ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

କଟକ: ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ ବିଭିନ୍ନ ସମୟରେ

ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଁଞ୍ଚିଲା ବାଲାଟ ବକ୍ସ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚିଛି ବାଲଟ ବକ୍ସ। କେବଳ ହିମାଚଳପ୍ରଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟକୁ ବିମାନ ଯୋଗେ ବାଲଟ ବକ୍ସ ପଠାଯାଇଛି। ଭୁବନେଶ୍ୱରରେ ମଧ୍ୟ ବିମାନ ଯୋଗେ ବାଲଟ ବକ୍ସ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର

ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମାହାପ୍ରଭୁ । କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ

ଲଗାଣ ବର୍ଷା ଯୋଗୁଁ ଗବରୀ ଓ ପୂର୍ଲା ରାସ୍ତାରେ ଯୋଗାଯୋଗ ବିଛିନ୍ନ, ଯାତାୟତ ବାଧାପ୍ରାପ୍ତ

ଉମରକୋଟ : ଆଜି ଦିନ ସାରା ବର୍ଷା ଯୋଗୁଁ ପୂର୍ଲା ଓ ଗବରୀ ରାସ୍ତାର ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଛି | ଏହି ରାସ୍ତାରେ ଆଖ ପାଖ ଗାଁ ଚାଟିଗୁଡ଼ା, ପୂର୍ଲା, ଗବରୀ, କୋଦଭାଟା, ଛଟାଗୁଡ଼ା, ସନସା, ଭିକିୟା, ରତାଖଣ୍ଡୀଗୁଡ଼ା ଓ ତେଲକୋନୀୟ ଗାଁର ଯିବା ଆସିବା ବାଧାପ୍ରାପ୍ତ ହେଲା, ଏହି ଭଲି ଏକ

ଏଟିଏମ୍‌ ଭ୍ୟାନ୍‌ ଲୁଟେରା ଗିରଫ, ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚ ପାଖରେ ସିଏମ୍ ଏସ ଗାଡ଼ିରେ ସିନାପାଲି ଓ ବୋଡ଼େନରେ ଥିବା ଏଟିଏମ ମାନଙ୍କରେ ଟଙ୍କା ଭର୍ତି କରିବା ପାଇଁ ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚରୁ ୫୭ଲକ୍ଷ୍ୟ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି କାର୍ଯ୍ଯ

ବାଘଲଟି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଲା

ପାତ୍ରପୁର : ପାତ୍ରପୁର ତହସିଲ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଯେ କୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଥିଲା ବେଳେ ମଙ୍ଗଳବାର ରାତିରେ ଜଳ ନିଷ୍କାସନ କରାଯାଇଛି । ଲଘୁଚାପ ଯୋଗୁଁ ବାଘଲଟି ଅଞ୍ଚଳରେ ତଥା ଜଳ ଭଣ୍ଡାର ଉପର

ସମ୍ବାଦ ସାହିତ୍ୟ ଘର ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଜିଲ୍ଲା ସଂଯୋଜକ ଡ଼ଃ ରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଓ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଓ କୋଷାଧ୍ୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରଚେଷ୍ଟାରେ ବୃକ୍ଷ ରୋପଣ କରା ଯାଇଥିଲା l ସ୍ଥାନୀୟ

ସରକାରଙ୍କ ଜମି ଉନ୍ନତିକରଣ କାର୍ଯ୍ୟ ପ୍ରଶଂସନୀୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ସୁଡୁରୁକୁମ୍ପା ପଞ୍ଚାୟତର ରାଣିପଥର, ଖାନ୍ଧୀକୁଟି ଗ୍ରାମରେ ଜମିର ଉନ୍ନତି କରିବା ପରେ ଅତି ସୁନ୍ଦର ଦେଖାଯାଉଛି। ଜମି ଉନ୍ନତିକରଣରେ ସରକାର ବର୍ଷ କୁ କୋଟି କୋଟି ଖର୍ଚ୍ଚ କରି ଦିନ ମଜୁରିଆଙ୍କ ପେଟ ପୋଷିବାରେ ମାହିର ଅଛନ୍ତି । ଏହି କାମରେ

୨୦୨୨-୨୩ ଖରିଫ୍ ଋତୁର ଚାଷୀ ପଞ୍ଜିକରଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ଛତ୍ରପୁର (୧୨/୦୭) : ୨୦୨୨ ଆଗାମୀ ୨୦୨୨-୨୩ ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ କିଣାଯିବ । ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ ଗ୍ରହଣ କରିବା ସକାଶେ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ବରାନ୍ବୀତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କର ଅନ୍ ଲାଇନ୍ ପଞ୍ଜିପରଣ ନିମନ୍ତେ ପ୍ରଥମ

ଜିଲ୍ଲାସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ

ଛତ୍ରପୁର (୧୨/୦୭) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଭି.ଏଚ୍.ଏସ୍.ଏନ୍.ଡି. ବୈଠକ ଗୁଡିକୁ ଶତ ପ୍ରତିଶତ ସଫଳ କରିବା