂତ୍ରରୁ ଏସପି!-->…
ଏଣିକି ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି
ଭୁବନେଶ୍ୱର : ଏଣିକି ବିନା ଅନୁମତିରେ ସ୍କୁଲ ସମୟରେ କ୍ୟାମ୍ପସ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି ଓ ବାହାର ଲୋକ। ଶିକ୍ଷାଦାନରେ ବ୍ୟାଘାତ ହେଉଥିବାର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। କିଛି ଦିନ ତଳେ କିଛି ସାମ୍ବାଦିକ କ୍ୟାମେରା ଧରି ଏକ ସ୍କୁଲ ଭିତରେ!-->…
ଆଜିଠୁ ଆରମ୍ଭ ହେଲା ଜେଲ ପରେଡ଼
ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ ପୁଲିସ । ଆଉ ଖସିପାରିବେନି ଅପରାଧୀ । ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା!-->…
ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଭୁବନେଶ୍ବର: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର!-->…
ଗୋଡ଼, ହାତ, ମୁହଁ ବନ୍ଧା ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର
ବାଲେଶ୍ଵର: ଗୋଡ, ହାତ, ମୁହଁ ବନ୍ଧା ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି । ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ପୋଲ ନିକଟରେ ଜଣେ ଅଚିହ୍ନା ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ ଆଜି ଭୋର ସମୟରେ ଯୁବକ ଜଣକଙ୍କ ଗୋଡ, ହାତ, ମୁହଁ ବନ୍ଧା!-->…