Sign in
Sign in
Recover your password.
A password will be e-mailed to you.
ମା’ ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ତାରାତାରିଣୀ ଦର୍ଶନ କରିଛନ୍ତି।
ରବିବାର ସକାଳ ୭ଟା ୩୦ରେ କେନ୍ଦ୍ରମନ୍ତ୍ରୀ ତାରାତାରିଣୀ ଦର୍ଶନ ପାଇଁ!-->!-->!-->…
ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ
ମୋହନା: ମୋହନା ଥାନା ଭାଲିଆଗଣି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତାକଲି ବିଳମ୍ବିତ ରାତିରେ ଏହି ହତ୍ୟା ହୋଇଛି । ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚିଛେଚି ସ୍ୱାମୀ ହତ୍ୟାକରିଥିବା!-->…
ରାଜ୍ୟରେ ଆଜି ୫୭୬ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିସାରିଲାଣି । ଗତ ୨୪ ଘଣ୍ଟାରେ ୫୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୨୩୯!-->…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡାଯାତ୍ରାର ପ୍ରଥମଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀହରିବଳଦେବଜିଉଙ୍କ ବାହୁଡାଯାତ୍ରାର ପ୍ରଥମ ଦିନରେ ଲକ୍ଷାଧିକରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ନିକଟରେ!-->…
ପୁଣି ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ
କେନ୍ଦ୍ରାପଡା: ପୁନର୍ବାର ଅଧାରେ ଅଟକିଲା ବିଶ୍ୱ ନିୟନ୍ତାଙ୍କ ରଥ । ଗୁଣ୍ଡିଚାଯାତ୍ରା ମାଉସୀ ମା' ଘରକୁ ଯିବା ସମୟରେ ରଥ ବାମ ମୋଡ଼ ନେଇ ବାରମ୍ବାର ଅଟକି ଯାଉଛି ।
କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ ଦିନଧରି ଚାଲିବ । ଆଜି ପରମ୍ପରା!-->!-->!-->…
ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ
ବ୍ରହ୍ମପୁର (୧୦/୦୭) : ଆଜି ପୂର୍ବାହ୍ନ ଘ.୧୧-୧୫ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ "କାର୍ଯକର୍ତ୍ତା ସମାବେଶ" ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ ଗୋଳନ୍ଥରାସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଇଶାଣେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ।!-->…
ଦାରିଙ୍ଗବାଡ଼ିରେ ଥିବା ବହୁମୂଖୀ ସମବାୟ ସମିତିର ସଭାପତି ହେଲେ ଲିଲିମା ପ୍ରଧାନ
ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଠାରେ ଥିବା ବହୁମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ରବିବାର ଦିନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଏସ ସଦାନନ୍ଦ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା!-->…
ଲୁଟେରାଙ୍କ ଚରାଭୂମି ପାଲଟିଛି ବ୍ରହ୍ମପୁର ସହର
ବ୍ରହ୍ମପୁର : ବ୍ରହ୍ମପୁର ସହର ଏବେ ଲୁଟେରାଙ୍କ ଚରାଭୂମି ପାଲଟିଛି ଯାହାକୁ ନେଇ ଜନସାଧାରଣ ଙ୍କ ମନ ରେ ଗୋଟିଏ ପ୍ରକାର ଡର ଓ ଆଶଙ୍କା ଉଙ୍କି ମାରିବାରେ ଲାଗିଲାଣି l ଗତ ୫ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ପାଇ ଗୋସାଣି ନୁଆଁ ଗାଁ ଥାନା ଅନ୍ତର୍ଗତ ଚାଞ୍ଚଡା ପଡିଆ ସାହି ରେ ଲୁଟ!-->…
ପରଲୋକରେ ବିଜେପି ନେତ୍ରୀ ସରଶିଳା ପ୍ରଧାନ
ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବରିଷ୍ଠ ବିଜେପି ମହିଳା ନେତ୍ରୀ ସରଶିଳା ପ୍ରଧନଙ୍କ ୫୮ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ଏହି ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ନେବାରୁ ଜଣା ପଡିଛିଯେ ଦୀର୍ଘ ଦିନ ହେବ ବ୍ରେନଟ୍ୟୁମରେ ପିଡିତା ଥିଲେ। ଗତକାଲି କଟକ!-->…
ଓଡିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକ୍ରମରେ ଗୀତ ଗାଇବେ ମାଲକାନଗିରିର ଛାତ୍ରୀ ଶାଳିନୀ
ମାଲକାନଗିରି : ରାଜ୍ୟରେ ମାଲକାନଗିରି ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ଥିବାରୁ ରାଜ୍ୟ ସରକାର ଏହାର ବିକାଶ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଠାରେ କୋୟା, ବଣ୍ଡା, ଡିଡାୟି, କନ୍ଧ ଓ ସାନ୍ତାଳି ଭଳି ଆଦିବାସୀ ସମୁଦାୟ ବସବାସ କରୁଥିବାରୁ ଏମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ!-->…