ଚଳିତ ବର୍ଷ ୫ କୋଟି ଟଙ୍କାର ଚାରା ସୁଲଭ ମୂଲ୍ୟରେ ଯୋଗାଇ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଯୋଗ ଦେଇ ନିଜର ଶୁଭେଚ୍ଛା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ:-ବହୁ ଚର୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା ଘଟଣାରେ ରୁଚିକାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଦାବିରେ ଆଜି କନ୍ଧମାଳ ଜିଲ୍ଲା ଏବିଭିପି ତରଫରୁ ଟିକାବାଲି କଲେଜ ଏବଂ ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ

ଫୁଲବାଣୀ ବନଖଣ୍ଡ ସୌଜନ୍ୟରେ ୭୩ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ସପ୍ତାହ-୨୦୨୨ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ । ଅଂଶ ଶିକ୍ଷା ପ୍ରଣୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାରମ୍ଭିକ ସଂଭାଷଣ ଅର୍ପଣ କରିଥିଲେ। ସେହିପରି ଛାତ୍ରୀ ଅନ୍ଵେଷା ମହାପାତ୍ର ବନୀକରଣର

ସ୍ତ୍ରୀର ବେକ କାଟିଲା ସ୍ୱାମୀ

ଫୁଲବାଣୀ :-କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସ୍ତ୍ରୀର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀ l ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ

ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ : ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଗୋୖରବ

ଭୁବନେଶ୍ୱର : ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ ମିଶ୍ରଙ୍କର ଆଜି ୯୦ତମ ଜନ୍ମବାର୍ଷିକୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଯାଇଛି । ସେ ଏକାଧାରରେ ଜଣେ ଗାଳ୍ପିକ, ନାଟ୍ୟକାର, ପ୍ରବନ୍ଧକ, ଔପନ୍ୟାସିକ ଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ସେ ମୋଟ ୩୫ଟି ପୁସ୍ତକ ଭେଟି

କୁଡୁମୁଲୁଗୁମ୍ମା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସମ୍ମାନିତ

ମାଲକାନଗିରି (୦୭/୦୭) : ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବକୁ ସମ୍ଭବ କରିହୁଏ ;ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ୨୦୨୨ ର ମାଟ୍ରିକ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ

ୱେଷ୍ଟଇଣ୍ଡିଜ୍ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ: ଧାୱନ ଅଧିନାୟକ, ଜାଦେଜା ଉପଅଧିନାୟକ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ବୁଧବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବାମହାତୀ ଓପ୍‌ନର ଶିଖର ଧାୱନଙ୍କୁ ଦ୍ବିତୀୟ ଥର ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଉପଅଧିନାୟକ ପଦ ପାଇଛନ୍ତି।

ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଳ ଲୋଚନ ମିଶ୍ରଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ପ୍ରଦୀପ କୁମାର ସାହୁ,

ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି !

ନୂଆଦିଲ୍ଲୀ: ବୋରିସ୍ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି। ହେଲେ ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ବିଷୟରେ ଏବେ ଆଲୋଚନା ଆରମ୍ଭ ହୋଇଛି। ଏ ମଧ୍ୟ‌ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର

ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ଅଛନ୍ତି; ଶିବସେନା ସାଂସଦ

ମୁମ୍ବାଇ: ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ହୋଇ ଅଛନ୍ତି। ଏପରିକି ଏହାର ଅଧିକାଂଶ ବିଧାୟକ ବିଦ୍ରୋହ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ ବି ଏହା