Sign in
Sign in
Recover your password.
A password will be e-mailed to you.
ଜୁଲାଇ ୨୧ରେ ଇଡିରେ ହାଜର ହେବାକୁ ସୋନିଆ ଗାନ୍ଧିଙ୍କୁ ନୋଟିସ୍
ନୂଆଦିଲ୍ଲୀ: ନ୍ୟାସପାଲ ହେରାଲଡ୍ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାନି ସମନ କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ!-->…
କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ ଅସ୍ତରାଗର ଉନ୍ମୋଚନ…
ଭୁବନେଶ୍ବର; ଭୁବନେଶ୍ୱରର କେଶରୀ ହୋଟେଲ ଠାରେ ଯୁବ କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ ଅସ୍ତରାଗର ଉନ୍ମୋଚନ ପର୍ବ ବେଶ ଆକର୍ଷଣୀୟ ଭାବେ ପାଳିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା,ଓଡ଼ିଆ!-->…
ଭରଦ୍ବାଜ ପ୍ରତିଷ୍ଠାନ ତରଫରୁ ସ୍ବାସ୍ଥ୍ୟ ଶିବିର…
ବ୍ରହ୍ମପୁର : ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି!-->!-->!-->!-->!-->…
ରାଗିଙ୍ଗ୍ ଅପରାଧୀଙ୍କୁ ଗିରଫ ନକରି ରାଗିଙ୍ଗ୍ ଵିରୋଧରେ ଆନ୍ଦୋଳନ କାରୀଙ୍କୁ ପୋଲିସର ନାଲିଆଖି…
ପୋଲିସ ର ଲାଠି ଚାଳନା ଓ ଗିରଫଦାରି…
ଭୁବନେଶ୍ଵର : ଵିଜେଵି କଲେଜର ରାଗିଙ୍ଗ୍ ଜନିତ ମୃତ ରୁଚିକା ମହାନ୍ତିଙ୍କ ମା'ଆ ଵିଦ୍ଯୁତ ପ୍ରଭା ମହାନ୍ତି, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରାଜେନା,ରାଜ୍ଯ ଯୁଗ୍ମ ସମ୍ପାଦକ ଵିଵେକ କୃଷ୍ଣ,ସୁଚିସ୍ମିତା,ମନୋରଞ୍ଜନ,ନାରାୟଣ,ମନୋଜ,କାଜଲ ସମେତ!-->!-->!-->…
ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ…
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁର କହିଲେ ଯେ, ଜୁଲାଇ ମାସ ୧୦ ତାରିଖ ସମସ୍ତ ମତ୍ସ୍ୟ ଚାଷୀଙ୍କ ପାଇଁ ଏକ ସ୍ମରଣୀୟ!-->…
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ…
ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀ ବନ୍ଧ ସାହି ଠାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଶୁଣିବାକୁ ମିଳୁଛି l ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଡିମ୍ବ ବୋଲି ଜଣାପଡିଛି l କୌଣସି ବିଶେଷ ସୂତ୍ରରୁ ଖବର!-->…
କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା ଉମରକୋଟ!-->…
ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ!-->…
କମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ…
ମାଲକାନଗିରି : ହାର୍ଡକୋର ମାଓବାଦୀ ଗିରଫ। ମାଲକାନଗିରି ପୋଲିସ ହାତରେ ଧରା ପଡ଼ିଲା ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ପଡ଼ିଆମୀ। ମାଥିଲି ଥାନାର ତୁଳସୀ ପାହାଡ଼ରେ ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ଧରା ପଡ଼ିଲା କାଙ୍ଗେରଘାଟି ଏରିଆ କମିଟି!-->…
ହେନ୍ତାଳ ଜଙ୍ଗଲ ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍
ଭୁବନେଶ୍ୱର : ହେନ୍ତାଳ ଜଙ୍ଗଲର ପୁନରୁଦ୍ଧାର ପାଇଁ ବନ ବିଭାଗ ଚଳିତ ବର୍ଷ ନୂଆ ରଣନୀତି ପ୍ରସ୍ତୁତ କରିଛି। ବଦଳୁଥିବା ଜଳବାୟୁକୁ ସାମ୍ନା କରିବା ସହ ସହ ବିପର୍ଯ୍ୟୟ ମୁକାବିଲା ଏହି ଯୋଜନାର ମୂଳ ଆଭିମୁଖ୍ୟ। ନୂଆ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ସହ ପୁରୁଣା ଜଙ୍ଗଲର ପୁନରୁଦ୍ଧାର, ସ୍ଥାନୀୟ!-->…