ଯୁବକଙ୍କୁ ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!

ଭୁବନେଶ୍ବର: ବାଲିପାଟଣା ଥାନା ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଛି ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତ ଯୁବକ ହେଲେ ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓଝା (୨୧ )। ଘଟଣାସ୍ଥଳରେ ବାଲିପାଟଣା ଓ ବାଲିଅନ୍ତା ପୁଲିସ ତଦନ୍ତ ଜାରି

ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ତୀ ଦ୍ରୋପଦୀ ମୁର୍ମୁ । ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ସକାଳ ୧୦ଟା ବେଳେ ଦ୍ରୌପଦୀ ବିଧାନସଭାକୁ ଆସିବେ । ବିଧାନସଭାର ୫୪

ଜାତୀୟ କୃମି ନାଶକ ଦିବସର ସଫଳ ରୂପାୟନ ସକାଶେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ

ଛତ୍ରପୁର (୦୭/୦୭) : ଆସନ୍ତା ଅଗଷ୍ଟ ମାସ ୧୨ ତାରିଖ ଦିନ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ । ଏହି ଦିବସରେ ପ୍ରଥମ ବର୍ଷଠାରୁ ଆରମ୍ଭ କରି ୧୯ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକା ମାନଙ୍କୁ କୃମି ନାଶକ ତରଳ ଔଷଧ ଏବଂ ବଟିକା ଖୁଆଇ ଦିଆଯିବ । ଏହି କାର୍ଯ୍ୟର ସୁପରିଚାଳନା ଦିଗରେ

୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି 

ନୂଆପଡ଼ା: ନୂଆପଡ଼ାରେ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି । ବଲାଙ୍ଗୀର ଜିଲ୍ଲା ଭରୁଆକାନୀ ଜଙ୍ଗଲ ନିକଟରୁ ସିଏମଏସ ଭ୍ୟାନ ଉଦ୍ଧାର କରିଛି ପୋଲିସ। ଏହି ମାମଲାରେ ଖଡିଆଳ ପୋଲିସ ଜଣେ ସିକ୍ୟୁରିଟି ଗାର୍ଡ ସମେତ ସିଏମଏସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ

ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଲାପଟପ, ମୋବାଇଲ ଓ କେମେରା ଚୋରି ଅଭିଯୋଗରେ ଟାଉନଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ତୋଟାପଲ୍ଲୀ ସାହି ର ହାଡୁ ଦାସ ଏବଂ ବାବାଜୀ ତୋଟା ସାହି ର ଜଗନ୍ନାଥ ବେହେରା l ଆଙ୍କୁଲି ନିଗମ ନଗର

ରାଜ୍ୟର ଆଉ ୪୨୮ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୧ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭୭ଜଣ ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୬ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ

ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଓଡ଼ିଆ ଝିଅଙ୍କୁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଗର୍ବିତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

ଅନୁଗୁଳ: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଅନୁଗୁଳ କୁଇଓ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଅନନ୍ତବେରିଣୀ ଗାଁର ସଚିନ ନାୟକ। ସୂଚନାନୁଯାୟୀ, ଗୁରୁତର ୨

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର: ପୁଣି ବିଜେବି କଲେଜରୁ ଆସିଲା ରାଗିଂ ଅଭିଯୋଗ । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି । କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର

ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ଅଭିନେତ୍ରୀ ରାଣୀ ପଣ୍ଡା

ପୁଣି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜଲଓ୍ଵା । ତେବେ ରାଣୀ ଆସିବେ ନୂଆ ରୂପରେ । ହଟ୍‌ ପ୍ୟାଣ୍ଟ କି ଜିନସ୍‌ରେ ନୁହେଁ ଖାଣ୍ଟି ଓଡିଆଣୀ ବେଶରେ ଦର୍ଶକଙ୍କ ଆଗକୁ ଆସିବେ । ପୁଣି ଖୋଦ ନିଜ ଆତ୍ମଜୀବନୀକୁ ନେଇ ନାଟକରେ ଅଭିନୟ କରିବେ । ନିଜ ଚରିତ୍ରରେ ଅଭିନୟ