Sign in
Sign in
Recover your password.
A password will be e-mailed to you.
ଦୁର୍ଗମ ଅଞ୍ଚଳ ଟିକରପଡା ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡିଆ ଅଞ୍ଚଳ ଟିକରପଡା ଗ୍ରାମରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା!-->!-->!-->…
ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ : କୃଷ୍ଣ , ଶଙ୍କର , ସୁଜିତ ନିର୍ଦ୍ୱନ୍ଦରେ ନିର୍ବାଚିତ…
ରାଉରକେଲା : ରାଉରକେଲା ଅର୍ବାନ କୋପେରେଟିଭ ବ୍ୟାଙ୍କ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏବେ ସୁଦ୍ଧା ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲ ରୁ ୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହୋଇ ସାରିଲେଣି। ଏହା ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ ଲାଗି ଏକ ଶକ୍ତ ଧକ୍କା। ଆସନ୍ତା!-->!-->!-->…
ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ…
ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ସୁନ୍ଦରଗଡ଼ : ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ!-->!-->!-->!-->!-->!-->!-->…
ଅବଦୁଲ କଲାମ ଦ୍ବୀପରୁ ଅଗ୍ନି ୪ ମିଜାଇଲ୍ର ରାତ୍ରୀକାଳୀନ ଉତ୍କ୍ଷେପଣ
ବାଲେଶ୍ବର: ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷା ହେଲା ମଧ୍ଯମ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନୀ-୪। ଅଗ୍ନି ୪ ମିଜାଇଲ୍ର ରାତ୍ରୀକାଳୀନ ଉତ୍କ୍ଷେପଣ ସଫଳତାର ସହ ହୋଇଥିବା ସୂଚନା ଦେଇଛି DRDO। ଅବଦୁଲ କଲାମ ଦ୍ୱୀପରୁ ୭ଟା ୪୫ରେ ରାତ୍ରୀକାଳୀନ ଉତ୍କ୍ଷେପଣ କରାଯାଇଥିଲା। ୪ ହଜାର କିଲୋମିଟର!-->…
ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯିବା ସହ ପୋଲିସ, ଅଗ୍ନିଶମ!-->…
ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୩ ମୃତ, ୫ ଆହତ
କୁଚିଣ୍ଡା: କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ତବଲାକଟା ନିକଟରେ ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେଵା ଫଳରେ ୩ଜଣ ମୃତ ୫ଜଣ ଆହତ ହୋଇଛନ୍ତି l ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଂଚଳବାସୀ l ଅନ୍ୟପଟେ ଆହତମାନଙ୍କୁ କୁଚିଣ୍ଡା!-->…
‘୫-ଟି’ ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟ: ଆଉ ୫ ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲକୁ…
ଭୁବନେଶ୍ବର : ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ!-->…
ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା
ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ବାର୍ଷିକ ୫,୭୦୦ ଓ ୫,୮୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି।
ସେହିପରି!-->!-->!-->…
ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆରେ ବିରୋଧ
ପାରାାଦୀପ: ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆବାସୀଙ୍କ ତୀବ୍ର ବିରୋଧ । ଗାଁ ମୁଣ୍ଡରେ ଅଟକାଇବା ସହିତ ଫେରିଯିବାକୁ ବାଧ୍ୟ କଲେ ଲୋକ । ଜଗତସିଂହପୁର ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଗସ୍ତ କରିବାବେଳେ ଲୋକମାନେ ତାଙ୍କୁ ବିରୋଧ କରିଥିଲେ । ଗାଁକୁ ଏବେ ଶାନ୍ତି!-->…
ରାଜ୍ୟସଭା ଉପନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ଜିତିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ରାଜ୍ୟସଭା ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ଶେଷ ତାରିଖ ରହିଥିଲା । ପୂର୍ବରୁ ବିଜେପି ଓ କଂଗ୍ରେସ ଦଳ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇ ନଥିଲେ!-->…