Sign in
Sign in
Recover your password.
A password will be e-mailed to you.
ସିବିଆଇ ଅଧିକାରୀଙ୍କ ବିରୁଦ୍ଧରେ କାର୍ତ୍ତିଙ୍କ ଅଭିଯୋଗ
ନୂଆଦିଲ୍ଲୀ: ସିବିଆଇର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ। କାର୍ତ୍ତି ହେଉଛନ୍ତି ପି ଚଦାମ୍ବରମଙ୍କ ପୁଅ। ନିକଟରେ କାର୍ତ୍ତିଙ୍କ ଘରେ ସିବିଆଇର କିଛି ଅଧିକାରୀ ଚାଇନିଜ ଶ୍ରମିକଙ୍କୁ ବେଆଇନ ଭାବେ ଭାରତ ଆସିବାକୁ!-->…
ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବିହାର ଗୟାର ବଙ୍ଗାବଜାର ଗାଁରେ ମୃତ୍ୟୁ ଘଟିଛି। ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ!-->…
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍
ନୂଆଦିଲ୍ଲୀ: ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ। ଏଥିସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ମେ’ ୨୧ ତାରିଖରେ ଦିଲ୍ଲୀର ରୋଜ!-->…
ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ
କେନ୍ଦ୍ରାପଡା: ମହାକାଳପଡା ବ୍ଲକର ବତିଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଅଞ୍ଚଳ ବୁଲି ଦେଖିଛନ୍ତି ଆର୍ସେଲ୍ ମିତ୍ତଲର ଉଚ୍ଚ ପଦାଧିକାରୀ ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ । ଏହି ପ୍ରତିନିଧି ଦଳ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ଠାରେ ଥିବା!-->…
ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କ୍ଲିନଚିଟ୍
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଡ୍ରଗ୍ସ କେସ୍ରେ ଫସିଥିବା ଆର୍ଯ୍ୟନଙ୍କୁ ଶେଷରେ ଏନସିବି କ୍ଲିନଚିଟ୍ ଦେଇଛି। ଅର୍ଥାତ ଡ୍ରଗ୍ସ କେସ୍ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି।ମୁମ୍ବାଇ କ୍ରୁଜ୍!-->…
ସେନାର ଓଲଟି ୭ ଜଣ ଯବାନଙ୍କ ମୃତ୍ୟୁ
ଲଦାଖ: ଏକ ଦୁଖଃଦ ଘଟଣାକ୍ରମରେ ଦେଶ ୭ ଜଣ ଯବାନଙ୍କୁ ହରାଇଛି। ଲଦାଖର ତୁରତୁକ୍ ସେକ୍ଟରରରେ ସ୍ୟୁକ୍ ନଦୀକୁ ସେନାର ଏକ ଗାଡ଼ି ଓଲଟି ପ୍ରାୟ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗାଡ଼ିଟି ପ୍ରାୟ ୫୦ରୁ ୬୦ଫୁଟ୍ ତଳକୁ ଖସିପଡ଼ିଛି। ସେଥିରେ ପ୍ରାୟ ୨୬ ଜଣ ସୈନ୍ୟ ଯାତ୍ରା!-->…
ଝିଅ ଭାବି ପୁଅକୁ ବାହାହେଲେ ଯୁବକ, ଧରାପଡିବା ପରେ ଉଲଗ୍ନ କରି ଚୁଟି କାଟିଲେ ଗାଁ ଲୋକେ
ବାସୁଦେବପୁର: ବିବାହ କାର୍ଯ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ନୂଆବୋହୂକୁ ପାଇ ପରିବାରରେ ହସ ଖୁସିର ମାହୋଲ । ବର ମଧ୍ୟ ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ଅନେକ ସ୍ୱପ୍ନରେ ବିଭୋର । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳ!-->…
ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ୪୦ ମିନିଟ୍ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ବନ୍ଦ ହୋଇଗଲା ଡ଼ଙ୍ଗା । ଫଳରେ ଜହ୍ନିକୁଦାରୁ ସାତପଡ଼ାକୁ ଯାତ୍ରୀ ନେଇ ଯାଉଥିବା ଡ଼ଙ୍ଗା ୪୦ ମିନିଟ୍ ପାଣି ମଝିରେ ଅଟକି ରହିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଆଗକୁ ଯାଇ ପାରିନଥିଲା । ଦୀର୍ଘ ୪୦!-->…
ବ୍ୟବସାୟୀଙ୍କୁ GST ଛାଟ, ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ
କରଞ୍ଜିଆ: ବ୍ୟବସାୟୀଙ୍କୁ CT & GST ବିଭାଗର ଛାଟ । ଟିକସ ଫାଙ୍କୁ ଥିବାରୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ କରିଛି ବାଣିଜ୍ୟ କର ବିଭାଗ । ଗତ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ତଥା ସୁନୀଲ ସୁଲତାନିଆ, ପ୍ରଭାତ ସୁଲତାନିଆ ଓ!-->…
ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ହେଉନି
କଟକ: ପୁଣି ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଏଥର ଫ୍ୟାନଙ୍କ ଉଦ୍ଦେଶ୍ୟରେ କିଛି କଥା କହିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ ହୋଇଛି । ଏଥିରେ ନିଜ ପରିବାର ଓ ଫ୍ୟାନଙ୍କ!-->…