ରାଇଘର ବ୍ଲକ ଶାନ୍ତିନଗରଠାରେ ପୁଣି ମାଓ ପୋଷ୍ଟର

ଉମରକୋଟ(୨୧/୦୭) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଶାନ୍ତିନଗରଠାରେ ଆଜି ସକାଳେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି | ମାଓ ପୋଷ୍ଟର ରେ ମାଓବାଦୀ ସୀତାନଦୀ ଡିଭିଜନ ପକ୍ଷରୁ ଚେତାବନି ଦେଇଛନ୍ତି | ଫରେଷ୍ଟ ବାଲାକୁ କେନ୍ଦ୍ରକରୀ ଲେଖିଛନ୍ତି ଟଙ୍କା ଖାଇ ଜଙ୍ଗଳ କାଟିବା ବନ୍ଦ

ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

ଫୁଲବାଣୀ : ସ୍ଥାନୀୟ ଏଜେଓ ହାଇସ୍କୁଲର ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କହଁର, ଜିଲା ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର, ପ୍ରମୁଖ

ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଆନନ୍ଦ ବାବାଙ୍କ ଦୁର୍ନୀତି ଚେର ଲମ୍ବୁଛି

ଛତ୍ରପୁରର ଭିନ୍ନକ୍ଷମ ଅନୁଷ୍ଠାନ ଉପରେ ବୁଧବାର ଭିଜିଲାନସ୍ ଚଢ଼ାଉ !! ଛତ୍ରପୁର : ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଛତ୍ରପୁର ର ଭିନ୍ନକ୍ଷମ ଅନୁଷ୍ଠାନ ର ମାଲିକ ତଥା ସର୍ବେସର୍ବା ବୋଲାଉଥିବା ଡ଼ଃ.କେ.ଆନନ୍ଦ ରାଓଙ୍କ ନାମରେ ଅଭିଯୋଗ ର ଚେର ଲମ୍ବୁଛି । ସୋମବାର

ଜଙ୍ଗଲ ଜମିର ସାମାଜିକ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ କର୍ମଶାଳା…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ର ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ତିନି ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ

ମାଲକାନଗିରି ଜିଲ୍ଲାପାଳଙ୍କ ପାପୁଲୁର ଓ କୁର୍ମାନୁର ପଞ୍ଚାୟତ ଗ୍ରସ୍ତ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲାପାଳ ବିଶାଲ ସିଂ ଚିତ୍ରକୋଣ୍ଡା ବ୍ଲକର ପାପୁଳୁର ଓ କୁର୍ମାନୂର୍ ପଞ୍ଚାୟତକୁ ଅଚାନକ ଗ୍ରସ୍ତ।ଜିଲ୍ଲାପାଳ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ମାଲକାନଗିରି ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକର ପାପୁଲୁର୍ ଓ କୁର୍ମାନୁର୍

ଚିତ୍ରକୋଣ୍ଡା ବିଜେଡି ଦଳୀୟ କର୍ମୀଙ୍କ ସହ ଆର ଏସ ସି ୧ ୩ ନମ୍ବର ଗ୍ରାମବାସୀଙ୍କ ସହ ଆଲୋଚନା…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ର ବିଜେଡି ଦଳୀୟ ବରିଷ୍ଠ କର୍ମୀଙ୍କ ଶୁକ୍ରା ମୁଦୁଲି, ପିତାମ୍ବର ଖେମୁଡୁ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ,ରାଲେଗଡା଼ ସରପଞ୍ଚ କମଳୁ ହନ୍ତାଳ, ପାପରମେଟେଲା ସରପଞ୍ଚ ନରସିଂଙ୍ଗ ସିନ୍ଧେରୀ,ଦୁଲଭ ଖିଲ, ସୁନାଧର ଖିଲ,

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର

ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ୨ ବିଜେପି ବିଧାୟକ: ତାରା

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ । ନିଜ ଦଳର ପ୍ରାର୍ଥୀଙ୍କ ବଦଳରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ଦୁଇ ବିଜେପି ବିଧାୟକ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।

ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି: ମୋହନ ମାଝୀ

ଭୁବନେଶ୍ବର: ବିଜେପି ବିଧାୟକ ମୋହନ ମାଝୀଙ୍କ ବଡ଼ ପ୍ରତିକ୍ରିୟା । ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି । ତେବେ କିଏ ସେହି ବିଧାୟକ ଆସନ୍ତାକାଲି ପର୍ଦ୍ଦଫାସ୍‌ ହେବ ବୋଲି କହିଛନ୍ତି ମୋହନ ମାଝୀ । ମୋକିମ ପରେ ଆଉ ୮ ଜଣ ବିଧାୟକ

କାନ୍ଥ ଭୁଶୁଡ଼ି ପାଞ୍ଚ ବର୍ଷର ଶିଶୁପୁତ୍ର ମୃତ

ବୋଲଗଡ ବ୍ଲକ ଆରିକିମା ପଞ୍ଚାୟତ ବେଗୁନିଆମୂଳି ଗାଁରେ ଅଘଟଣ ।ମାଟି କାନ୍ଥ ଭୁଶୁଡି ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ।ଘଟଣାରୁ ପ୍ରକାଶ ବେଗୁନିଆମୂଳି ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ବବିନା ମହାରଣା ଗତ କିଛିବର୍ଷ ହେବ ନିଜ ସ୍ବାମୀଙ୍କ ଠାରୁ ନିର୍ଯାତିତ ହୋଇ ବାପଘର ବେଗୁନିଆମୁଳି ଗାଁରେ