Sign in
Sign in
Recover your password.
A password will be e-mailed to you.
ମା’କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି
କୋଲକାତା: ହିନ୍ଦୁମାନଙ୍କର ଆରାଧ୍ୟ ଦେବୀ ମା’ କାଳୀଙ୍କ ଉପରେ ବିବାଦୀୟ ଫିଲ୍ମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ମହା କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି।!-->…
ଏକ ଲକ୍ଷ ଟଙ୍କାର ଇନାମୀ ଥିବା ମାଓବାଦୀ ଗିରଫ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଜବାନଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଲାଲ ଗଡ଼ କୁହାଯାଉଥିବା ମାଥିଲି ଅଂଚଳର ତୁଳସୀ ପାହାଡ଼ ଜଙ୍ଗଲରେ କୁମିଙ୍ଗ ବେଳେ ଗିରଫ ହେଲା ଏକ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଲଷ୍ମନ ପଡିଆମୀ । ସୂଚନା ମୁତାବକ ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ!-->!-->!-->…
କୋଭିଡ୍ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ଫ୍ଲୁ…
କୋଭିଡ୍ ପଜିଟିଭ୍ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହି ଆବଶ୍ୟକ ଚିକିତ୍ସା କରିବାକୁ ପରାମର୍ଶ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ,!-->!-->!-->!-->!-->…
ବାଣୀବିହାରରେ ବାହୁଡା ଯାତ୍ରା
ଭୁବନେଶ୍ବର : ଆଜି ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ସମାପନ ହୋଇଯାଇଛି । ସକାଳୁ ମାଧ୍ୟାନ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ସହ ସହ ଶ୍ରଦ୍ଧାଳୁଙ୍କ!-->!-->!-->…
ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ
ପୁରୀ : ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ!-->…
ରାଜଧାନୀରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ବନ୍ଦ ଘରୁ ପୁଲିସ୍ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ। ଜ୍ୟୋତି ଖୋର୍ଦ୍ଧାର!-->…
ରାଉରକେଲା କୋଏଲ ନଦୀରେ ବୁଡି ୩ ନାବାଳକ ମୃତ, ଜଣେ ନିଖୋଜ
ରାଉରକେଲା: ରାଉରକେଲା ଝିରପାଣି ପମ୍ପ ହାଉସ ନିକଟରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । କୋଏଲ ନଦୀରେ ବୁଡ଼ିଗଲେ ୪ ସମ୍ପର୍କୀୟ ଭାଇ । ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳଏ ଅନ୍ୟ ଜଣଙ୍କ ମିଳୁନି ପତ୍ତା । ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।!-->…
ପୁରୀରେ ପୋଡପିଠା ପୂଜାକୁ ନେଇ ଦୁଇ ପୂଜାରୀ ହାତାହାତି
ପୁରୀ: ବାହୁଡାଯାତ୍ରାବେଳେ ମାଉସୀ ମା ମନ୍ଦିରରେ ୩ ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି । କିନ୍ତୁ ଶନିବାରଦିନ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଛନ୍ତି। ଫଳରେ ପୋଡପିଠା ହାଣ୍ଡି ଭାଙ୍ଗିଯାଇଛି । ଏହାକୁ ନେଇ ବଡଦାଣ୍ଡରେ!-->…
ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ
ଯାଜପୁର: ଚଣ୍ଡିଖୋଲରୁ ଆସୁଥିବା ବେଳେ ଏକ ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ। । ସୂଚନା ମୁତାବକ ବ୍ଯାସନଗର ସ୍ଥିତ ସାପଗଡିଆ ଅଂଚଳର ଜନୈକ ବ୍ଯକ୍ତିଙ୍କ ଝିଅ ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି। ତେବେ ଆଜି କଲେଜରେ କ୍ଲାସ କରି ସାରି ଘରକୁ ଏକ ଘରୋଇ ବସରେ ଛାତ୍ରୀ ଜଣକ ଆସୁଥିଲେ!-->…
ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ପୁଣି ଲଘୁଚାପ । ବଢ଼ିବ ବର୍ଷା ପରିମାଣ । ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଓ!-->…