Sign in
Sign in
Recover your password.
A password will be e-mailed to you.
ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ: ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ!-->…
ବିଜେପି ହେଉଛି ମହା ଜୁମଲାର ସରକାର – ରାହୁଳ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲଞ୍ଚ ବ୍ରେକରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଣ ମାରିଛନ୍ତି। ଆଜି ୧୮ ମାସରେ ଦେଶର ୧୦ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା!-->…
ଶହେ ଟଙ୍କା ଷ୍ଟାମ୍ପ ଦାମ୍କୁ ବିରୋଧ, ରାଜ୍ୟ ବାର୍ କାଉନ୍ସିଲ ନିଷ୍ପତ୍ତିକୁ କଟକର ବାର୍ ଆସୋସିଏସନର ପ୍ରତିବାଦ
କଟକ : ଓ୍ବାକଲତ୍ ନାମାରେ ଶହେ ଟଙ୍କାର ଷ୍ଟାମ୍ପ ଲଗାଇଵା ନେଇ ରାଜ୍ୟ ଵାର୍ କାଉନସିଲର ନିଷ୍ପତ୍ତିକୁ କଟକର ଵାର ଆସୋସିଏସନ ଗୁଡ଼ିକ ଵିରୋଧ କରିଛନ୍ତି । ନିକଟରେ ରାଜ୍ୟ ଵାର କାଉନସିଲ ଓ୍ବାକଲତ୍ ନାମରେ ଲାଗୁଥିଵା ଷ୍ଟାମ୍ପର ପରିମାଣ ୧୫ଟଙ୍କାରୁ ଶହେ ଟଙ୍କାକୁ ଵଢାଇଵା ପାଇଁ ନିଷ୍ପତ୍ତି!-->…
ନୟାଗଡ଼ରେ ୬ ଡକାୟତ ଗିରଫ
ନୟାଗଡ଼: ଚୋରି, ଡକାୟତି ଏବଂ ଠକେଇ ଅଭିଯୋଗରେ ୬ ଗିରଫ । ଗତ ୨ ତାରିଖରେ ନୟାଗଡ଼ ଷ୍ଟେସନରେ ଲୁଟ୍ କରିବା ପାଇଁ ପ୍ରସ୍ତୁତି ଚଲାଇଥିବାବେଳେ ଟାଉନ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଏ ଘଟଣାରେ ଖସିଯାଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ!-->…
ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ
ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି!-->…
ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜିଉଙ୍କ!-->…
ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ!-->…
ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ମୃତ୍ୟୁ ଦେହ, କାରଣ ଅସ୍ପଷ୍ଟ ପୁଲିସ ର ଛାନଭିନ୍ନ…
ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ।ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଛତ୍ରପୁର ବିଦ୍ୟାଧର ନଗର ଅଂଚଳ ବାବୁଲା ବେହେରା ଏବଂ!-->!-->!-->…
ଫୁଲବାଣୀ :ଜରାଜୀର୍ଣ ଅବସ୍ଥାରେ ସହରର ୩ଟି ପୋଖରୀ, ପ୍ରଶାସନ ର ନିଘା ନାହିଁ…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ଫୁଲବାଣୀ : ଫୁଲବାଣୀ ସହର ମଧ୍ୟରେ ତିନୋଟି ପୋଖରୀ ଅଛି ହେଲେ ତିନୋଟି ଯାକ ପୋଖରୀ ଅବସ୍ଥା ନ କହିବା ଭଲ l ସବୁ ପୋଖରୀ ଅଧାଯାଏ ଅଳିଆ ଆବର୍ଜନା,ଦଳ ଓ ପଙ୍କରେ ଭର୍ତ୍ତି l ଏଥି ସହିତ ବଜାରଟା ଯାକର ଲୋକଙ୍କ ପାଇଁ ଏହି ଏକ ରକମର!-->!-->!-->…
ଲୋକକଳା ହିଁ ଓଡ଼ିଆ ଜାତୀୟ ଚରିତ୍ରର ପରିପୁଷ୍ଟି ସୋପାନ : କଳାକାର ସଂଘ…
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ରାଜ୍ୟ ଲୋକକଳା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ
!-->!-->!-->!-->!-->!-->!-->…