ସାତ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ତଥା ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କର୍ମନିଯୁକ୍ତି ଅଫିସର, ଜୀବିକା ମିଶନ ଅଧିକାରୀଙ୍କ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସ୍ବତନ୍ତ୍ର

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା

ନନ୍ଦ କିଶୋର ସାହୁଙ୍କ ଦ୍ୱାଦଶାହ ଅବସରରେ “ସ୍ମୃତି ତର୍ପଣ” ସଭା

ବ୍ରହ୍ମପୁର : ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁଙ୍କ ଆଜି ଦ୍ୱାଦଶାହ ଅବସରରେ "ସ୍ମୃତି ତର୍ପଣ" ସଭା ସ୍ଥାନୀୟ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ

ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କଲା ବେଳେ ଭାବବିହ୍ୱଳ ହୋଇଛନ୍ତି । ଭାଷଣ ଆରମ୍ଭରୁ ବିଜେପିର କାର୍ଯ୍ୟକର୍ତାଙ୍କ

ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିରରେ ବୃକ୍ଷରୋପଣ

ଫୁଲବାଣୀ : ବୃକ୍ଷ ହିଁ ଜୀବନ l ବୃକ୍ଷ ଦ୍ୱାରା ସକଳ ଜୀବ ଜଗତ ର ଅସ୍ଥିତ୍ୱ ରହିଛି l ଆଜିର ପ୍ରଦ୍ୟୁଷିତ ପରିବେଶରେ ବୃକ୍ଷ ହିଁ ମାନବ ସମାଜ ପାଇଁ ମହୌଷଧି l ତେଣୁ ଘରେ ଘରେ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ ଅବସରରେ

ତନୁଶ୍ରୀ ଦଶମ ଶ୍ରେଣୀ ବୋର୍ଡପରୀକ୍ଷାରେ ଜିଲ୍ଲା ଟପ୍ପର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଅନ୍ତର୍ଗତ ରୁଦାଙ୍ଗିଆ ସ୍ଥିତ ବାଲଗଙ୍ଗାଧର ତିଲକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ମୋଟ ୬୦୦ ନମ୍ବରରୁ ୫୮୦ ମାର୍କ ରଖି କନ୍ଧମାଳ ଜିଲ୍ଲା ଟପର ହୋଇଛନ୍ତି। ତନୁଶ୍ରୀ ହେଉଛନ୍ତି ସ୍ଥାନୀୟ

ଏସ୍‌ଆରସି ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ ।

ପରକୀୟା ପ୍ରୀତି ଲାଗି କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ଖଲ୍ଲିକୋଟ(୮/୭) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମରେ ଗତକାଲି ରାତିରେ ପରକୀୟା ପ୍ରୀତି ଯୋଗୁ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟ କରି ଲଣ୍ଡା କରି ବେକରେ ଜୋତାମାଳା ପକାଇ ମୁହଁରେ କଳାବୋଳି ଗ୍ରାମ ପରିକ୍ରମା କରିଥିବା ବେଳେ ସମ୍ପୃକ୍ତ ମହିଳା ବିଷ ପିଇ ମୃତୁବରଣ

ଚମ୍ପାନଗର ସରକାରୀ ବିଦ୍ୟାଳୟରେ ଦିଦିଙ୍କ ଦବଙ୍ଗଗିରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଦଣ୍ଡମୁକ୍ତ ଶିକ୍ଷାର ସରକାରୀ ନିୟମକୁ ବେଖାତର କରି ଚକ୍ ଖଡି ବଦଳରେ ଦିଦିଙ୍କ ହାତରେ ବାଡି । ହିତାହିତ ଜ୍ଞାନ ଭୂଲି ଶ୍ରେଣିରେ ପିଲାଙ୍କୁ କଅଣ ପାଠ ପଢାଉଛନ୍ତି ତାହା

ଡିଜେରେ ବିଦ୍ୟୁତ୍ ତାର ଲାଗି ଜଣେ ବରଯାତ୍ରୀ ମୃତ, ୨ ଗୁରୁତର

ଭଦ୍ରକ: ବାଣ ସୋରଣୀ ଚାଲିଥିଲା। କନ୍ୟାଘର ଅଭିମୁଖେ ବାହାରିଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା। ଡିଜେ ସାଉଣ୍ଡରେ ଉଚ୍ଛୁଳି ପଡୁଥିଲା ମାହୋଲ। ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ଡିଜେ ସମୟରେ ତାର ଲାଗି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା