ଚିକିଟି : ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି : ଚିକିଟି ସ୍ଥିତ ଏନଏସି ମାର୍କେଟ ଠାରେ ଆବହମାନ କାଳରୁ ଚାଲି ଆସିଥିବା ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ଆଜି ପ୍ରାତଃରୁ ମନ୍ଦିରର ପୂଜକମାନେ ମାଙ୍କୁ କ୍ଷୀର, ଦହି, ମହୁ, ଘିଅ, ନବାତଓ ଫଳରସ ଇତ୍ୟାଦି ରେ ମହାସ୍ନାନ କରି ସିନ୍ଦୁରରେ ମାର୍ଜନା କରାଯାଇ ବିଭିନ୍ନ ପୁଷ୍ପ

ୟୁପି ବିଧାନସଭାରେ ଗୃହ କାର୍ଯ୍ୟ ବେଳେ ମୋବାଇଲ ମନା; ଗୃହରେ ମୋବାଇଲ୍‌ ଫୋନ୍‌ ବାଜିଲେ ହେବ ଜବତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପାଇଁ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି ବାଚସ୍ପତି ସତୀଶ ମହାନା। ନୂତନ ନିୟମ ଅନୁସାରେ ଏଣିକି ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ଭିତରେ ମୋବାଇଲ ମନା। ଏଥିସହ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଶୁକ୍ରବାର ଗୃହର ସଦସ୍ୟମାନଙ୍କୁ ଚେତାବନୀ

ନିସର୍ତ୍ତ ଖବର ପ୍ରସାରଣର ମହାପ୍ରଭାବ : ଛାତ୍ରବାସରେ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିଦ୍ୟାଳୟର ଦାୟିତ୍ବହୀନତା ପାଈଁ ଦୁଇ…

ମାଲକାନଗିରି //ଖଇରପୁଟ (୨୭/୦୫) : ଖଇରପୁଟ ବ୍ଲକ ଅନ୍ତର୍ଗତ ଗତ ୧୫ ମେ ୨୦୨୨ ରେ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ହୋଇଥିବା ଛାତ୍ରମୃତ୍ୟୁ ଘଟଣାରେ ଗୋଟିଏ ପାଦ ଆଗକୁ ଯାଇଛି ଜିଲ୍ଲା ପ୍ରଶାସନ ମାଲକାନଗିରି। ଉକ୍ତ ଘଟଣାକୁ ନେଇ ୧୬ ମେ ୨୦୨୨ ରେ ଏକ ପ୍ରାଥମିକ ତଦନ୍ତ

ଦାରିଙ୍ଗବାଡ଼ି ବ୍ଲକ ମହକୁମାର ବିଭିନ୍ନ ସମସ୍ୟା ନେଇ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି (୨୭/୫) : ଦାରିଙ୍ଗବାଡ଼ି ବ୍ଲକ ଆଚଂଳିକ ମିଳିତ ମହାସଂଘ, ଜନ ପ୍ରତିନିଧି, ଜୀବିକା ସୁରକ୍ଷା ମଞ୍ଚ, ଦାରିଙ୍ଗବାଡ଼ି ଦଳିତ ସମାଜ, ଆଞ୍ଚଳିକ ନାରୀ ମହାସଂଘ ଓ ଲୋକ ସଂଗଠନ ମିଳିତରେ ବିଭିନ୍ନ ଉଦ୍ଦେଶ୍ୟ କୁ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର

ପୁଅର କାଠ ଫାଳୀଆ ମାଡ଼ରେ ମା’ ମୃତ

ଫୁଲବାଣୀ : ପୁଅର କାଠ ଫାଳିଆ ମାଡ଼ରେ ମାର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ l ଯାହା ସୂଚନା ରହିଚି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର ଝିଅ କଳ୍ପନା କହଁର ରହି

ସ୍ଵଳ୍ପ ଦେୟରେ ନାଟକ ପାଇଁ ଟାଉନ୍ ହଲ୍ ଯୋଗାଇଦେବା ସପକ୍ଷରେ ମେୟର

ବ୍ରହ୍ମପୁର (୨୭/୦୫) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସାଂସ୍କୃତିକ ପ୍ରତିଷ୍ଠାନକୁ ନେଇ ଗଠିତ "ମିଳିତ କଳାକାର ମଞ୍ଚ " ପକ୍ଷରୁ ନାଟକ ପରିବେଷଣ ନିମନ୍ତେ ସ୍ୱଳ୍ପ ଦେୟରେ ଟାଉନ୍ ହଲ୍ ଯୋଗାଇଦେବା ଓ ନାଟକ ଅଭ୍ୟାସ ନିମନ୍ତେ ସ୍ଥାନାଭାବ ସମ୍ପର୍କରେ ବ୍ରହ୍ମପୁର ମେୟର୍ ଶ୍ରୀମତୀ

ଆଠ ଶହ ଜାଗାରେ ମିଳିଲା ଛଅ ଶହ ଭତ୍ତା, ଆଉ ଦୁଇଶହ ପାଇଁ ଖର୍ଚ୍ଚ ପାଞ୍ଚ ଶହ

ଢେଙ୍କାନାଳ : ବୃଦ୍ଧ ଓ ବିକଳାଙ୍ଗ ମାନଙ୍କର ରୋଜଗାର ନାହିଁ ବୋଲି ,ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରେ ଭତା ହେଉଛି ଗୋଟିଏ । ଏହି ଭତା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଣ୍ଟନ କରୁଥିଲେ। ଏବେ ଏହା ବ୍ୟାଙ୍କ ଖାତାକୁ

ନନ୍ଦନକାନନରେ ତିନି ମହଲା ବିଶିଷ୍ଠ କାର ପାର୍କିଂ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ

ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା

ଭୁବନେଶ୍ବର: ୨୦୨୧ ଧର୍ମପଦ ପୁରସ୍କାର ପାଇବେ ଲଲାଟ ମୋହନ ପଟ୍ଟନାୟକ । ଚିତ୍ରକଳା, ସ୍ଥାପତ୍ୟ କଳା ପାଇଁ ପାଇବେ ପୁରସ୍କାର ପାଇବେ ଲଲାଟ ମୋହନ । ଧର୍ମପଦ ପୁରସ୍କାର ପାଇଁ ୫ଲକ୍ଷ ଟଙ୍କା ପାଇବେ ଲଲାଟ ମୋହନ । ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ହେବେ ସମ୍ବର୍ଦ୍ଧିତ । ୫ଚିତ୍ରଶିଳ୍ପୀ ହେଲେ

ଅନୁଭବ-ବର୍ଷା ପାରିବାରିକ ବିବାଦ: ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ

କଟକ: ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ସୋସିଆଲ ମିଡ଼ିଆକୁ ଆସିପାରିବେ ନାହିଁ ବର୍ଷା ଓ ଅନୁଭବ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ