ବିହାରରେ ବଜ୍ରପାତ, ୧୭ ମୃତ

ପାଟନା: ଆକାଶରୁ ଖସିଲା ମୃତ୍ୟୁ। ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ। ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି।ସୂଚନାନୁସାରେ, ବିହାରରେ ଗତ ୪ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଫଳରେ

ପୁଣି ଇଡିରେ ହାଜର ହେଲେ ରାହୁଲ, କଂଗ୍ରେସର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ। ଏଥିପାଇଁ ସେ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚି ସାରିଛନ୍ତି।ସେପଟେ କଂଗ୍ରେସ ତରଫରୁ

‘ଅଗ୍ନିପଥ’ ଯୋଜନା ଯୁବପିଢ଼ିଙ୍କ ପାଇଁ ଲାଭଦାୟକ: ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ସ୍କିମ’କୁ ନେଇ ତୁମ୍ଭିତୋଫାନ ଜାରି ରହିଥିବା ବେଳେ ଏ ସମ୍ପର୍କରେ ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଯୋଜନାକୁ ସେ ପ୍ରଶଂସା କରିବା ସହ ଉଭୟ ଯୁବପିଢ଼ି ଏବଂ ସେନା ପାଇଁ କେବଳ ‘ବିଜୟ ହିଁ ବିଜୟ’ ବୋଲି

ଜୁଲାଇରୁ ସ୍ଥଳ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏ ନେଇ ସ୍ଥଳସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥଳ ସେନାରେ ଭର୍ତ୍ତି ହେବାର

ବହୁମୁଖୀ ସମବାୟ ସମିତି ନିର୍ବାଚନରେ ବିଧାୟକଙ୍କ ମତଦାନ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ନିୟୁଜ ଦାରିଙ୍ଗବାଡ଼ି,: ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତି ତଥା ଲ୍ୟାମ୍ପସର ନିର୍ବାଚନ ରାପଡାବାଡ଼ି ସ୍କୁଲ ପରିସର ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତିରେ ୧୫ ଗୋଟି ୱାର୍ଡ ରହିଥିବା ବେଳେ ୮ ନଂ

କାଲିମେଳା ବନବିଭାଗ କୁ ବଡ଼ ସଫଳତା, ଚୋରା କାଠ ଚାଲାଣ ମାମଲାରେ ଦୁଇଟି ଗାଡି ସହ ୪ଗିରଫ

ମାଲକାନଗିରି : ମାଲକାନଗିରି କାଲିମେଳା ରେଞ୍ଜ ଅନ୍ତର୍ଗତ ପଡିଆ ସେକ୍ସନ କୁର୍ତି ବିଟ ଅଂଚଳରେ ଆଜି ସକାଳେ ବନ ବିଭାଗତରଫରୁ ପେଟ୍ରୋଲିଂ କରିବା ସମୟରେ ବନପାଳ ଶ୍ରୀ ପବିତ୍ର ଦାସ ଏବଂ କାଲିମେଲା ରେଞ୍ଜର ବନ କର୍ମଚାରୀ ପପିତା ଆଜମେରା,କାନନ ବିଶ୍ୱାସ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ

ରାଜ୍ୟର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା । ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ଏ ନେଇ

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ରବିବାର ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଗରମ

କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସ ଗିରଫ

କଟକ: କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳେଶ୍ଵର ବିଡିଓ ଅଶ୍ବିନୀ କୁମାର ଦାସ । ସେ ତାଙ୍କ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ଆୟ କରିଥିଲେ । ବର୍ତ୍ତମାନ ତାଙ୍କୁ

ପୋଷ୍ଟାଲ ସ୍କିମ୍‌ରେ ବିନିଯୋଗ କରିବାକୁ କହି ଠକିନେଲେ ୧୧ ଲକ୍ଷ, ଜଣେ ଗିରଫ

ଭୁବନେଶ୍ବର: ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟଙ୍କୁ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ଗିରଫ ପୋଷ୍ଟାଲ ଏଜେଣ୍ଟ ଜଣକ ହେଲେ ବିଭୂତି ଭୂଷଣ ମହାପାତ୍ର । ପୋଷ୍ଟାଲ