ବୌଦ୍ଧ ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ସସପେଣ୍ଡ

ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ରେଞ୍ଜରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବାଘିଆପଡ଼ା ସେକ୍ସନ ଫରେଷ୍ଟର ସୁଶୀଳ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ

କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟ ପରଖିଲେ ଆନ୍ଧ୍ର ଅଧିକାରୀ

କୋରାପୁଟ: ବୁଧବାର ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଓ ଫଗୁଣସିନେରି ଅଞ୍ଚଳରେ ଗ୍ରାମବାସୀଙ୍କୁ ଉନ୍ନତ ମାନର ଜୀବନ ଜୀବିକା ପାଇଁ ଛେଳି, କୁକୁଡ଼ା ଭଳି ପ୍ରାଣୀଧନ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀଙ୍କୁ ଛେଳି ଓ କୁକୁଡ଼ା

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ, ୫୦ ହଜାର ଜରିମାନା…

ଫୁଲବାଣୀ;- ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର । ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ

ରୋଟାରୀକ୍ଲବ ଆନୁକୂଲ୍ୟରେ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ…

ରାଉରକେଲା : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଆରଜିଏଚ ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗ ରେ କୁଲର ଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ

ଆଇଓଏ ଅଧ୍ୟକ୍ଷ ପଦରୁ ବାତ୍ରାଙ୍କ ଇସ୍ତଫା : ଗତ ମାସରେ ସିବିଆଇ ଜା‌ଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ପଦରୁ ବୁଧବାର ଶକ୍ତିଶାଳୀ କ୍ରୀଡ଼ା ସଂଗଠକ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା

ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ: ଏନସିପି ନେତା

ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ-ପାଟିଲଙ୍କ ବିବାଦୀୟ ବୟାନ। ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ । ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଉତ୍ତମ ବୈବାହିକ

ରାଜ୍ୟପାଳଙ୍କୁ କୁଳାଧିପତି ପଦବୀରୁ ହଟାଇ ନିଜେ ରହିବେ ମମତା !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଫଳସୂରୁପ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ବଡ଼ ଚେକ୍ ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ରାଜ୍ୟ ପରିଚାଳିକତ

ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା : ସହମତି ଭିତ୍ତିରେ…

ନୂଆଦିଲ୍ଲୀ: ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଶେଷ କରି ସେମାନଙ୍କ ବଞ୍ଚିବାର ଅଧିକାର ଉପରେ ପୁଲିସ ଯେମିତି ଅଜଥା ହସ୍ତକ୍ଷେପ ନକରେ ସେନେଇ ଚେତବାନୀ ଦିଆଯାଇଛି । ସହମତି ଭିତ୍ତିରେ ସମ୍ପର୍କ ଥିଲେ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର

ହାଇଦ୍ରାବାଦ: ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି)ର ୨୦ବର୍ଷ ପୂର୍ତ୍ତି ଅବସରର

ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ଥିବା ଏକ ଗୁଜବ: ମୁସଲିମ ପକ୍ଷ

ବାରାଣସୀ: ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରେ ହିନ୍ଦୁ ଦେବାଦେବୀ ମୂର୍ତ୍ତି ଠାବ ନେଇ ବିବାଦ ଉପୁଜିଥିବା ବେଳେ କୋର୍ଟରେ ମୁସଲିମ ନିଜ ପକ୍ଷ ରଖିଛନ୍ତି । ଏଠିକାର ମସଜିଦ୍‌ କମିଟି କହିଛି ଯେ, ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ବାହାରିବା ଖବର ଏକ ଗୁଜବ। ଏହି ବିଭ୍ରାନ୍ତିକର ଖବର