କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ଥାନା ଭିତରେ ଧସେଇ ପଶିଲେ

ମାଲକାନଗିରି : ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ହାତରେ ମାରଣାସ୍ତ୍ର ଧରି ଥାନା ପରିସରକୁ ଧଶେଇ ପଶିବା ସହ ସେଠାରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପରିସରରେ । ଆନ୍ଦୋଳନକାରୀ ମାନେ ଥାନା ପରିସରରେ ଥିବା

ଘରକୁ ଘର ବୁଲି କରୋନା ରୋଗୀଙ୍କୁ ଚିହ୍ନଟ କରାଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପର ମୁହାଁ ହୋଇଛି ସଂକ୍ରମଣ । ରାଜ୍ୟରେ ଏବେ ୫୦ ମୁହାଁ ଦୈନିକ ସଂକ୍ରମଣ । ତେବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ପୁରୁଣା

ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ

ଦାରିଙ୍ଗବାଡ଼ି,(୨୦/୬) : ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃରେ ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ କାରଣରୁ ବାଇବଲ ସ୍ନାତକ ପାଷ୍ଟର ତାଲିମ ଦୂରଶିକ୍ଷା ମାଧ୍ୟମରେ ବ୍ଳକ ଏକଶହ ପାଷ୍ଟର ନାମ ଲେଖାଇ ଅନଲାଇନରେ ସ୍ନାତକ ବାଇବଲ

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ୍‌ ଟୁ ଡେଟ୍ କେସ୍‌ ଡାଏରୀ ଦାଖଲ !

ସାଲେପୁର: ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍‌ଏଫ୍‌ସି

ଭୁବନେଶ୍ୱର ଇଡି ଅଫିସରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ରାଜଧାନୀରେ ବିରୋଧ । ତାତିଲେ ରାଜ୍ୟ କଂଗ୍ରେସର କର୍ମୀ । ଭୁବନେଶ୍ୱର ଇଡି ଅଫିସ ଆଗରେ ବିକ୍ଷୋଭ ସହ ଧସେଇ ପଶିବାକୁ ଉଦ୍ୟମ । କଂଗ୍ରେସ କର୍ମୀଙ୍କ ହୋ ହାଲ୍ଲା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଇଡି ଅଫିସକୁ ପଶିବାକୁ ଉଦ୍ୟମ ବେଳେ ୩୦ରୁ

ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୦।୬: ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବଢୁଛି । ଭୟଙ୍କର ସ୍ଥିତି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଭିଡ ସ୍ଥାନକୁ ଯାଉଥିଲେ ମାସ୍କ

ରଥଖଳା ନିକଟରେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ମାଡିଯାଇ ୨ ପର୍ଯ୍ୟଟକ ଆହତ

ପୁରୀ : ପୁରୀ ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁରୁତର ଆହତ

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ''ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।'' ଓଡ଼ିଆ ଧାରାବାହିକ ଅଭିନେତ୍ରୀ

ଟ୍ରକ ଡାଲାରୁ ହାତଗୋଡ଼ ବନ୍ଧା ଯୁବକକୁ ଉଦ୍ଧାର କଲା ପୋଲିସ

ମାର୍ଶାଘାଇ: ୫୩ ନମ୍ବର ଜାତୀୟ ରାଜପଥରେ ନୀଳାଞ୍ଚଳ ବଜାର ନିକଟରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ ଆଗରେ ବାନ୍ଧି ଗାଡ଼ି ଚଲାଇ ନେବା ଭିଡିଓ ଭାଇରାଲ୍‌ ଘଟଣାକୁ ମାସେ ନ ପୂରୁଣୁ ଆଉ ଏକ ଘଟଣା ଚର୍ଚ୍ଚା ଜୋର ଧରିଛି । ଟ୍ରକ ଡାଲାରୁ ଜଣେ ଯୁବକଙ୍କୁ ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ

ରାଜ୍ୟରେ ଆଉ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ଶିଶୁ ସଂକ୍ରମିତ ରହିଛନ୍ତି । ଚିହ୍ନଟ