ମରଣ ଯନ୍ତା ପାଲଟିଛି ଭୀମାଗୁଡ଼ି ଠାରୁ କୋଲସିଗୁଡ଼ି ରାସ୍ତା : ପ୍ରଶାସନର ଦୃଷ୍ଟି ପଡିବ କେବେ…?

ଉମରକୋଟ : , ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ଓ ଛତିଶଗଡ଼ ସୀମାନ୍ତ ହେଉ ଥିବାରୁ ଏଠାରେ ସବୁ ସରକାରୀ କାମ ଧର୍ମକୁ ଆଖିଠାର ନୀତିରେ ମନ ମୁଖି ହେବା ଦେଖିବାକୁ ମିଳେ, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦୁର୍ନୀତି ର ଗନ୍ତାଘର କହିଲେ କିଛି ବି ଭୁଲ ହେବ ନାହିଁ ସରକାରୀ

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ହିଂଜିଳି ଗସ୍ତ : ଡ଼ାକବଙ୍ଗଳାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ…

ହିଂଜିଳିକାଟୁ : କେନ୍ଦ୍ର ରେଲ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ଆସିକା ସଂସଦୀୟ କ୍ଷେତ୍ରକୁ ଗସ୍ତ ଓ ବୁଧବାର ସଂଧ୍ୟାରେ ହିଂଜିଳିକାଟୁ ଗସ୍ତ ବେଳେ ଜାଣିଶୁଣି ପ୍ରଶାସନିକ ସ୍ତରରେ ଅସହଯୋଗ କରାଯିବା ନେଇ ଭାଜପା ନେତା ଗୁରୁତର ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ

ଗୁଣ୍ଡିଚା ଯାତ୍ରା ଉତ୍ସବରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ କୃଷ୍ଣ ବଳରାମ ବେଶ…

ଫୁଲବାଣୀ:-ଫୁଲବାଣୀ ସ୍ଥିତ ଦଧିବାମାନ ମନ୍ଦିରରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର କୃଷ୍ଣ ବଳରାମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏଇ ବେଷକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା।

ଛେଣ୍ଡ୍ କଲୋନୀର ଏଲସିଆର ବ୍ଲକରେ ନୁତନ ନାଳ ପ୍ରକଳ୍ପର ଶୁଭାରମ୍ଭ କଲେ ସୁନ୍ଦରଗଡ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ…

ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ଏଲସିଆର ବ୍ଲକରେ ନାଳ କାର୍ଜ୍ୟର ଶୁଭାରମ୍ଭ ସୁନ୍ଦରଗଡ ଯୋଜନାବୋର୍ଡ ଅଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ଦ୍ଵାରା କରାଯାଇଅଛି । ଛେଣ୍ଡ କଲୋନୀ ଏଲସିଆର ୨୩୯ ସମୁଖରେ ହୋଇଥିବା

ଉପ-ବାଚସ୍ପତି ଓ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଗସ୍ତରେ ଉପ-ବାଚସ୍ପତି ରଜନୀକାନ୍ତ ସିଂ, ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲିକ, ପଞ୍ଚାୟତରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଆମାତ ଙ୍କ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ

ରାଜ୍ୟ କଂଗ୍ରେସର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡ ଟିମର ଆର ଏ ସି ୧୩ ନମ୍ବର ଗ୍ରାମକୁ ଗ୍ରସ୍ତ…

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆର ଏ ସି-୧୩ ଗ୍ରାମରେ ପହଂଚି ଥିଲେ କଂଗ୍ରେସ ପ୍ରଦେଶ କମିଟିର ୪ଜଣିଆ ଅନୁସନ୍ଧାନ କମିଟି ସଦସ୍ୟ ପହଁଚି ଥିଲେ । ଏହି ବର୍ଷ ଜୁନ ୭ ତାରିଖର ରାତିରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱରେ ରାତିରେ ୧ଘଂଟା ସମୟ ଆର ଏ

ରାଶନ କାର୍ଡ କରିବା ପାଇଁ ୨୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର…

ମାଲକାନଗିରି : ମାଲକାନଗିରି ପୌର ପରିଷଦରେ ରାଶନ କାର୍ଡ କରିବା ପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେଟର ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ । ପୂର୍ବରୁ ଜୟପୁର ପୌର ପରିଷଦରେ ଜନ୍ମ ପ୍ରମାଣ ପତ୍ର କରିବା ପାଇଁ ଜଣେ କର୍ମଚାରୀ ୩୫୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ

ରାଜ୍ୟସ୍ତରରେ ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହେଲା ଝୁରିମାଲ ବନ ସୁରକ୍ଷା ସମିତି

ସୁନ୍ଦରଗଡ଼ (୦୭/୦୭) : ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରଙ୍କ ଜୀବିକାର ମାନରେ ଉନ୍ନତି ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ଝୁରିମାଲ ବନ ସୁରକ୍ଷା

ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ରାଗିଂ ନିରୋଧ ବୈଠକ ଅନୁଷ୍ଠିତ

ମାଲକାନଗିରି : ଆଜି ଅପରାହ୍ନ ସମୟ ୩.୦୦ ଘଟିକାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ରାଗିଂଗ ନିରୋଧ ବୈଠକ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଟାନର ଅଧ୍ୟୟନ କରୁଥିବା ଛାତ୍ର

ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ହିଞ୍ଜିଳିକାଟୁ(୭।୭) : ଗୁରୂବାର ଦିନ ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟ ଜ୍ୟୋତି ପରିଡ଼ା ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକ ନିର୍ମାଣଧିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଜିଲ୍ଲାର ସମସ୍ତ ବ୍ଲକ ବିଡିଓ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ,