ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ଓଡ଼ିଶାର ସମସ୍ତ ମନ୍ଦିରରେ ଦୀପ ଜାଳିବ ବିଜେପି:…

ଭୁବନେଶ୍ୱର: ଓଡ଼ିଶା ମାଟିର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି । ଆଗାମୀ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି ଅବସରରେ ଭାରତୀୟ ଜନତା ପାର୍ଟିି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ

ସୋସିଆଲ ମିଡିଆରେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଯୁବକ ଗିରଫ

ଯାଜପୁର: ପ୍ରଥମେ ଯୁବତୀଙ୍କ ଫଟୋ ଲଗାଇ ଫେକ ଆଇଡ଼ି ତିଆରି କରିବା, ଇନଷ୍ଟାଗ୍ରାମରେ ଚାଟିଂ କରିବା, ଅଶ୍ଲିଳ ଫଟୋ ଭାଇରାଲ କରିବା ପାଇଁ ଧମକ ଦେବା ଆଦି ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ। ଗିରଫ ଯୁବକ ଭଦ୍ରକ ଜିଲ୍ଲା ବାଂସଡା ଥାନା ଜନ୍ତୁଆଳି

ରାଜ୍ୟର ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଜଣ ଶିଶୁ

ଭୁବନେଶ୍ୱର: ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଥିବା କହିଛନ୍ତି ବିଜେଡି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ ଏହାର

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି

ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର: ଉପର ମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ପାଣି ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁଲାଇ ୧୮ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ହୀରାକୁଦ ଜଳଭଣ୍ଡାରରୁ ପୂର୍ବାହ୍ନ ୧୧ଟାରେ

ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକ ତାଙ୍କର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ବିଶେଷକରି ଓଡ଼ିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଂସଦରେ ପ୍ରତିପାଦିତ ହୋଇପାରିବ, ତାହା

ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ୧୧୦୨୦ କୋଣାର୍କ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ। ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା

ଏସି ମରାମତି ନାଁରେ ୯୨ ହଜାର ଟଙ୍କା ନେଇଗଲା ସାଇବର ଠକ

ଭୁବନେଶ୍ୱର: ଏସି ମରାମତି ନାଁରେ ୯୨ ହଜାର ଟଙ୍କା ଚୁନ ଲଗାଇ ଦେଲେ ସାଇବର ଠକ । ଏନେଇ ଭୁବନେଶ୍ୱରରେ ରହୁଥିବା ଜଣେ ସରକାରୀ କର୍ମଚାରୀ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅନଲାଇନ୍ ରେ ଏସି ମରାମତି ସାଇଟ୍ ଖୋଜି ସାହାର୍ଯ୍ୟ ପାଇବାକୁ ଉଦ୍ୟମ କରୁଥିବା ବେଳେ କିଛି ସେକେଣ୍ଡରେ

କାଶୀପୁରରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଡାକ୍ତରୀ ଟିମ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ଦେଖାଦେଇଛି। ୨୪ ଘଣ୍ଟା ମଧ୍ୟରେ ଝାଡ଼ାବାନ୍ତି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ବିଭିନ୍ନ ଚିକିତ୍ସାଳୟରେ ପ୍ରାୟ ୪୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିବାବେଳେ ସ୍ଥିତି

ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ନାଁରେ ମାମଲା, ଡ୍ରାଇଭରଙ୍କୁ ଜାମିନ

ବଲାଙ୍ଗୀର: କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ସୋନପୁର ପୁଲିସ ମାମଲା ରୁଜୁ କରିଛି। ଜଣେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୋନପୁର ଏସ୍‌ପି ଅମରେଶ ପଣ୍ଡା