ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନ

ବ୍ରହ୍ମପୁର (୧୯/୦୬) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ବ୍ଲକ ସ୍ତରୀୟ କଳାକାର ଏକତା ଅଭିଯାନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଣମଣା ପଞ୍ଚାୟତ ଅଫିସ୍ ସଭାପ୍ରକୋଷ୍ଠ ମଧ୍ୟରେ ଆୟୋଜିତ

ଆବର୍ଜନା କେନ୍ଦ୍ରକାମ ସରି ଦୁଇ ଦିନ ହୋଇନି, ହେଲାଣି ଫାଟ

ଦାରିଙ୍ଗବାଡ଼ି (୧୯/୬) : ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସ୍ଵଛ ଭାରତ ମିଶନ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଛି। ସିମନବାଡି ସ୍ଥିତ ମେଡିକାଲ ନିକଟରେ ୯୭ ହଜାର ଵ୍ୟୟ ଅଟକଳରେ ସ୍ୱଚ୍ଛ ଭାରତ ମିଶନ ଫେଜ-୨ ଜରିଆରେ ଆବର୍ଜନା ପୃଥୀକରଣ କେନ୍ଦ୍ର ନିର୍ମାଣ ହୋଇଛି।

ପୁଣି ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ଚୋର ଙ୍କ ପାଇଁ ଅଞ୍ଚଳ ବାସୀ ଅସୁରୁକ୍ଷିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଅଞ୍ଚଳ ରେ ଚୋରୀ କିଛି ଦିନ ବ୍ୟବଧାନ ରେ ପୁଣି ଅଂଚଳରେ ଚୋରୀ ଯାହାକୁ ନେଇ ଲୋକଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ସିଧା ଭାବରେ ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କରିଛନ୍ତି l ସୂଚନା ଥାଉକି

ଚନ୍ଦ୍ରର ‘ତୋଫାନ୍‌ ସମୁଦ୍ର’ରେ ଜଳର ସଙ୍କେତ

ବେଜିଙ୍ଗ୍‌: ଚନ୍ଦ୍ରପୃଷ୍ଠରେ ଗଳିତଧାତୁରେ ସୃଷ୍ଟି ହୋଇଥିବା ସମତଳ ଅଞ୍ଚଳ ‘ତୋଫାନ୍‌ ସମୁଦ୍ର’ରୁ ଚୀନ୍‌ ସଂଗ୍ରହ କରିଥିବା ନମୁନାଗୁଡ଼ିକରୁ ଚୀନା ବୈଜ୍ଞାନିକମାନେ ଜଳର ସଙ୍କେତ ପାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଫଳରେ ଚନ୍ଦ୍ରର ସୃଷ୍ଟି ବିଷୟରେ

ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ, ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ନୌ-ଅଗ୍ନିବୀରଙ୍କ…

ନୂଆଦିଲ୍ଲୀ : ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ତିନି ସେନା ପକ୍ଷରୁ ରବିବାରଦିନ ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି । ଏହା ସହିତ ସ୍ବଷ୍ଟ କରାଯାଇଛି ଯେ ଏହି

ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ତିନିସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।ଆଜି

ମୋର ବୟାନକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି: ସାଇ ପଲ୍ଳବୀ

ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ନିଜ ବୟାନ ପାଇଁ ଆଜିକାଲି ବିବାଦରେ ଥିବାବେଳେ ତାଙ୍କ ଚଳଚ୍ଚିତ୍ର ‘ବୀରତା ପାର୍ବମ୍’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି | ତେବେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ବିଷୟରେ ଏପରି ବିବୃତ୍ତି

ଗୁରୁଦ୍ୱାରା ଉପରେ ଆକ୍ରମଣ: ହିନ୍ଦୁ-ଶିଖମାନଙ୍କ ପାଇଁ ୧୦୦ ଇ-ଭିସା ଜାରି କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାର ଉପରେ ଶନିବାର ଆକ୍ରମଣ ପରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ରହୁଥିବା ୧୦୦ରୁ ଅଧିକ ଶିଖ ଏବଂ ହିନ୍ଦୁଙ୍କୁ ଗୃହ ମନ୍ତ୍ରଣାଳୟ ଇ-ଭିସା ପ୍ରଦାନ କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ପ୍ରାୟ

ଅଗ୍ନିପଥ ନିଆଁରେ ପେଟ୍ରୋଲ ଢ଼ାଳୁଛନ୍ତି ବିଜେପି-ଜେଡିୟୁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଥମୁନି ହିଂସା। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେନାରେ ଯୋଗଦେବାକୁ ଆଶାୟୀ ଥିବା ଯୁବକମାନେ କେଉଁଠି ପୁଲିସ ଉପରେ ଆକ୍ରମଣ କରୁଛନ୍ତି ତ କେଉଁଠି ଟ୍ରେନ ଜାଳି ଦେଉଛନ୍ତି। ସବୁଠାରୁ ଅଧିକ ପ୍ରଦର୍ଶନ ବିହାରରେ

ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ

ସିକନ୍ଦରାବାଦ: ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ଗତ ଶୁକ୍ରବାର ପ୍ରବଳ ହିଂସାକାଣ୍ଡ ଘଟିଥିଲା। ପୁଲିସ୍‌ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି। ସେ ହିଁ ଆନ୍ଦୋଳନ କରିବାକୁ ଉସକାଇବା ସହ