ସାମ୍ବାଦିକ ମହାଦେଵ ସାହୁଙ୍କ ପୁତ୍ର ଶଶାଙ୍କଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ

ଫୁଲବାଣୀ : ଆଜି ମଙ୍ଗଳବାର ଟ୍ରାକ୍ଟର ଦୂର୍ଘଟଣାରେ ଫୁଲବାଣୀର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଅକାଳ ମୃତ୍ଯୁ ଘଟିଛି l ଶଶାଙ୍କ ଖଜୁରୀପଡା ବ୍ଲକର ଖଲି ବେରଣା ସ୍ଥିତ ନିଜ ଫାର୍ମ ରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି

ମୋ ପାଇଁ କାଳୀ ମଦ, ମାଂସ ଖାଉଥିବା ଦେବୀଟିଏ: ଟିଏମ୍‌ସି ସାଂସଦ ମହୁଆ ମୈତ୍ର

ମୁମ୍ବାଇ: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍‌ରରେ ମାଆ କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ସାଂସଦ କହିଛନ୍ତି କି, ‘ମୋ ପାଇଁ କାଳୀ

ବିଜୟ ଆଶା ଛଡ଼ାଇ ନେଲା ଇଂଲଣ୍ଡ, ସିରିଜ୍‌ ୨-୨ରେ ଡ୍ର

ବର୍ମିଂହାମ: ଭାରତ ଠାରୁ ବିଜୟ ଆଶା ଛଡ଼ାଇ ନେଇଛି ଇଂଲଣ୍ଡ ଟିମ୍। ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟକୁ ଆଜି ୭ ୱିକେଟକୁ ଜିତି ନେଇଛି ଇଂଲଣ୍ଡ ଟିମ୍। ପ୍ରଥମ ପାଳିରେ ଭଲ ଖେଳ ଦେଖାଇଥିଲେ ହେଁ ଦ୍ୱିତୀୟ ପାଳିରେ ନୈରାସ୍ୟଜନକ ଖେଳ ପ୍ରଦର୍ଶନ କରିବା ଭାରତୀୟ କ୍ରିକେଟ ଟିମ୍

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପହଲଗାମ ଏବଂ ବାଲଟାଲ ତରଫରୁ ପବିତ୍ର ଗୁମ୍ଫା ଅଭିମୁଖେ ଆଗକୁ ବଢ଼ୁଥିବା ଯାତ୍ରୀଙ୍କ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ବର୍ଷା ଏବଂ ପ୍ରତିକୂଳ ପାଗ

ସମାଜବାଦୀ ପାର୍ଟିକୁ କାହାର ପରାମର୍ଶ ଆବଶ୍ୟକ ନାହିଁ: ଅଖିଳେଶ

ଲଖନଉ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସୁଭାସପା ନେତା ଓମ ପ୍ରକାଶ ରାଜଭରଙ୍କୁ କଡା ଟାର୍ଗେଟ କରିଛନ୍ତି | ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଓପି ରାଜଭର ଅଖିଳେଶଙ୍କୁ ପରାମର୍ଶ ଦେଉଥିଲେ। ଅତୀତରେ, ଲୋକସଭା ଉପ-ନିର୍ବାଚନରେ ​​ପରାଜୟ ପରେ ମଧ୍ୟ ରାଜଭର

ସିଗାରେଟ୍‌ ପିଉଥିବା କାଳୀଙ୍କ ପୋଷ୍ଟରକୁ ନେଇ ବିବାଦ, ବିଭିନ୍ନ ରାଜ୍ୟରେ FIR

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଜୋର ଧରିଛି। ଏହି ଫିଲ୍ମକୁ ନେଇ ଆଇନଜାଲରେ ଫସିଛନ୍ତି ଫିଲ୍ମ ମେକର୍‌। ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ ଟାଣୁଥିବା ଦେଖାଇଥିଲେ। ଏହା ସହିତ

ଚାଇନା ମୋବାଇଲ ନିର୍ମାତା ‘ଭିଭୋ’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ

ନୂଆଦିଲ୍ଲୀ : ଚୀନ ମୋବାଇଲ କମ୍ପାନି ସାଓମି ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହା ସହ ଜଡିତ ଅନ୍ୟ କମ୍ପାନି ଉପରେ ଚଢ଼ାଉ କରିଛି। ଆଜି ଇଡି ଟିମ୍ ଦେଶରେ ଥିବା ଭିଭୋର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି | କୁହାଯାଉଛି ଯେ

ଉଦ୍ଧବଙ୍କ ଖୋଲା ଚ୍ୟାଲେଞ୍ଜ, ଯଦି ସାହସ ଅଛି ତେବେ ନିର୍ବାଚନ ଲଢ଼

ମୁମ୍ବାଇ: ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ପରେ ବି ସରିନି ରାଜନୀତି। ଏକନାଥ ସିନ୍ଦେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ ହାତରୁ ଚାଲିଗଲା ପରେ ଜ୍ୱର ବାୟାରେ ତାଟିଆ କାମୁଡା ଭଳି ହେଉଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ।

ରାହୁଲ ଗାନ୍ଧୀଙ୍କ ସଂପର୍କରେ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ କରି ଗିରଫ ହେଲେ ଜି ନ୍ୟୁଜ୍‌ ଆଙ୍କର୍‌ ରୋହିତ ରଂଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସଂପର୍କରେ ଏକ ବିଭ୍ରାନ୍ତିକର ଭିଡିଓ କ୍ଲିପ୍‌ ପ୍ରସାରିତ ହେବା ପରେ ଜି ନ୍ୟୁଜ୍‌ ଡିଏନ୍‌ଏର ଆଙ୍କର୍‌ ରୋହିତ ରଂଜନଙ୍କୁ ମଙ୍ଗଳବାର (୫ ଜୁଲାଇରେ) ଗାଜିଆବାଦରେ ନୋଏଡା ପୁଲିସ ଗିରଫ କରିଛି। ନୋଏଡା ସେକ୍ଟର-୨୦ ପୁଲିସ ଷ୍ଟେସନରେ

ଆଗ ଗୋଡ଼ ଛୁଇଁଲେ, ପରେ ବାସ୍ତୁବିତ୍‌ଙ୍କୁ ଛୁରୀ ଭୁସିଲେ

ବେଙ୍ଗାଲୁରୁ: ଦେଶରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି ହତ୍ୟା ଘଟଣା। ରାଜସ୍ଥାନର ଉଦୟପୁର ଓ ମହାରାଷ୍ଟ୍ରର ଅମରାବତୀ ପରେ ଏବେ କର୍ଣ୍ଣାଟକର ବେଙ୍ଗାଲୁରୁରେ ବି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସହର ଫେମସ୍‌ ବାସ୍ତୁବିତ୍‌ ତଥା ‘ସରଳ ବାସ୍ତୁ’ ଫେମ୍‌ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି।