Sign in
Sign in
Recover your password.
A password will be e-mailed to you.
କଳାକାରମାନେ ଆତ୍ମପରିଚିତି ହେବା ବିଧେୟ : ତିରୁପତି ସାହୁ
ବ୍ରହ୍ମପୁର (୧୭/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମରେ ପବିତ୍ର ରଥଯାତ୍ରା ଅବସରରେ ଓଁ ଶ୍ରୀ ବାବା କପିଳେଶ୍ୱର ଯୁବ ଗଣନାଟ୍ୟ ସଂସଦ ପରିବେଷିତ ମହାନ୍ ପୌରାଣିକ!-->…
ଓଡିଶା ସ୍ଵଚ୍ଛ ସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ
କଟକ : ଓଡ଼ିଶା ସ୍ବଚ୍ଛସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ନୂଆବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ସମ୍ମିଳନୀରେ ହିନ୍ଦ ମଜଦୁର ସଭା ରାଜ୍ୟ ଯୁବ ସଭାପତି ବିଜୟ ପତି ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସଭାପତି ହିନ୍ଦ ମଜଦୁର ସଭା କୃଷ୍ଣଚନ୍ଦ୍ର ଚନ୍ଦ୍ର ପାତ୍ର,!-->…
ରୋଟାରୀ କ୍ଳବ ଫୁଲବାଣୀର ୪୨ତମ ଅଧିଷ୍ଠାନ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ କେ.ପି ସାଲୁଙ୍କି ପରିସରରେ ଶନିବାର ଦିନ ସନ୍ଧ୍ୟାରେ ରୋଟାରୀ କ୍ଳବ ଫୁଲବାଣୀ ର ୪୨ତମ ଅଧିଷ୍ଠାନ ଦିବସ ପାଳିତ ହୋଇ ଯାଇଛି । ସମସ୍ତ ପାରିପାର୍ଶ୍ବିକ ଶୃଙ୍ଖଳା ଓ ସାମାଜିକ ନିୟମକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି!-->…
ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କଲେ ବିରୋଧୀ ଦଳ
ନୂଆଦିଲ୍ଲୀ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି | ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ!-->…
ସମଗ୍ର ୟୁରୋପ୍ରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ: ଫ୍ରାନ୍ସ୍ ଓ ସ୍ପେନ୍ରେ ବନାଗ୍ନି ଯୋଗୁଁ ଜନସ୍ଥାନାନ୍ତରଣ
ପ୍ୟାରିସ୍: ୟୁରୋପ୍ର ବିଭିନ୍ନ ପ୍ରାନ୍ତରେ ଗ୍ରୀଷ୍ମ ପ୍ରବାହ ପ୍ରକୋପ ବୃଦ୍ଧି ଯୋଗୁଁ ସରକାରୀ ଅଧିକାରୀମାନେ ବାଧ୍ୟ ହୋଇ ଅସଂଖ୍ୟ ଜନତାଙ୍କୁ ଘରୁ ସ୍ଥାନାନ୍ତରଣ କରୁଥିବା ବେଳେ ଶନିବାର ଦିନ ଦକ୍ଷିଣପଶ୍ଚିମ ଫ୍ରାନ୍ସ୍ ଏବଂ ସ୍ପେନ୍ରେ ବନାଗ୍ନି ଲାଗିଥିବା କଥା ବିଭିନ୍ନ ବିଦେଶୀ!-->…
ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ; ସିହ୍ନାଙ୍କ ତୁଳନାରେ ମୁର୍ମୁଙ୍କ ପଲା ଭାରି
ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ସୋମବାର ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଭୋଟ୍ ଦେବେ। ତେବେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। କାରଣ ତାଙ୍କ!-->…
ସହିଦଙ୍କ ରକ୍ତରେ ଭିଜିଲା ପୁଲୱାମାର ମାଟି, ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ
ଶ୍ରୀନଗର: ପୁଣି ଆକ୍ରମଣ କଲେ ଆତଙ୍କବାଦୀ। ପୁଣି ରକ୍ତରେ ଭିଜିଲା ପୁଲୱାମା ମାଟି। ରବିବାର ଦିନ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। <og ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। କୁହାଯାଉଛି ଯେ!-->…
ଲଦାଖ ଅଞ୍ଚଳରୁ ସୈନ୍ୟ ଅପସାରଣ ଲାଗି ଆରମ୍ଭ ହେଲା ଭାରତ-ଚୀନ୍ ୧୬ଶ ପର୍ଯ୍ୟାୟ କମାଣ୍ଡର୍ସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ: ଆଜି ଚୁସ୍ହୁଲ୍-ମୋଲ୍ଦୋ ସୀମାନ୍ତବର୍ତ୍ତୀ ଭାରତୀୟ ପାର୍ଶ୍ବରେ ଭାରତ ଓ ଚୀନ୍ ମଧ୍ୟରେ କର୍ପସ୍ କମାଣ୍ଡର୍ସ୍ତରୀୟ ଆଲୋଚନାର ୧୬ଶ ପର୍ଯ୍ୟାୟ ଆରମ୍ଭ ହୋଇଥିବା କଥା ସରକାରୀ ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି।ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରୁ!-->…
କୋଭିଡ୍ ଟିକାକାରଣ ୨୦୦ କୋଟି ଡୋଜ୍ ଟପିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ: ଭାରତ ପୁଣି ଇତିହାସ ରଚିଲା ବୋଲି ଦେଶରେ କୋଭିଡ୍ ଟିକାରକରଣ ୨୦୦ କୋଟି ଟପିଯାଇଥିବାରୁ ଦେଶବାସୀଙ୍କୁ ପ୍ରଶଂସା କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ଉଲ୍ଲେଖନୀୟ ସଫଳତା ଏବଂ ଇତିହାସ ସୃଷ୍ଟି କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଟୁଇଟ୍!-->…
ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇ ଫସିଗଲେ ଜିଲ୍ଲାପାଳ
ଜୟପୁର: ମହାରାଷ୍ଟ୍ର, ଆମାସ, ଗୁଜରାଟ ଠାରୁ ଆରମ୍ଭ କରି ରାଜସ୍ଥାନ ଯାଏଁ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଅନେକ ଲୋକେ ଜଳବନ୍ଦୀ ହୋଇଛନ୍ତି।!-->…