୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୮ ଅଭିଯୁକ୍ତଙ୍କୁ ଗିରଫ

ପୁରୀ: ପୁରୀ ମିଶ୍ର ନୋଳିଆ ସାହିରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଭିଡିଓ । ଭାଇରାଲ ଭିଡିଓ ଦେଖିବା ପରେ ଆକ୍ସନ ମୋଡରେ ବାସେଳୀ ସାହି ଥାନା ପୋଲିସ । ପୋଲିସ ବାସେଳୀ ସାହିରେ ରେଡ କରି ୮ଜଣଙ୍କୁ ବାନ୍ଧିଛି । ଗିରଫ ୮ ଜଣ ଅଭିଯୁକ୍ତଙ୍କ

‘ନିମନ୍ତ୍ରଣ’ରେ ୧୭ ଲକ୍ଷ ଘୋଟାଲ: ବନ୍ଧା ହେଲେ ମ୍ୟାନେଜର

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗରସ୍ଥିତ 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟରେ ୧୭ ଲକ୍ଷ ଘୋଟାଲ । ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ମ୍ୟାନେଜର । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଫଳରେ ବନ୍ଧା

ଶ୍ମଶାନ ସୀମା ନିର୍ଦ୍ଧାରଣ ଓ ନଳକୂପ ଖନନ ପାଇଁ ଦାବୀପତ୍ର

ପାତ୍ରପୁର : ପାତ୍ରପୁର ଗ୍ରାମରେ ଥିବା ସମସ୍ତ ଶ୍ମଶାନର ସୀମା ନିର୍ଦ୍ଧାରଣ ଓ ଶ୍ମଶାନରେ ନଳକୂପ ଖନନ ପାଇଁ ଗୁରୁବାର ପାତ୍ରପୁର ଗ୍ରାମର ଯୁବ ଗୋଷ୍ଠୀ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ଓ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର

ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା। ମେଡିକାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ମିଥ୍ୟା ମେସେଜ ଦେଇ ଫୋନ ପେ'ରେ ଟଙ୍କା

ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଫଳରେ ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାରି ମଧ୍ୟରେ ପୁଣିଥରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କଲେ ମାଲକାନଗିରି ବିଜୁ ଜନତା ଦଳ କର୍ମୀ

ମାଲକାନଗିରି,୨୧।୭: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିଜୟ ଉତ୍ସବ ପାଳନ କରଯାଇଥିଲା । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନଗର ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର ମାଧବନ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର୍‌. ମାଧବନ୍‌ । କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେସ ବୁଲି ଦେଖିବା ସହ ନିର୍ମାଣାଧୀନ ଆକ୍ୱାଟିକ୍‌ ସେଣ୍ଟରକୁ ପ୍ରଶଂସା କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର୍‌ ଜାତୀୟ ସୁଇମିଂ ଚାମ୍ପିଅନ୍‌ ଅବସରରେ

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବୃକ୍ଷରୋପଣ

ଭଞ୍ଜନଗର : ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ  ‘ମୋ କଲେଜ ଅଭିଯାନ’ ରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ସୂଚନା ଓ ଲୋକସଂପର୍କ ଅଧିକାରୀ  ଗୌରୀଶଙ୍କର ଶତପଥୀ, ବିଶିଷ୍ଟ ସମାଜ ସେବୀ  ଶୂଳପାଣି ଶତପଥୀ, ବନପାଳ 

ଆସନ୍ତା ୨୫ରୁ ଗଡ଼ିବ କଟକ-ପାରାଦୀପ ମେମୁ ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ ଯାତାୟାତ କରିବ। ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ ଛାଡ଼ି ଥିବା ବେଳେ ପାରାଦୀପରୁ ଅପରାହ୍ନ ୨ଟାରେ କଟକ ଅଭିମୁଖେ ଆଉ ଏକ ଟ୍ରେନ ବାହାରିବ। ଏଥିରେ ମୋଟ ୧୨ଟି ବଗି ରହିବା ସହ ବାଟରେ

ନିର୍ମାଣାଧୀନ ବ୍ରିଜର ଛାତ ଭୁଷୁଡି ଜଣେ ଶ୍ରମିକ ମୃତ 

ମାଲକାନଗିରି(୨୧।୭) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଏହି ବ୍ରିଜର ସେଣ୍ଟ୍ରିଂ ଛାତ ହଠାତ୍ ଭୁଷୁଡି ପଡିବା ଯୋଗୁଁ ଜଣେ ଯୁବକ ସେହି ସେଣ୍ଟ୍ରିଂ ତଳେ ଚାପି ହୋଇ ଗୁରୁତର