Sign in
Sign in
Recover your password.
A password will be e-mailed to you.
୧୧ ଦଫା ଦାବି ପୂରଣ ନେଇ ବିଧାୟକଙ୍କୁ ଡ୍ରାଇଭର ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।
ଦାରିଙ୍ଗବାଡ଼ି (୨୦/୬) : ଓଡ଼ିଶା ଡ୍ରାଇଭର ମହାସଙ୍ଘ ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଂଘର ସଦସ୍ୟ ମାନେ ରବିବାର ଦିନ ଡ୍ରାଇଭର ସଂଘ ୧୧ ଦଫା ଦାବି ଗୁଡ଼ିକୁ ପୂରଣ କରିବା ନିମନ୍ତେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଙ୍କୁ ତାଙ୍କ ବାସ ଭବନରେ ଭେଟି ଏକ ଦାବିପତ୍ର ପ୍ରଦାନ!-->!-->!-->…
ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଇଟାଲୀରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମୋଲହୋତ୍ରା । ୧୦ ଦିନିଆ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଅନେକ କାର୍ଯ୍ଯକ୍ରମ ରହିଛି । ତେବେ!-->…
ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ
କଟକ: ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ। ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ RTI ପରିସରଭୁକ୍ତ ହେବ। ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଦୁର୍ନୀତି!-->!-->!-->…
ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଗାମୀ ୫ଦିନ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ଅତି ପ୍ରବଳ ଓ ୯ଟି!-->…
ମୋକିମଙ୍କ ପିଟିସନ ଖାରଜ କରି ୫୦୦୦ ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ: ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ଏହାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମହମ୍ମଦ ମୋକିମଙ୍କ ନିର୍ବାଚନକୁ!-->…
ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର : ରାଜ୍ଯ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି । ଏହି ଚଢାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ!-->!-->!-->…
ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ
ଭୁବନେଶ୍ବର: ଲୋକଙ୍କ ଜିଲ୍ଲାପାଳ ଭାବେ ପରିଚିତ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ ଏବେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ରହିବା ସମୟରେ ସେ ଅନେକ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି ।
କରୋନା ମହାମାରୀର ସବୁଠୁ ଅଧିକ ପ୍ରଭାବ ଗଞ୍ଜାମରେ!-->!-->!-->…
ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ଏସ୍ପିଙ୍କ ବୈଠକ
ପୁରୀ : ଘୋଷଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକିଥିବା ବେଳେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ କରାଯାଇଛି। ପୋଲିସ ଓ ସେବାୟତଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ରଖାଯାଇ ଶୃଙ୍ଖଳିତ ରଥଯାତ୍ରା!-->…
ହାତୀ କଙ୍କାଳ ମିଳିବା ମାମଲାରେ ଫରେଷ୍ଟ ଗାର୍ଡ ନିଲମ୍ୱିତ
ଆଠଗଡ଼ : ହାତୀ କଙ୍କାଳ ମିଳିବା ମାମଲାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛି। ଏଥିସହ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗତ ୧୪ ତାରିଖରେ ଆଠଗଡ ବନ ବିଭାଗ ପକ୍ଷରୁ ହାତୀ କଙ୍କାଳ ଉଦ୍ଧାର!-->…
କୃତ୍ରିମ ଜଙ୍ଗଲ ପାଇଁ ନିଜର ୨୦ଏକରରୁ ଉର୍ଦ୍ଧ୍ବ ଜମି ଦାନ କଲେ ଦେବାନନ୍ଦ
ମାଲକାନଗିରି : ଆଜିର ସ୍ୱାର୍ଥପର ସମାଜରେ ମାତ୍ର କେଇହାତ ଜାଗା ପାଇଁ ଭାଇ ଭାଇ ହେଉ କି ସାହି ପଡ଼ିଶା ଭିତରେ ହଣା କଟା ହେଉ ଥିବା ନଜିର ରହିଛି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଜଂଗଲ ଜମି ପଟ୍ଟା ପାଇଁ ହଜାର ହଜାର ଏକର ଜମି ସରକାରଙ୍କ ଠାରୁ ବନବାସୀ ବା ଆଦିବାସୀଙ୍କୁ!-->!-->!-->…