Sign in
Sign in
Recover your password.
A password will be e-mailed to you.
ରକ୍ତଦାନ ଶିବିର ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ, ୬/୭: ଆସନ୍ତା ୧୧ ତାରିଖ ସୋମବାର ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ କରୋନା ଯୋଦ୍ଧା ତଥା ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ତୀରୋଧାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। । ଏହି ଅବସରରେ ଵୁଧବାର!-->…
୭୨% ମାର୍କ ରଖି ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୭୨ ଶତକଡା ମାର୍କ ରଖି ମାଟ୍ରିକ୍ ପାସ୍ କଲେ । ବିଧାୟକ କହଁର ୫୦୦ ମାର୍କରୁ ୩୬୪ ମାର୍କ ରଖି ବି-୧ ଗ୍ରେଡ଼ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଯାହାକି ମୋଟ ମାର୍କର ୭୨ ପ୍ରତିଶତ । ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍!-->…
ବାଲ୍ୟବିବାହ ରୋକିବାକୁ ସରପଞ୍ଚ ମାନଙ୍କ ଶପଥ
ଦାରିଙ୍ଗବାଡ଼ି ୬/୭ , କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ବାଲ୍ୟବିବାହ ରୋକିବା ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ଏଡିକୋ ସହାୟତା ରେ ଅଞ୍ଚଳର ଆଠଗୋଟି!-->…
ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ପାଳନ
ଦାରିଙ୍ଗବାଡ଼ି ୬/୭, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ତରଫରୁ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବନପାଳ!-->…
ମହାମହିମ ରାଜ୍ୟପାଳଙ୍କ ଦ୍ୱାରା କବିତା “ଶେଷ ପୃଷ୍ଠା” ଉନ୍ମୋଚିତ
ଫୁଲବାଣୀ:- ଆଜି ଓଡ଼ିଶା ରାଜଭବନରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ରାଧା ମୋହନ ମହାପାତ୍ରଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚିତ କରିଛନ୍ତି ।ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରୀ, ଦକ୍ଷ ସଙ୍ଗଠକ ଓ କନ୍ଧମାଳ!-->!-->!-->…
୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁମନ୍ଦିର ର ଶତପ୍ରତିଶତ ସଫଳତା : ଶତକଡା ୯୯.୬୭ ନମ୍ବର ରଖି…
ସାଶ୍ୱତ ସାହୁ ଏବଂ ଶିବରାମ ପାତ୍ର
ବ୍ରହ୍ମପୁର - ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୪୯ ସଫଳତା ହାସଲ!-->!-->!-->!-->!-->!-->!-->…
ମାଟ୍ରିକ ପରୀକ୍ଷାରେ ୩ ସ୍କୁଲରେ ଫଳ ଶୂନ, ୧୧ରୁ ରି-ଚେକିଂ ପାଇଁ ଆବେଦନ
ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୩ଟି ସ୍କୁଲରେ ଫଳ ଶୂନ ହୋଇଛି । ରେଜଲ୍ଟ ଘୋଷଣା ସମୟରେ ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତାଲିକାରେ ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରହିଛି । ୮୯୨୫ ହାଇସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ଏହି ୩ ସ୍କୁଲରେ ଫଳ ଶୂନ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲୋମ୍ବିଆ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା । 'ଲେସନ୍ ଫ୍ରମ ନବୀନ ବାବୁ' ପ୍ରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ନବୀନ!-->…
ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ
ପୁରୀ : ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ହୋଇଛି । ଜୁଲାଇ ୮ ସନ୍ଧ୍ୟା ଦର୍ଶନ ଦିନ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରି ବାହୁଡା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି ।!-->…
ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ ଶୀର୍ଷକୋର୍ଟ ସ୍ପଷ୍ଟ କରିଛି ଯେ କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଜୟ ବାବୁ କେରଳ ରାଜ୍ୟ ଛାଡିବେ ନାହିଁ। ତାଙ୍କୁ ଏ!-->…