Sign in
Sign in
Recover your password.
A password will be e-mailed to you.
ଭାରତୀୟ ଦୂତାବାସରେ ଚାଲିଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଆକ୍ରମଣ
ମାଲେ: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ। ଶତାଧିକ ଲୋକ କାର୍ଯ୍ୟକ୍ରମ!-->…
ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ
ମୁମ୍ବାଇ: ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ। କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି। ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି। ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ!-->…
ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ ଠାକରେଙ୍କ ଉପରେ ସବୁ କିଛି ଛାଡ଼ିଲେ ଶରଦ ପାୱାର
ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର ଉପରେ କଳା ବାଦଲ ଘୋଟେଇ ଆସିଛି। ଏକନାଥଙ୍କ ସହ ୨୦ରୁ ଅଧିକ ବିଧାୟକ ଥିବାରୁ ମହା ବିକାଶ ଅଘାଡ଼ି ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏପରି ଏକ!-->…
ସଙ୍କଟରେ ଉଦ୍ଧବ ସରକାର
ମୁମ୍ବାଇ: ବରିଷ୍ଠ ଶିବସେନା ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାରଙ୍କ ସମସ୍ୟା ବଢ଼ିଛି। ଶ୍ରୀ ସିନ୍ଧେ ପ୍ରାୟ ୨୧ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି ଶାସିତ ଗୁଜରାଟର ସୁରତରେ ଥିବା ଗୋଟିଏ ହୋଟେଲରେ ରହିଛନ୍ତି। ଏହାକୁ!-->…
ବିଦ୍ରୋହ ପରେ ମୁହଁ ଖୋଲିଲେ ଏକନାଥ ସିନ୍ଧେ, ପଦରୁ ବିଦା କଲା ଶିବସେନା
ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବସେନା। ଆଜି ଦଳ ପକ୍ଷରୁ ତାଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରାଯାଇଛି। ସେ ରାଜ୍ୟର ପ୍ରାୟ ୨୧ ଜଣ!-->…
ଯଶୱନ୍ତ ସିହ୍ନା ହେଲେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଘନଘନ ବୈଠକ ଓ ମାନସମନ୍ଥନ ପରେ ଶେଷରେ ବିରୋଧୀ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ହୋଇଛନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ!-->…
ମହିଳାଙ୍କୁ ପୁଲିସର ମାଡ଼ ମାରିବା ଘଟଣା : ଏସ.ଡି.ପି.ଓ. ବଦଳି ଦାବି ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଗେଟ ଓ ଗାଡ଼ି…
ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ନିୟୁଜ
ଚିତ୍ରକୋଣ୍ଡା :- ଗତକାଲି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର!-->!-->!-->…
ପୁଣି ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ
କଟକ: ବର୍ଷା -ଅନୁଭବ ବିବାଦ ପ୍ରସଙ୍ଗ ସହିତ ସୋମବାର ଆଉ ଏକ ମାମଲା ଯୋଡ଼ି ହୋଇ ଯାଇଛି। ଅନୁଭବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି ବର୍ଷା ।
ଅନୁଭବ କୋର୍ଟଙ୍କ ନିର୍ଦେଶକୁ ଉଲ୍ଲଂଘନ କରିଛନ୍ତି । ଅଦାଲତି କଟକଣା ସତ୍ୱେ, ଅନୁଭବ ସୋସିଆଲ ମିଡିଆରେ ମତ!-->!-->!-->…
ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ!-->…
ବଜ୍ରପାତରେ ୫ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି
ଚିକିଟି : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ପଣସଖୋଲ ଗ୍ରାମ ନିକଟରେ ବଜ୍ରପାତ ଘଟି ୫ ଟି ଛେଳି ମୃତ୍ୟୁ ଘଟିଥିବା ବେଳେ ଛେଳି ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ ଆଜି ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଅପରାହ୍ନରେ!-->…