ମାକ୍ସ ନ ପିନ୍ଧିଲେ ପୂର୍ବ ଭଳି କଟାଯିବ ଫାଇନ୍‌: ଭୁବନେଶ୍ୱର ମେୟର

ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ

ନୂଆପଡା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ

ନୂଆପଡା ୯।୭: ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଜବାନଙ୍କ ସହାୟତାରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି

TPSODL କର୍ମଚାରୀ ଏବଂ ଗାଡି ଚାଳକଙ୍କୁ ମାଡ଼

ଗୋପାଳପୁର : ଆମ୍ବପୁଅ ଠାରେ TPSODL କର୍ମଚାରୀ ଏବଂ ଗାଡି ଚାଳକ ଙ୍କୁ ଉକ୍ତ ଗ୍ରାମ କିଛି ଲୋକ ମାଡ଼ ମାରିଥିବା ନେଇ ଆଜି ଗୋପାଳପୁର ଥାନା ରେ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟା 5 ଟା ସମୟ ରେ ବିଦ୍ୟୁତପୁର କଲୋନୀ ରେ ଥିବା TPSODL ର ସେକସନ ଦ୍ୱିତୀୟ ର କିଛି କର୍ମଚାରୀ

ସୁନାବେଶ ପାଇଁ ପୁରୀକୁ ଗଡିବ ୨୦ଟି ସ୍ପେଶାଲ ଟ୍ରେନ

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ ରେଳ ମନ୍ତ୍ରାଳୟ 20ଟି ସ୍ପେଶାଲ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି ।

ହିଞ୍ଜିଳିକାଟୁରେ ବାହୁଡା ଯାତ୍ରା

ହିଞ୍ଜିଳିକାଟୁ (୯।୭) : ମହାପ୍ରଭୁ ୯ ଦିନର ଲୀଳାଖେଳ ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି। ଶନିବାର ବାହୁଡ଼ାଯାତ୍ରା ରଵିବାର ଏକାଦଶୀ ରେ ସୁନାବେଶରେ ସଜ୍ଜିତ ହେଵେ ରଥ ଉପରେ ମନ୍ଦିର ନିକଟରେ। ଭୋର ୪ ଟାରୁ ବାହୁଡ଼ାଯାତ୍ରା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, କର୍ପୂର ଆଳତି, ଖେଚୁଡ଼ିଭୋଗ

ରାଇଘର ବାହୁଡାଯାତ୍ରାରେ ବିଶାଳ ଭକ୍ତ ସମାଗମ

ଉମରକୋଟ : ଆଜି ବାହୁଡାଯାତ୍ରାରେ ରାଇଘରରେ ଜଗତରନାଥ ଜଗନ୍ନାଥଙ୍କ ଭକ୍ତଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଲା | ଦୁର୍ଗାପୂଜା ମନ୍ଦିର (ମାଉସୀ ମା )ରୁ ରଥ ଟଣା ହୋଇ ଚପକା ମନ୍ଦିର ଯାଏ ଯାଇଥିଲା | ବିଗତ ଦୁଇ ବର୍ଷ କରୋନାକାଳ ଥିବାରୁ ବହୁ ଭକ୍ତ ମହାପ୍ରଭୁର ଆଶୀର୍ବାଦରୁ ବଞ୍ଚିତ ଥିଲେ,

ରାଜ୍ୟରେ ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଥିବା ବେଳେ ଆଜି ୫୦୦ ଅତିକ୍ରମ କରିଛି ସଂକ୍ରମିତ ଙ୍କ ସଂଖ୍ୟା । ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା

୨୯ ବର୍ଷ ପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ

ଫୁଲବାଣୀ: ଆଗ୍ଲୋଂ ଇଣ୍ଡିଆନ ମନକୁ ଦେଇଥିଲା କଷ୍ଟ, ଭାବିବାକୁ ବାଧ୍ୟ୍ୟ କଲା ମୁଁ କିଏ । ତାପରେ ଖୋଜିଥିଲା ନିଜ ପରିଚୟ । 29 ବର୍ଷ ପୂର୍ବେ ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ

ଆଡପମଣ୍ଡପରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା

ହିଞ୍ଜିଳିକାଟୁ, ୯।୭ : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅସ୍ଥାଇ ଆଡପ ମଣ୍ଡପରେ ଶୁକ୍ରବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପରିସରରେ ବନମହୋତ୍ସବ ପାଳିତ

ବ୍ରହ୍ମପୁର,୯ା୭ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହେଉଛି । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ବ୍ୟାପି ଚାଲିବାକୁ ଥିବା ବେଳେ ଶନିବାର ଦିନ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଲ’ ଡିପାର୍ଟମେଣ୍ଟ୍ ବା, ଆଇନ