ରାଜ୍ୟରେ ଆଉ ୪୦୧ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ସଂକ୍ରମିତ

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି : କୃଷି ମନ୍ତ୍ରୀ

ଭୁବନେଶ୍ବର ୬ । ୭ : ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି । ତେଣୁ ଆଜି

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଛନ୍ତି ବିଜେଡିର ପ୍ରତିନିଧୀଦଳ ଭେଟିଛନ୍ତି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟକ

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା; ପୁରୁଷ ବନ୍ଧୁ କଲେ ଆତ୍ମହତ୍ୟା

ବହୁଚର୍ଚ୍ଚିତ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଘଟିଛି ଆଉ ଏକ ଅଘଟ। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା

ଖଲ୍ଲିକୋଟ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କୁ ସ୍ୱାଗତ

ଖଲ୍ଲିକୋଟ (୫/୭) : କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ଙ୍କୁ ଖଲ୍ଲିକୋଟ ରେଳ ଷ୍ଟେସନ କୁ ବିଜେପି ନେତା ଓ କର୍ମୀ ମାନଙ୍କ ଉତ୍ସ୍ବସିତ ସମ୍ବର୍ଧନା l ମଙ୍ଗଳବାର ଦିନ କେନ୍ଦ୍ର ରେଳ ଓ ବୟନ ରାଷ୍ଟ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ରେଳ ଯୋଗେ ଭୁବନେଶ୍ୱର ଠାରୁ ଖଲ୍ଲିକୋଟ ରେଳ ଷ୍ଟେସନ ପହଂଚିବା

ଟିପିଏସ୍ଓଡିଏଲ ଦ୍ୱାରା ସାଧାରଣ ସଭା

ବ୍ରହ୍ମପୁର(୦୫/୦୭) : ଆଜି ପୂର୍ବାହ୍ନ ୧୦.୩୦ ଘଣ୍ଟ ସମୟରେ ଶକ୍ତିନଗର ଏକ୍ସଟେନ୍ସନ ଏବଂ ଓଁବିହାର ଅଞ୍ଚଳର ଦୀପକ ରେସିଡେନ୍ସି ଠାରେ ଟି.ପି.ଏସ୍.ଓ.ଡି.ଏଲ. ଦ୍ୱାରା ଏକ ସାଧାରଣ ସଭାର ଅଯୋଜନ ହୋଇଯାଇଛି। ଏଥିରେ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀ,କାର୍ଯ୍ୟନିର୍ବାହୀଯନ୍ତ୍ରୀ,ସହକାରୀଯନ୍ତ୍ରୀ ଓ

ଫିରିଙ୍ଗିଆ କାର୍ଯ୍ୟରତ ସାମ୍ବାଦିକ ତରଫରୁ ଦାବିପତ୍ର

ଫୁଲବାଣୀ : ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକ ଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟ ରେ

ଜିଲ୍ଲାପାଳ ଙ୍କ ଅଚାନକ ସ୍ୱାଭିମାନ ଅଞ୍ଚଳ ଗସ୍ତ

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଭିୟୁ ପଏଣ୍ଟ ଚୟନ ସ୍ୱାଭିମାନ ଅଞ୍ଚଳ ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା ଚିତ୍ରକୋଣ୍ଡା (୦୫/୦୭) : ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଙ୍ଗ ଅଚାନକ ତାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଅଧିକାରୀ ଟିମ ଜିଲ୍ଲା ମୁଖ୍ୟ ଉନ୍ନୟନ

ବେଆଇନ୍ ମଦ ପ୍ରସ୍ତୁତି କାରଖାନା ଠାବ, ଦୁଇ ଗିରଫ

ବ୍ରହ୍ମପୁର : ବ୍ୟାଙ୍କ କଲୋନି ପ୍ରଥମ ଗଳିରେ ଏକ ଭଡ଼ାଘରେ ବେଆଇନ୍ ମଦ ପ୍ରସ୍ତୁତି କାରଖାନା ଚାଲିଥିବା ଖବର ପାଇ ଗତକାଲି ଟାଉନ୍‌ ଥାନା ପୁଲିସ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ

ସଂସ୍କୃତି ଭବନଠାରେ କଳାକାରଙ୍କ ପ୍ରତିପାଦନ ଓ ସାମର୍ଥ୍ୟ ପରୀକ୍ଷା ଆୟୋଜିତ

ମାଲକାନଗିରି : ମାଲକାନଗିରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ସଂସ୍ଥା(ସି.ଟି.ଏମ.ଏସ ) ମାଧ୍ୟମରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗରେ ମାଲକାନଗିରି ଜିଲ୍ଲାର ଅନ୍ ଲାଇନରେ ପଂଜିକୃତ ହୋଇସାରିଥିବା ୧୨ ଗୋଟି ଦଳର(୧୬୩ ଜଣ କଳାକାର)ଆଜି