Sign in
Sign in
Recover your password.
A password will be e-mailed to you.
ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସର ଅଧିକାରୀ ଗଣ ଏବଂ!-->…
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,(୨୧/୬) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ବ୍ଲକ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ସ୍ୱାବଲମ୍ବୀ କରିବା ଏବଂ କ୍ଷୁଦ୍ର ବ୍ୟବସାୟୀ ପ୍ରତ୍ସାହନ ରାଶି ବଣ୍ଟନ!-->…
୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇ ଯାଇଥିବା ବେଳେ ଗତକାଲି ଠାରୁ ତମାମ୍ ରାଜ୍ୟରେ ମୌସୁମୀ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ଗତ 24 ଘଣ୍ଟାର ସ୍ୱାଭାବିକ!-->…
ହିଞ୍ଜିଳିକାଟୁରେ ଯୋଗ ଦିବସ ପାଳିତ
ହିଞ୍ଜିଳିକାଟୁ (୨୧।୬) : ପ୍ରତିବର୍ଷ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିଵସ ରୂପରେ ପାଳନ କରାଯାଇଥାଏ । ଏହି ଗୋଟିଏ ଦିନ ଯୋଗର ମାହାତ୍ମ୍ୟ ଏବଂ ଯୋଗର ଉପଯୋଗୀତା ସମ୍ୱନ୍ଧରେ ସଚେତନତା କରାଯାଇଥାଏ । ଯୋଗ ଶରୀରକୁ ଫିଟ ରଖିବା ସହିତ ଶରୀର ସାଥିରେ ଯୋଡି ହୋଇଥିବା ସମସ୍ତ ସମସ୍ୟାର ଉପାୟ ଅଟେ ।!-->…
ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ ୪ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ । ଅଟକ ଥିବା ୪ ଜଣ ହେଲେ ସୁଶୀଲ ରାଉତ, ବିଶ୍ୱଜିତ୍ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଯେଉଁମାନେ!-->…
ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ
ଫୁଲବାଣୀ : ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ l!-->…
ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡ଼ିୱାଇ) ୨୦୨୨ ପାଳିତ
ଭୁବନେଶ୍ୱର(୨୧/୦୬) : ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ ନିମନ୍ତେ ଯୋଗର ଗୁରୁତ୍ୱକୁ ଉପଲବ୍ଧ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମାବର୍ତ୍ତନ କକ୍ଷରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ!-->…
ରାଜ୍ୟରେ ଆଜି ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫ଜଣ!-->…
ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫ୍ରେଣ୍ଡଙ୍କୁ ଜେରା କରିବ ପୋଲିସ
ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କରାଯିବ । ଏହି ଦୁଇ ବୟଫ୍ରେଣ୍ଡକୁ କମିଶନରେଟ ପୋଲିସ ଜେରା କରିବ!-->…
ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ, ରିକ୍ସା ଚାଳକଙ୍କ ନାଁରେ ଲେଖିଥିଲେ ନିଜର କୋଟିଏରୁ ଅଧିକ ସମ୍ପତ୍ତି
କଟକ : ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମୀନତି ବିଜେଡିରେ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀଯୁକ୍ତ!-->…