କେଜିଏଫ୍‌-୨ ଦେଖି ପୁଳାପୁଳା ସିଗାରେଟ୍ ଟାଣି ହସ୍‌ପିଟାଲରେ ଭର୍ତ୍ତି ହେଲେ ନାବାଳକ

ହାଇଦ୍ରାବାଦ: କମୁନି କେଜିଏଫ୍‌ କ୍ରେଜ୍‌। ଫିଲ୍ମ ରିଲିଜକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଦର୍ଶକଙ୍କୁ କେଜିଏଫ୍‌-୨ ନିଶା ଘାରିଛି। ରକି ଭାଇଙ୍କ ଆକ୍ସନ, ଷ୍ଟାଇଲ୍‌ ଓ ତାଙ୍କ ଡାଏଲଗ୍‌ ସମସ୍ତଙ୍କୁ କରିଛି ମତୁଆଲା। ନିକଟରେ ରକି ଭାଇ ଓରଫ୍‌ ଅଭିନେତା ୟଶ୍‌ଙ୍କ ଜଣେ ୧୫ ବର୍ଷୀୟ

ସିଲିଣ୍ଡର ବିସ୍ଫୋରଣ ପରେ ଭୁଶୁଡ଼ିଲା ବିଲଡିଂ, ୩ ବର୍ଷର ଶିଶୁ ସମେତ ୪ ମୃତ

ଅମରାବତୀ: ଆନ୍ଧ୍ର ପ୍ରଦେଶର ଅନନ୍ତପୁରରେ ଘଟିଛି ବଡ଼ ଅଘଟଣ। ସିଲିଣ୍ଡର ବିସ୍ଫୋରଣ ପରେ ଗୋଟିଏ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମକେ ସବୁଠୁ ଧନୀ, ତୃତୀୟରେ ବିଜେଡି

ନୂଆଦିଲ୍ଲୀ: ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁର କ୍ଷମତାସୀନ ଡିଏମକେ ସବୁଠାରୁ ଅଧିକ ଧନୀ। ୨୦୨୦-୨୧ରେ ଉଭୟ ଆୟ ଓ ବ୍ୟୟରେ ଡିଏମକେ ଦେଶର ବାକି ଆଞ୍ଚଳିକ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ(ଏଡିଆର) ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ

ଭିନ୍ନକ୍ଷମ ପିଲାକୁ ବିମାନ ଯାତ୍ରା ବାରଣ ମହଙ୍ଗା ପଡ଼ିଲା, ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଫାଇନ୍‌  

ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ଜଣେ ପିଲାକୁ ତାଙ୍କ ବାପାମାଙ୍କ ସହ ବିମାନ ଯାତ୍ରା ପାଇଁ ଅନୁମତି ନଦେବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପିଲାଟିର ଆଚରଣ ସ୍ୱଭାବିକ୍‌ ନଥିବାରୁ ପିଲାଟିକୁ ବିମାନ ଯାତ୍ରା ପାଇଁ ଅନୁମତି

ଅନନ୍ତନାଗରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ: ଆକ୍ସନ ମୋଡ୍‌ରେ ଭାରତୀୟ ସେନା। ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ। ସୂଚନା ଅନୁଯାୟୀ , ଶନିବାର

ଦେଶବାସୀଙ୍କ ମୁଣ୍ଡ ନଇଁଲା ଭଳି କିଛି କାମ କରିନି : ମୋଦି

ରାଜକୋଟ: ବିଗତ ୮ ବର୍ଷ ହେବ ଦେଶର ସେବା କରିବାରେ ସେ କୌଣସି ଅବହେଳା କରିନାହାନ୍ତି। ଏହି ୮ ବର୍ଷ ଭିତରେ ସେ ଏମିତି କିଛି କାମ କରିନାହାନ୍ତି ଯେଉଁଥି ପାଇଁ ଦେଶବାସୀଙ୍କୁ ଲାଜରେ ମୁଣ୍ଡ ନଇଁବାକୁ ପଡ଼ିବ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତରେ ଥିବା ମୋଦି ଆଜି

ଜନଆନ୍ଦୋଳନର ସାଲିସ ବିହୀନ ନେତା କମ୍ରେଡ ଶିବରାମଙ୍କ ସ୍ମରଣ ସଭା

ବ୍ରହ୍ମପୁର (୨୮/୦୫) : ଶୋଷିତ, ନିଷ୍ପେସିତ ଶ୍ରମଜୀଵୀ ଜନଗଣଙ୍କ ଆନ୍ଦୋଳନ ର ସାଲିସ ବିହୀନ ନେତା ତଥା ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ପୂର୍ବତନ ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ପଲିଟ୍ ବ୍ୟୁରୋ ସଦସ୍ୟ କମ୍ରେଡ ଶିବରାମ ଙ୍କ ଗତ ତା ୨୮ ମଇ ୨୦୨୧ ରେ କୋଭିଡରେ ଅକାଳ ମୃତ୍ୟୁ ହୋଇ ବାମପନ୍ଥୀ

ସୁନ୍ଦରଗଡ଼ ଜିଲ୍ଲାରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜିତ

ସୁନ୍ଦରଗଡ଼ (୨୮/୦୫) : ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜନ

ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ସଚେତନ ଶିବିର ଅନୁଷ୍ଠିତ।

ଦାରିଙ୍ଗବାଡ଼ି, (୨୮/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାନବାଧିକାର ପରିଷଦ ପକ୍ଷରୁ ଏକ ସଚେତନତା ଶିବିର ହୋଟେଲ୍ ସ୍ନୋକ୍ରିକ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ BHRC ଅଧକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ , ସମ୍ମାନିତ ଅତିଥି ଭାବେ ଜାତୀୟ ସଭାପତି ଜବାହରଲାଲ

ବାଲ୍ୟ ବିବାହ ବନ୍ଦ କରିବା ପାଇଁ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ସଚେତନତା କର୍ମଶାଳା

ଦାରିଙ୍ଗବାଡ଼ି, (୨୮/୫) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମାସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ବାଲ୍ୟ ବିବାହକୁ ବନ୍ଦ କରିବା ଓ ପଞ୍ଚାୟତସ୍ତରୀୟ ଟାକ୍ସ ଫୋର୍ସ କମିଟିକୁ ସୁଦୃଢ଼ କରିବା ପାଇଁ ଏକ