Sign in
Sign in
Recover your password.
A password will be e-mailed to you.
ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇଦେଲେ, ରୋଗୀ ମୃତ
ଲକ୍ଷ୍ନୌ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇ ଦିଆଗଲା । ଫଳରେ ରୋଗୀର ମୃତ୍ୟୁ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ଦିଆଯିବାର ଥିଲା । ହେଲେ ହସ୍ପିଟାଲ!-->…
କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ରୋପ୍ ୱେ ପାଇଁ କଲେ ଶିଳାନ୍ୟାସ
କେଦାରନାଥ ୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରରେ ସେ ପ୍ରଥମେ କେଦାରନାଥ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବାବା କେଦାରଙ୍କ ପୂଜା ପରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପ୍ ୱେ ଲାଗି ଶିଳାନ୍ୟାସ କରିଛନ୍ତି।ଏହା ପରେ ମୋଦି!-->…
’ଗୀତାରେ ବି ରହିଛି ଜିହାଦ’, ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ
ନୂଆଦିଲ୍ଳୀ୨୧/୧୦: ଜିହାଦକୁ ନେଇ ବିବାଦୀୟ ବୟାନ ଦେଇ ଏବେ ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ। ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜିହାଦକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ବୟାନକୁ ନେଇ ଏବେ ବିଜେପି ଟାର୍ଗେଟରେ କଂଗ୍ରେସ।
!-->!-->!-->…
ଭାରତ ସମେତ କେତେକ ଦେଶରେ ଆସିପାରେ କରୋନାର ଆଉ ଏକ ଲହର: WHO
ଜେନେଭା ୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି ଏବେ ଡରଉଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇ କିଛି ଦେଶରେ ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ କୋଭିଡ ସଂକ୍ରମଣର!-->…
ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’
ଭୁବନେଶ୍ୱର: ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଏଭଳି ସ୍ଥଳେ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ!-->…
ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, କାଲି ବିଜ୍ଞପ୍ତି ଆଜି ରଦ୍ଦ
କଟକ ୨୧/୧୦: ନିର୍ଦ୍ଦେଶନାମା ଜାରି ହେଵାର ଚବିଶ ଘଣ୍ଟା ନପୁରୁଣୁ ବିଜ୍ଞପ୍ତି ରଦ୍ଦ କଲେ ରେଭେନ୍ସା କର୍ତ୍ତୃପକ୍ଷ । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିଵାକୁ ବିଜ୍ଞପ୍ତି ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ଆନ୍ଦୋଳନ!-->…
ସୁନା ଦୋକାନରେ GST ରେଡ୍
ସମ୍ୱଲପୁର ୨୧/୧୦: ସମ୍ବଲପୁର ସହରର ମାରୱାଡିପଡା ଠାରେ ଥିବା ବିଜୁ ଜୁଏଲାରୀ ସପ୍ରେ ଜିଏସଟି ରେଡ । ଏହି ରେଡ଼ରେ ସମ୍ବଲପୁର ସିଟି ଏବଂ ଜିଏସଟି ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । ୧୦ ଜଣିଆ ଟିମ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ!-->…
ରାଜ୍ୟରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର ୨୧/୧୦: ରାଜ୍ୟରୁ ଫେରିଗଲା ମୌସୁମୀ ବାୟୁ । ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ମୌସୁମୀ ବିଦାୟ ନେବ ବୋଲି ଆଞ୍ଚଳିକ ପାଣିପାଗ!-->…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ
ପାଲଲହଡା ୨୧/୧୦: ବାଣ ଭିଡୁଥିବା ବେଳେ ଅଘଟଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଏମିତିକି ଘରର ଛାତ ବି ଉଡିଯାଇଛି । ଏଭଳି ଘଟଣା ଘଟିଛି ପାଲଲହଡା ବ୍ଲକ ଖମାର ଥାନା ଇଞ୍ଜିଡ଼ି ପଂଚାୟତ ସାଆନ୍ଦା ଗ୍ରାମରେ ।
ସକାଳ ୯ଟା ସମୟରେ ନିଜ ଘରେ ବାଣ ଭିଡୁଥିବା!-->!-->!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ
ଭୁବନେଶ୍ୱର ୨୧/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା!-->…