Sign in
Sign in
Recover your password.
A password will be e-mailed to you.
ପ୍ରେମିକାଙ୍କ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କହିଲେ ତିର୍ତ୍ତୋଲ ବିଧାୟକ
ତିର୍ତ୍ତୋଲ: ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । କେତେବେଳେ କଥା ଦେଇ ବିବାହ ପାଇଁ ଆସୁନାହାନ୍ତି ତ ଆଉ କେତେବେଳେ ଦିନ ଗଡ଼ାଉଛନ୍ତି । ଯାହାକୁ ନେଇ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି ପ୍ରେମିକା । ଗତ ୧୭!-->…
ପୁଅ ନିଖୋଜ କୁ ନେଇ ଥାନା ର ଦ୍ଵାରସ୍ତ ହେଲେ ମା…
ଉମରକୋଟ : ପନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟେତ ଛତାବେଡ଼ା 1 ନମ୍ବର ଡି, ଏନ, କେ ଗାଁର ଏକ ବିଧବା ମାର ପୁଅ ନିଖୋଜ କୁ ନେଇ ଅଂଚଳରେ ଦୁଃଖ ଭରା ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ତାଙ୍କ ସାନ ପୁଅ ଉତ୍ପଳ ସରକାର ଯିଏ କି ପ୍ଳାସ ଥ୍ରୀ କମ୍ପ୍ଲିଟ କରିବା!-->…
ଚୋରି ହୋଇଥିବା ୧୦୮ ମୋବାଇଲ ଫେରାଇଲେ କମିସନରେଟ ପୁଲିସ
ଭୁବନେଶ୍ବର: କମିସନରେଟ୍ ପୁଲିସର ପ୍ରଶଂସନୀୟ ଉଦ୍ୟମ । ଚୋରି ହୋଇଥିବା ୧୦୮ମୋବାଇଲକୁ ପୁଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ଏହି ମେଳାରେ ଉପସ୍ଥିତ ଥିଲେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ,!-->…
ପିତୃ ଦିବସରେ ଶ୍ୱଶୁରକୁ କାଠ ଫାଳିଆରେ ମାରିଦେଲା ବୋହୂ
ଗଞ୍ଜାମ: ପିତୃ ଦିବସରେ ଶ୍ୱଶୁରକୁ ହତ୍ୟା । ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟଛି । ମୃତ ଶ୍ୱଶୁର ହେଲେ 55 ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ!-->…
ଭୁବନେଶ୍ୱର ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର
ଭୁବନେଶ୍ୱର: ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର । ଚାଇଲ୍ଡ ଲାଇନ ଓ ପୋଲିସର ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ତେବେ ଝିଅକୁ ନେଇ ପାଳିତ ମା ଓ ଜନ୍ମକଲା ମାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି। ୯ବର୍ଷର ଝିଅକୁ ପାଇବାକୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଉଦ୍ୟମ ଚାଲିଛି ।!-->…
ନିଶା ସେବନ କରି ବଙ୍ଗୀୟ ମହିଳାଙ୍କ ଉନ୍ମତ୍ତକାଣ୍ଡ
ପୁରୀ : ନିଶା ସେବନ କରି ମହିଳାଙ୍କ ଉନ୍ମତ୍ତ କାଣ୍ଡ । ପୁରୀ ସିଟି ରୋଡ୍ ସ୍ଥିତ ବେଳାଭୂମି ନିକଟ ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଜଣେ ବାଙ୍ଗୀୟ ମହିଳା ଗତକାଲି ରାତିରେ ନିଶା ଖାଇ ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ବଙ୍ଗୀୟ ଦମ୍ପତି ପୁରୀ ବୁଲିବାକୁ ଆସି ଚକାଡୋଳା ଟୁର!-->…
ଆସନ୍ତା ବର୍ଷରୁ ନେକ୍ସଟ ପରୀକ୍ଷା ବାଧ୍ୟତାମୂଳକ
ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା!-->…
ରଥ କାଠ ଯୋଗାଣ ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ
ପୁରୀ: ବନବିଭାଗ ପକ୍ଷରୁ ପୁରୀରେ ରଥ କାଠ ଯୋଗାଣକୁ ନେଇ ଆଜି ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସାମିଲ ହୋଇଥିଲେ।!-->…
ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର
ଆଠଗଡ, ୧୯।୬ କାନପୁର ଥାନା ରୋଡ଼ରେ ଆମ୍ବୁଲାନ୍ସ ରଖି ଏକ ତେନ୍ତୁଲି ଗଛରେ ରସି ଲଗାଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆତ୍ମହତ୍ୟା କରିଛି। ଆମ୍ବୁଲାନ୍ସ ଡ୍ରାଇଭର ଜଣକ ହେଲେ କାବୁଲି ସେନାପତି।
କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା!-->!-->!-->…
ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ୩ ଭଉଣୀ; ଜଣେ ମୃତ
ବାଲେଶ୍ବର: ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନସ୍ଥ ବାଲିଆପାଳ ବ୍ଲକର ରେମୁଁ ଗ୍ରାମରେ ରବିବାର ଘଟିଛି ଏକ ଅଘଟଣ। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ!-->…