Sign in
Sign in
Recover your password.
A password will be e-mailed to you.
ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ…
ସୁନ୍ଦରଗଡ଼ :- ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ରାଜଗାଙ୍ଗପୁର!-->!-->!-->…
ସଫଳତା ପରେ ସଫଳତା ଏବେ ଟି ଭି ପରଦାରେ ଚମକିବେ ସୌମ୍ୟା…
ମାଲକାନଗିରି,: ମାଲକାନଗିରି ଜିଲ୍ଳା ସଦର ମହକୁମାରେ ରହୁଥିବା ସୌମ୍ୟା ବୈରାଗୀ, ଏବେ ନଜର ଆସିବେ ଟି ଭି ପରଦାରେ l ବାପା ସୁମନ୍ତ ବୈରାଗୀ ନିଜ ଝିଅକୁ ନୃତ୍ୟ, ସଂଗୀତ ଓ ବାଦ୍ୟଯନ୍ତ୍ର ରେ ଆଗ୍ରହ ଦେଖି ଶିକ୍ଷାଲାଭ ପାଇଁ ଅନେକ ସ୍ଥାନକୁ ପଠାଇଥିଲେ l ନିଜର ଆତ୍ମବଳ ଓ କଠିନ ପରିଶ୍ରମ!-->!-->!-->…
ସମାଜ ସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…
ଫୁଲବାଣୀ:-ଜିଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଉତ୍ତମ ସଂଗଠକ ସ୍ୱର୍ଗତ ଶଶାଙ୍କ ଶେଖର ସାହୁ ତାଙ୍କ ଖଲିବେରେଣା ଫାର୍ମ ହାଉସରେ ଟ୍ରାକ୍ଟର ଓଲଟି ଅକାଳରେ ମୃତ୍ୟୁ ବରଣ କରିଛନ୍ତି।ବିଲରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିପଡିବାରୁ ଇଞ୍ଜିନ ତଳେ ପଡିଯିବାରୁ!-->!-->!-->…
୯୫%ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ତୃତୀୟ ହେଲେ ଅଙ୍କିତ ଭୋଇ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସଦର ମହକୁମା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଅଙ୍କିତା ଭୋଇ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ନମ୍ବର ରୁ ୫୭୪ ମାର୍କ ରଖି ଜିଲ୍ଲାର ତୃତୀୟ ସ୍ଥାନରେ ରହିଛନ୍ତି l ବ୍ରାହ୍ମଣପାଦ ଅଞ୍ଚଳ ଶିକ୍ଷକ ସନ୍ତୋଷ ଭୋଇ ମା ହେଉଛନ୍ତି!-->!-->!-->…
ବାହୁଡାରେ ଲୋକାର୍ପଣ ହେଲା ଗୀତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବେ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯୁବ କଣ୍ଠଶିଳ୍ପୀ ଅସିତ ନନ୍ଦଙ୍କ ଗୀତ ଗୋଟେ ଗୋଟେ ପରେ ସୁପର ହିଟ ହୋଇ ଚାଲିଛି ସମଗ୍ର ରାଜ୍ୟରେ ।ଏ ନେଇ ଚର୍ଚ୍ଚା ବଢ଼ି ଚାଲିଛି ସମଗ୍ର କନ୍ଧମାଳ ଜିଲ୍ଲାରେ। ଏବେ ଶ୍ରୀ ନନ୍ଦ ଦ୍ରୌପଦୀ ମୁର୍ମୁଙ୍କ ଗିତ ଗାଇଲେ । ଗିତଟିକୁ!-->!-->!-->…
କମ୍ବିଂରୁ ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ..
ମାଲକାନଗିରି :-୦୯/୦୭ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି। ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ସିଆରପିଏଫ ର କୋବ୍ରା!-->!-->!-->…
କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ : ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ଜୀବିକା ଆଦି ପ୍ରମୁଖ…
ସୁନ୍ଦରଗଡ଼ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀଯୁକ୍ତ ଅନିଲ କୁମାର ଝା ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ବିଶେଷକରି!-->!-->!-->…
ପୁର୍ବ ଶତୃତାକୁ ନେଇ ଗଣ୍ଡଗୋଳ : ନ୍ୟାୟପୂର୍ଣ୍ର ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ…
ହିଂଜିଳିକାଟୁ : ଗଂଜାମ ଜିଲା ହିଂଜିଳି ଥାନା ସାରୁ ଗ୍ରାମରେ ବୁଧବାର ରାତିରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ମହିଳାଙ୍କ ହାତରେ ଗଭୀର ଆଘାଥ ଲାଗିବା ସହ ୨ଗୋଷ୍ଠୀ ପକ୍ଷରୁ ଗୁରୁବାର ଥାନାରେ ପୃତକ ଅଭିଯୋଗ ହୋଇଛି । ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ୨ଟି ମାମଲା ରୁଜୁ ହୋଇଛି ।!-->…
ରାଇଘରଠାରେ କଂଗ୍ରେସର ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର
ଉମରକୋଟ : ଆଜି ରାଇଘର ବ୍ଲକ ମଣ୍ଡି ପଡ଼ିଆଠାରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଲୋକସଭା ସାଂସଦ ଡ଼କ୍ଟର ଚେଲା କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଲ!-->…
ଜମି ବିବାଦକୁ ନେଇ ବାପାକୁ ହତ୍ୟା କରି ଜାଳି ଦେଲା ପୁଅ
ବରଗଡ଼: ଜମି ଲୋଭରେ ସଇତାନ ପାଲଟିଗଲା ପୁଅ। ଜନ୍ମକଲା ବାପକୁ ବି ଛାଡିଲାନି। ଲୁହା ରଡରେ ପିଟି ପିଟି ମାରିବା ପରେ ପୋଡି ଦେଇଛି ପୁଅ। ଏମିତି ଲୋମହର୍ଷଣକାରୀ ଘଟଣା ବରଗଡର ଜିଲ୍ଲାରେ ଘଟିଛି। ପୋଲିସ ମଶାଣିରେ ପହଞ୍ଚି ଦରପୋଡା ଶବ ଜବତ କରିଛି।
ବରଗଡ଼ ଜିଲ୍ଲା ବରପାଲି ଥାନା!-->!-->!-->…