ୱିମ୍ବଲଡନ୍‌ରେ ନୂଆ ବିଜୟିନୀ: ରିବାକିନା ଜିତିଲେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ ଟ୍ରଫି

ଲଣ୍ଡନ: ଚଳିତ ବର୍ଷ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ନୂଆ ବିଜୟିନୀଙ୍କୁ ଦେଖିବାକୁ ମିଳିଲା। ରୁଷିଆ ଜନ୍ମିତ କାଜାକସ୍ତାନ ତାରକା ଏଲିନା ରିବାକିନା ୱିମ୍ବଲଡନ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ଏହା ମଧ୍ୟ ରିବାକିନାଙ୍କର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି। ଶନିବାର ମହିଳା ଏକକ ଫାଇନାଲ୍‌ରେ

ବିଜେପିରେ ମିଶିପାରନ୍ତି କଂଗ୍ରେସର ଖେଳ ବିଗାଡିଥିବା ବିଧାୟକ କୁଲଦୀପ ବିଷ୍ଣୋଇ

ଚଣ୍ଡୀଗଡ଼: ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କୁ ପରାସ୍ତ କରିଥିବା ହରିୟାଣାର ଆଦାମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି | ଆଉ ଏହି ଭେଟଘାଟ ପରେ

ଶାନ୍ତି ରକ୍ଷା କରିବାକୁ ବିକ୍ଷୋଭକାରୀଙ୍କୁ ଅପିଲ କଲେ ଶ୍ରୀଲଙ୍କା ସେନା ମୁଖ୍ୟ

କଲମ୍ବୋ: ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଏଯାଏଁ କବଜା କରି

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସ୍ଥା: ଟିଏମସି ବିଧାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବେ ଦେବାଳିଆ ହୋଇଥିବା ବେଳେ ଦେଶବାସୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ। ଏହି ଘଟଣା ପରେ ଶ୍ରୀଲଙ୍କାର ସ୍ଥିତିକୁ ଭାରତ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି ଟିଏମସି। ରବିବାର

୮୨ ଅଧିକାରୀଙ୍କ ନାଁରେ ଏଫଆଇଆର, ଜେଲରେ ସୁବିଧା ପାଇଁ ଠକ ସୁକେଶ ଦେଉଥିଲା ଲାଞ୍ଚ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଏକ ଆଉ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜେଲ୍‌ରେ ଲଗଜୁରୀ ସୁବିଧା ପାଇଁ ଜେଲ୍‌ ଅଧିକାରୀଙ୍କୁ ଲାଞ୍ଚ ଦେଉଥିଲା ସୁକେଶ। ତା’ପୁଣି ହଜାରେ କି ଲକ୍ଷେ ନୁହେଁ ପୂରା କୋଟିଏ। ସୁକେଶ

ଶିବଙ୍କ ବେଶରେ ବୁଲେଟ ଚଢ଼ି ଯୁବକ ଗିରଫ

ଦିସପୁର: ଆସାମରେ ଭଗବାନ ଶିବଙ୍କ ବେଶ ଧରି ପାର୍ବତୀ ବେଶରେ ଜଣେ ଯୁବତୀଙ୍କୁ ବାଇକରେ ବୁଲାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଦେଶରେ ହେଉଥିବା ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ଶିବଙ୍କ ବେଶ ଧାରଣ କରି ଯୁବକ ଜଣକ ବୁଲେଟରେ ବସି ସହରରେ ବୁଲିଥିଲେ। ଏନେଇ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲା ବିଜେପି ର ପରିବର୍ଦ୍ଧିତ ସାଙ୍ଗଠନିକ କାର୍ଯ୍ୟକାରିଣୀ ବୈଠକ…

ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସୁନ୍ଦରଗଡ଼ର ଶଙ୍କରାସ୍ଥିତକଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ

ଦେବଦୂତ ସାଜିଲା ସେନା, ପାଣି କାଦୁଅରୁ ୫ଜଣଙ୍କୁ ଜୀବନ୍ତ ଟାଣି ଆଣିଲା

ଶ୍ରୀନଗର: ସେନାକୁ ସଲାମ। ଦେବଦୂତ ସାଜି ୫ ଜଣଙ୍କ ବଞ୍ଚାଇଲା ଜୀବନ। ପାଣି କାଦୁଅରୁ ସେମାନଙ୍କୁ ଟାଣି ଆଣିଲେ ସେନା ଯବାନ। ନିକଟରେ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁ ଭସାଇ ନେଇଥିଲା। ଅନେକ ଲୋକ ମାଟି କାଦୁଅ ଭିତରେ

ବାର୍‌ ଭିତରେ ଆଖିବୁଜା ଗୁଳିମାଡ଼, ୧୪ ମୃତ

କେପ୍‌ଟାଉନ୍‌: ବାର୍‌ ଭିତରେ ପୁଣି ଫୁଟିଲା ଗୁଳି। ଜୋହାନ୍ସବର୍ଗ ବାର୍‌ ଭିତରେ ଆଖିବୁଜା ଗୁଳିମାଡ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନ୍‌ସିପ୍‌ରେ ଏହି ଘଟଣା ଘଟିଛି। ଏନେଇ ପୁଲିସ ସୂଚନା ଦେଇଛି।ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି।

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

ଜମ୍ମୁ: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ଫଳରେ ଦକ୍ଷିଣ କଶ୍ମୀରରେ ହିମାଳୟରେ ୩୮୮୦ ମିଟର ଉଚ୍ଚରେ ଥିବା ବ୍ୟାସ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା।