ରୁଷ୍‌ରୁ ତୈଳ ନ କିଣିବା ପାଇଁ ଭାରତକୁ କେହି କହିନାହାନ୍ତି: ହର୍‌ଦୀପ୍‌ ସିଂହ ପୁରୀ

ନୂଆଦିଲ୍ଲୀ: ରୁଷ୍‌ରୁ ତୈଳ ଖରିଦ ବନ୍ଦ କରିବାକୁ ଭାରତକୁ କେହି କହି ନ ଥିବା କଥା କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବା‌ଷ୍ପ ମନ୍ତ୍ରୀ ହର୍‌ଦୀପ୍‌ ସିଂହ ପୁରୀ ଶୁକ୍ରବାର ଦିନ କହିଛନ୍ତି। ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସଚିବ ଜେନିଫର୍‌ ଗ୍ରାନ୍‌ହୋମ୍‌ଙ୍କ…

୭୦ତମ ଜନ୍ମଦିନରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମିଳିଲା ଟ୍ରାକ୍ଟର୍ ଉପହାର

ମସ୍କୋ: ୭୦ତମ ଜନ୍ମଦିନ ଉପଲକ୍ଷେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବେଲାରୁଷୀୟ ରାଷ୍ଟ୍ରପତି ଗୋଟାଏ ଟ୍ରାକ୍ଟର୍‌ ଉପହାର ଦେଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଦେଶବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ…

ହିମାଚଳରେ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ମହୋତ୍ସବରେ ଲୋକନୃତ୍ୟ ପରିବେଶଣ କଲେ ୮,୦୦୦ ମହିଳା

କୁଲ୍ଲୁ: ପାରମ୍ପରିକ ବେଶପୋଷାକ ପିନ୍ଧି ଶୁକବ୍ରାର ଦିନ ପ୍ରାୟ ୮,୦୦୦ ମହିଳା ରଥ ମୈଦାନରେ ଆୟୋଜିତ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ଉତ୍ସବରେ ଭାଗ ନେଇ ଲୋକନୃତ୍ୟ ପରିବେଶଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଏହି ନୃତ୍ୟ ହେଉଛି କୁଲ୍ଲୁ ପର୍ବପର୍ବାଣିର…

ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଅନୁମତି ଦେଲେ ସରକାର

ଚଣ୍ଡୀଗଡ଼: ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠାବାର୍ଷିକ ଅବସରରେ ଆଜି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା ହେଉଛି ସ୍ବାଧୀନତା ପରଠାରୁ ନୂଆ ଆଭିଯାନିକ ଶାଖା ଖୋଲିବାରେ ଏହା ହେଉଛି ପ୍ରଥମ ଘଟଣା। …

ମୁଁ ଦେଖିଛି, ‘ସିବିଆଇ’ ମାମଲାରେ କିଛି ନାହିଁ: ନୀତୀଶ କୁମାର

ପାଟନା: ‘ସିବିଆଇ’ ଚାର୍ଜସିଟ୍‌ ଦାଏର କରିବା କଥା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଏହି ମାମଲାରେ କିଛି ନାହିଁ। ସୂଚନାଯୋଗ୍ୟ, ୧୦ ବର୍ଷ ତଳେ କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା…

ମୁଖ୍ୟ ସଚିବ ଓ ଜିଲାପାଳଙ୍କୁ ଜବାବ ତଲବ, ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ୬୮ ଗାଁ

ନୂଆଦିଲ୍ଲୀ : ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ଜିଲାର ୬୮ଟି ଗ୍ରାମର ଲୋକ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ଟେଲିଫୋନ ନେଟୱାର୍କ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗର ବିଚାର କରି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ସଚିବ ଓ…

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ପ୍ରତିନିଧି ଦଳର ବୈଠକ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଶୁକ୍ରବାର ଦିନ କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ଧାମନଗର ଆସି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତର ବାହାରବିଲଠାରେ ଅନୁଷ୍ଠିତ ବୈଠକରେ ବାବା…

ଧାମନଗର ଉପନିର୍ବାଚନ ରାଜନୀତି: ଭଦ୍ରକରେ ସମୀର, ପୁରନ୍ଦେଶ୍ବରୀ, ଅପରାଜିତା

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ…

୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ

ଫୁଲବାଣୀ ୦୮/୧୦: ପ୍ରକାଶ ପାଇଛି ଓଏଏସ ପରିକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଗତକାଲି ପ୍ରକାଶ…

ଧାମନଗର ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା

ଭଦ୍ରକ ୦୮/୧୦: ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେଉଛି । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆ ଠାରୁ ବିଶାଳ ପଦ ଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ…