ଗ୍ରାହକଙ୍କ ପାଇଁ ଖୁସିର ଖବର, କମିଲା ସୁନା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର ।  କମିଲା ସୁନା ଦର। ଜାତୀୟ ରାଜଧାନୀ ରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପିଛା ୪୩୬ ଟଙ୍କା ହ୍ରାସ ପାଇ ୫୦, ୫୫୧ଟଙ୍କାରେ ପହଞ୍ଚିଛି।  HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୫୦,୯୮୭ ଟଙ୍କା ଥିଲା।

ଦୌଡ଼ରାଣୀ ପିଟି ଉଷା ଓ ସଂଗୀତଜ୍ଞ ଇଲିୟା ରାଜା ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ତାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା

ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ’

ନୂଆଦିଲ୍ଲୀ: ପୁଣି ଉପରମୁହାଁ ହେଲାଣି ଭୂତାଣୁ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା। ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି। ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ସବ୍‌ ଭାରିଏଣ୍ଟ BA.2.75 ଚିହ୍ନଟ ହୋଇଥିବା ନେଇ ବିଶ୍ୱ

ବିବାହ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

ଚଣ୍ଡିଗଡ: ମୁଣ୍ଡରେ ହଳଦିଆ ପଗଡି, ହାତରେ ପାରମ୍ପରିକ ଖଣ୍ଡା। ସେରୱାନି ପିନ୍ଧି ବର ବେଶରେ ନଜର ଆସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେପଟେ ନାଲି ଲେହେଙ୍ଗା ପିନ୍ଧି କନିଆଁ ବେଶରେ ସେଜଇ ହୋଇଛନ୍ତି ଡାକ୍ତର ଗୁରପ୍ରୀତ କୌର। ଗୁରୁଦ୍ୱାରାରେ ଗୁରପ୍ରୀତଙ୍କ ସହ ବିବାହ କରିଛନ୍ତି ୪୮ ବର୍ଷୀୟ

ଆସିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ଫର୍ମୁଲା: ବିଜେପିର ୨୫, ସିନ୍ଦେ ଗୋଷ୍ଠୀର ୧୩ !

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ସହ ମନ୍ତ୍ରିମଣ୍ଡଳକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ବିଶେଷ କରି ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ କେଉଁ ଦଳର କେତେ ଆଉ କିଏ ମନ୍ତ୍ରୀ ହେବ ତାକୁ ନେଇ ଚାଲିଥିଲା ଅଙ୍କକଷା। କିଛି ଦିନ ତଳେ ବିଜେପିର ରାହୁଲ

ଟିଏମ୍‌ସିର ଜଣେ ନେତା ଓ ୨ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା: ଟିଏମ୍‌ସିର ଜଣେ ନେତା ଓ ଦୁଇ ଜଣ କର୍ମଙ୍କୁ ହତ୍ୟା କରାଯାଇଛି। କୋଲକାତା ଠାରୁ ୫୦ କିଲୋମିଟର ଦୂର କ୍ୟାନିଂର ଜନଗହଳି ଭିତରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ନେତା ଜଣକ ଗୋପାଳପୁର ପଞ୍ଚାୟତ ସଭ୍ୟ ସ୍ୱପ୍ନ ମାଝି। ସେ ସକାଳ ପ୍ରାୟ ୯ଟା ବେଳେ ଏକ ବୈଠକରେ ଯୋଗ

‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ମମତା

କୋଲକାତା: ପ୍ରାମାଣିକ ଫିଲ୍ମ ‘କାଳୀ’ର ବିବାଦୀୟ ପୋଷ୍ଟରକୁ ନେଇ ଝଡ଼ ଥମୁନଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।୪୧ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ନିଜ କଞ୍ଜରଭେଟିଭ ଦଳ ପକ୍ଷରୁ ହିଁ ଘେରି ଯାଇଥିଲେ।

୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ, ଏ. ଅଭିନାଶ ବ୍ଳକ ଟପ୍ପର

ହିଞ୍ଜିଳିକାଟୁ ବ୍ଳକରେ ପାସ ହାର ୯୯ % ଏ-୧ରେ ୪୬ ପରିକ୍ଷାର୍ଥୀହିଞ୍ଜିିଳିକାଟୁ (୬/୭) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୦% ରହିଥିବା ବେଳେ ହିଞ୍ଜିିଳିକାଟୁ ବ୍ଳକରେ ପାସ

ଦୁଷ୍କର୍ମ ମାମଲା : ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପୋଇଗୁଡ଼ା ଗ୍ରାମ ରେ ଜୈନକ ମହିଳାଙ୍କୁ ଉକ୍ତ ଗ୍ରାମର ଜହନ ମୁଠା ମାଝୀ ଦୁଷ୍କର୍ମ କରିବା ସହ ଘରର ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରି ଚୋରୀ କରିଥିବା ନେଇ ବ୍ରାହ୍ମଣୀ ଗାଁ