Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଜି ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା!-->…
ସୀତାପୁର ମାମଲାରେ ‘ଅଲ୍ଟ୍ ନିଉଜ୍’ର ସହ-ସଂସ୍ଥାପକ ମହମ୍ମଦ୍ ଜୁବୈର୍ଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍ରେ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ରୁଜୁ କରିଥିବା ସୀତାପୁର ମାମଲାରେ ଆଜି ‘ଅଲ୍ଟ୍ ନିଉଜ୍’ର ସହ-ସଂସ୍ଥାପକ ମହମ୍ମଦ୍ ଜୁବୈର୍ଙ୍କୁ ସୁପ୍ରିମ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କିନ୍ତୁ, ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ପ୍ରଥମେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ!-->…
ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୫ ମୃତ, ଅନେକ ନିଖୋଜ
ନୂଆଦିଲ୍ଲୀ: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହୁରି ଅନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।୪୩ ଦିନିଆ ବାର୍ଷିକ ଅମରନାଥ!-->…
ଉଦ୍ଧବଙ୍କ ଖୋଲା ଚାଲେଞ୍ଜ: ଶିବସେନାର ଧନୁ ଓ ତୀର ଚିହ୍ନକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବ ଠାକରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଏବଂ ତୀରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ନ୍ୟାୟପାଳିକା ଉପରେ ମୋର!-->…
‘ଜି ନିଉଜ୍’ ଆଙ୍କର୍ ରୋହିତରଞ୍ଜନଙ୍କୁ ରାଜସ୍ଥାନ, ଛତିଶଗଡ଼ ପୁଲିସ ଗିରଫ କରିପାରିବ ନାହିଁ: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ପୁଲିସ ରୁଜୁ କରିଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ବିବୃତ ଭିଡିଓ ପ୍ରସାରଣ ମାମଲାରେ ‘ଜି ନିଉଜ୍’ର ଉପସ୍ଥାପକ ରୋହିତରଞ୍ଜନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ!-->…
ଥମୁନି ମହାରାଷ୍ଟ୍ର ନେତାଙ୍କ ବିଦ୍ରୋହ: ଶିବସେନା ପରେ ଏବେ ବିଦ୍ରୋହୀ ହେଲେଣି କଂଗ୍ରେସ ବିଧାୟକ
ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ କନ୍ଦଳ ଥମିବାର ନାମ ନେଉନାହିଁ | ଶିବସେନାରେ ବିଦ୍ରୋହ ପରେ ବର୍ତ୍ତମାନ କଂଗ୍ରେସରେ ବିଦ୍ରୋହ ସାମ୍ନାକୁ ଆସିବାରେ ଲାଗିଛି | କଂଗ୍ରେସର କିଛି ବିଧାୟକ ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ପଛରେ ପକାଇ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ସାମ୍ନାକୁ!-->…
ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆଇଏଏସ ଅଫିସର ନିଲମ୍ବିତ
ରାଞ୍ଚି: ମହଙ୍ଗା ପଡ଼ିଲା ଯୌନ ନିର୍ଯାତନା। ଜଣେ ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଆଇଏଏସ ଅଫିସରଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଅଫିସର ଜଣକ ହେଉଛନ୍ତି ସଇଦ୍ ରିଆଜ ଅହହମ୍ମଦ। ଖାଲି ସେତିକି ନୁହଁ ସଇଦ୍ ରିଆଜଙ୍କୁ ପୁଲିସ ଗିରଫ!-->…
ବିଜେପି କଣ ହିନ୍ଦୁ ଧର୍ମର ଠିକା ନେଇଛି : ମହୁଆ ମୋଇତ୍ରା
କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ଥମୁନି। ଏହି ପ୍ରସଙ୍ଗରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଦେଇଥିବା ବୟାନ ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି। ଫଳରେ ମହୁଆଙ୍କୁ ଘେରିଛି ବିଜେପି। ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ହିନ୍ଦୁ!-->…
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ହୋଇଥିଲା। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ!-->…
ପ୍ରଶାସନ ର ଆଢୁଆଳ ରେ ଲୋଚାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ପିଲାଙ୍କ ଜୀବନ ପ୍ରତି ରହିଛି ବିପଦ..!
ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ପଂଚାୟତର ଏକ ମାତ୍ର ସ୍କୁଲ ଯାହାକି ବଡ ସ୍କୁଲ ନାମରେ ପରିଚିତ ଏହି ସ୍କୁଲ କେବଳ ନାମରେ ହିଁ ବଡ଼ , ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ଯାହାକି ମୋଟ ଛାତ୍ର ଛାତ୍ରୀ ଚାରୀ ଶହ ପଚାଶ ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ପାଠ!-->!-->!-->…