Sign in
Sign in
Recover your password.
A password will be e-mailed to you.
କୋଭିଡ୍ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭିଲାନ୍ସ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର: ରାଜ୍ୟରେ ଉପର ମୁହାଁ ହେଉଛି କରୋନା ମିଟର। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ, ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ!-->…
ବିଶ୍ଵ ଯୋଗ ଦିବସ ପାଳିତ
ବ୍ରହ୍ମପୁର (୨୧/୦୬) : ଧନ୍ଵନ୍ତରୀ ଉପନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଦୁର୍ଗା ବାହିନୀ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପ୍ରଭାତ ଶାଖା ର ଦୈନିକ ଅଭ୍ୟାସ ସ୍ଥାନ ଅର୍ଥାତ୍ ବ୍ରହ୍ମପୁର ବଡ ମେଡିକାଲ କଲେଜ ପଡିଆଠାରେ ବିଶ୍ଵ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।!-->…
ନବରଙ୍ଗପୁର : ମୋବାଇଲ ଟର୍ଚ୍ଚରେ ପରୀକ୍ଷା ଖାତା ମୂଲ୍ୟାୟନ
ନବରଙ୍ଗପୁର : ପିଲାଙ୍କ ଭବିଷ୍ୟତ କୁହାଯାଉଥିବା ବୋର୍ଡ ପରୀକ୍ଷା ଖାତା ଦେଖାଚାଲିଛି ମୋବାଇଲ ଟର୍ଚ୍ଚରେ l ଯାହାକୁ ନେଇ ସଠିକ ମୂଲ୍ୟାଙ୍କନ ହେବ କି ନାହିଁ ତାହା ସନ୍ଦେହ ଘେରକୁ ଟାଣି ହେଉଛି l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ!-->…
ଜିଲ୍ଲାକୋର୍ଟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମୂଳ ଲକ୍ଷ ସମ୍ବନ୍ଧରେ କହିଥିଲେ। କୋର୍ଟ ର ସମସ୍ତ!-->…
ରାଜ୍ୟଗୋଷ୍ଠୀ ହକି ଦଳରେ ଅମିତ ଏକମାତ୍ର ଓଡ଼ିଆ: ମନପ୍ରୀତ ଅଧିନାୟକ, ହର୍ମନପ୍ରୀତ ଉପଅଧିନାୟକ
ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ସୋମବାର ୧୮ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଅଧିନାୟକ ପଦକୁ!-->…
ଅଗ୍ନିପଥ ଯୋଜନାରୁ ପଛକୁ ହଟିବେ ନାହିଁ ସରକାର, ସ୍ପଷ୍ଟ କଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ଉତ୍ତେଜନା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମ୍ନାକୁ ଆସିଛନ୍ତି। ସେ ଅଗ୍ନିପଥ ଯୋଜନାକୁ ସମୟର ଆବଶ୍ୟକତା ବୋଲି ବର୍ଣ୍ଣନା କରିଛନ୍ତି | ଅଗ୍ନିପଥ ଯୋଜନା ସମେତ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଅଜିତ ଡୋଭାଲ ମଧ୍ୟ!-->…
ୟୁକ୍ରେନ ପାଇଁ ନିଜ ନୋବେଲ ପଦକକୁ ନିଲାମ କଲେ ଏହି ସାମ୍ବାଦିକ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନରୁ ବହୁ ସଂଖ୍ୟକ ଲୋକ ସ୍ଥାନାନ୍ତର ହୋଇଛନ୍ତି | ୟୁକ୍ରେନ ଯୁଦ୍ଧରେ ଛୋଟ ଛୋଟ ପିଲାମାନେ ମଧ୍ୟ ବହୁତ ପ୍ରଭାବିତ ହୋଇଛନ୍ତି | ଏହି ସମୟରେ,ଋଷର ଜଣେ ସାମ୍ବାଦିକ ୟୁକ୍ରେନର ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ!-->…
ୟୁକ୍ରେନରେ ଗିରଫ ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ ରୁଷ
ମସ୍କୋ : ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି ରୁଷ । ଏଣୁ ଦୁଇ ଆମେରିକୀୟ!-->…
୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ
ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ!-->…
ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ : ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି!-->…