Sign in
Sign in
Recover your password.
A password will be e-mailed to you.
ଅଟୋ ଓଲଟି ୪ ଗୁରୁତର
ଛତ୍ରପୁର : ଛତ୍ରପୁର ବାଇପାସ ନିକଟ ଥିବା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ରେ ଏକ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ଙ୍କ ସମେତ ଚାରି ଗୁରତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନେ ହେଲେ, ବିନାୟକ ଦାସ, ଜୟକୃଷ୍ଣ ଦାସ, ପ୍ରେମଲତା ଦାସ, ଭାସ୍କର ଦାସ ଓ ବାସନ୍ତି!-->!-->!-->…
କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରାୟଗଡ଼ା: ରାୟଗଡ଼ା ଜିଲାରେ ଭିବ୍ରିଓ କଲେରା ବ୍ୟାପି ୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହାରି ମଧ୍ୟରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ଗୁରୁବାର କାଶୀପୁର ଗସ୍ତ କରିଛନ୍ତି। ତାଙ୍କ!-->…
ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ସହ ଆଲୋଚନା କଲେ ଗଂଜାମ ଏସପି
ଛତ୍ରପୁର : ଗତକାଲି ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ଭାରତୀୟ ବିରଳ ମୃତ୍ତିକାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ କରାଗଲେ ଆଗାମୀ ଦିନ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ!-->…
ରାଜ୍ୟରେ ଆଉ ୧୧୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର:ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୧୨ ଶହ ମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ!-->…
ରାଜଧାନୀର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ
ଭୁବନେଶ୍ବର: ଆଜିଠାରୁ ସ୍ମ୍ମା୍ମାସିିଟିି ଭୁବନେଶ୍ୱରର ମହାନଗର ନିଗମ ତରଫରୁ ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପ୍ରକ୍ରିୟାର ଉଦଘାଟନ କରିଛନ୍ତି। ପାତ୍ରପଡା ସ୍ଥିତ ଡି!-->…
ତେଲେରାଇ ଛକ ନିକଟ ଜଙ୍ଗଲରେ ଗଳିତ ଶବ ଚିହ୍ନଟ
ମାଲକାନଗିରି : ମାଲକାନଗିରି କିଛି ଦିନହେବ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଜଙ୍ଗଲ ମଧ୍ୟରେ ଥିବା ଖବର ପ୍ରଘଟ ହେଇଥିଲା । ଶବଟି ଦୀର୍ଘ ତିନିରୁ ଚାରିଦିନର ପରି ଜଣା ଯାଉଛି | ଘଞ୍ଚ ଜଙ୍ଗଲ ମଧ୍ୟ୍ୟରେ ବ୍ୟକ୍ତି ଜଣଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ଘଟଣା ସ୍ଥଳେ କାଲିମେଳା ପୋଲିସ!-->!-->!-->…
ନିମ୍ନମାନର ରାସ୍ତାକାମ ଅଭିଯୋଗ
ଫୁଲବାଣୀ : ଫୁଲବାଣୀ ପୌରପରିଷଦର କୃଷି ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମୁଖ୍ୟରାସ୍ତା ମଧ୍ୟରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି। ପୂର୍ତ୍ତବିଭାଗର ନିମ୍ନମାନର ରାସ୍ତା କାମ ଯୋଗୁଁ ସାଧାରଣ ଜନତା, ଜିଲ୍ଲାପାଳଙ୍କ କାଯ୍ୟାଳୟ ଠାରୁ!-->!-->!-->…
ଏବିଭିପି ଛାତ୍ରଛାତ୍ରୀଙ୍କ ବିଶାଳ ରାଲି ଏବଂ ଏସପି ଅଫିସ ଘେରାଉ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ ନାବାଳିକା ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ଆଜି ଗୁରୁବାର ଏବିଭିପି ପକ୍ଷରୁ ବିଭିନ୍ନ କଲେଜର ଶହ ଶହ ସଂଖ୍ୟାରେ!-->…
ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଯୁବତୀ
ମାଲକାନଗିରି : ମାଲକାନଗିରି ଆଜିର ଯୁବତୀ ଚାରି କାଂଥ ଭିତରେ ସୀମିତ ନରହି ସ୍ୱତନ୍ତ୍ର ଭାବେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯୁବକ ମାନଙ୍କ ଭଳି ବାହାର ଦୁନିଆଁ ରେ କାର୍ଯ୍ୟ କରି କିଛି ଅର୍ଥ ରୋଜଗାର କରି ଘର ସମସ୍ୟା ସହ ନିଜ ସ୍ୱପ୍ନ ମଧ୍ୟ ପୂର୍ଣ କରିବା ପାଇଁ ଚେଷ୍ଟା!-->!-->!-->…
ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ। ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି।ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା!-->…