ଚାଇନା ମୋବାଇଲ ନିର୍ମାତା ‘ଭିଭୋ’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ

ନୂଆଦିଲ୍ଲୀ : ଚୀନ ମୋବାଇଲ କମ୍ପାନି ସାଓମି ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହା ସହ ଜଡିତ ଅନ୍ୟ କମ୍ପାନି ଉପରେ ଚଢ଼ାଉ କରିଛି। ଆଜି ଇଡି ଟିମ୍ ଦେଶରେ ଥିବା ଭିଭୋର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି | କୁହାଯାଉଛି ଯେ

ଉଦ୍ଧବଙ୍କ ଖୋଲା ଚ୍ୟାଲେଞ୍ଜ, ଯଦି ସାହସ ଅଛି ତେବେ ନିର୍ବାଚନ ଲଢ଼

ମୁମ୍ବାଇ: ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ପରେ ବି ସରିନି ରାଜନୀତି। ଏକନାଥ ସିନ୍ଦେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ ହାତରୁ ଚାଲିଗଲା ପରେ ଜ୍ୱର ବାୟାରେ ତାଟିଆ କାମୁଡା ଭଳି ହେଉଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ।

ରାହୁଲ ଗାନ୍ଧୀଙ୍କ ସଂପର୍କରେ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ କରି ଗିରଫ ହେଲେ ଜି ନ୍ୟୁଜ୍‌ ଆଙ୍କର୍‌ ରୋହିତ ରଂଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସଂପର୍କରେ ଏକ ବିଭ୍ରାନ୍ତିକର ଭିଡିଓ କ୍ଲିପ୍‌ ପ୍ରସାରିତ ହେବା ପରେ ଜି ନ୍ୟୁଜ୍‌ ଡିଏନ୍‌ଏର ଆଙ୍କର୍‌ ରୋହିତ ରଂଜନଙ୍କୁ ମଙ୍ଗଳବାର (୫ ଜୁଲାଇରେ) ଗାଜିଆବାଦରେ ନୋଏଡା ପୁଲିସ ଗିରଫ କରିଛି। ନୋଏଡା ସେକ୍ଟର-୨୦ ପୁଲିସ ଷ୍ଟେସନରେ

ଆଗ ଗୋଡ଼ ଛୁଇଁଲେ, ପରେ ବାସ୍ତୁବିତ୍‌ଙ୍କୁ ଛୁରୀ ଭୁସିଲେ

ବେଙ୍ଗାଲୁରୁ: ଦେଶରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି ହତ୍ୟା ଘଟଣା। ରାଜସ୍ଥାନର ଉଦୟପୁର ଓ ମହାରାଷ୍ଟ୍ରର ଅମରାବତୀ ପରେ ଏବେ କର୍ଣ୍ଣାଟକର ବେଙ୍ଗାଲୁରୁରେ ବି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସହର ଫେମସ୍‌ ବାସ୍ତୁବିତ୍‌ ତଥା ‘ସରଳ ବାସ୍ତୁ’ ଫେମ୍‌ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି।

ଆସାମ ବନ୍ୟା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗୌହାଟୀ : କିଛି ଦିନ ତଳେ ଶିବସେନାର ବିଦ୍ରୋହୀ ବିଧାୟକ ରହୁଥିବା କାରଣରୁ ଆସାମ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । ସେତେବେଳେ ହିଁ ଆସାମରେ ଚାଲିଥିବା ବନ୍ୟା ପରିସ୍ଥିତି ଚର୍ଚ୍ଚାକୁ ଆସିଥିଲା ।କିନ୍ତୁ ଆସାମର ସିଲଚରଠାରେ ଦେଖାଦେଇଥିବା ପ୍ରବଳ ବନ୍ୟା ପଛରେ ଏକ ବଡ଼

‘ଯିଏ ନୂପୁର ଶର୍ମାର ମୁଣ୍ଡ କାଟି ଦେବ, ମୁଁ ତାକୁ ମୋ’ ଘର ଦେଇଦେବି’

ନୂଆଦିଲ୍ଲୀ: ନୂପୁର ଶର୍ମା ବିବାଦ ଥମିବା ନାଁ ଧରୁନି। ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିଥିବା ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ଲାଲ୍‌ କହ୍ନେୟା ଲାଲ ଓ ମହାରାଷ୍ଟ୍ରର ଅମରାବତୀ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କୁ ହତ୍ୟା କରିବା ପରେ ସମଗ୍ର ଦେଶରେ ଏବେ ପରିସ୍ଥିତି ବିଗିଡ଼ିବାରେ

ସ୍ୱାଭିମାନ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ

ଚିତ୍ରକୋଣ୍ଡା (୦୪/୦୭) : ମାନବ ସମାଜ ତିଷ୍ଠି ରହିବା ପାଇଁ ବନ ଜଙ୍ଗଲ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ବଣ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ବନ ମହୋତ୍ସବ ର ଏକ ବଡ଼

ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ କୁ ଗଡ଼ିଲାନି ଗାଡି…

ଚିତ୍ରକୋଣ୍ଡା :- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତକୁ ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ଚାଳିପାରିଲାନି ଓଏସଆରଟିସି ବସ l ଜିଲ୍ଲା ସଦର ମହକୁମା ସହିତ ଯୋଡ଼ାମ୍ବ ପଞ୍ଚାୟତ କୁ ସିଧସଳଖ ଯୋଗାଯୋଗ ସ୍ଥାପନ ପାଇଁ ୨୦୨୦ ଜୁଲାଇ ୧୦ ରେ

ସ୍ୱାଭିମାନ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ…

ଚିତ୍ରକୋଣ୍ଡା : ମାନବ ସମାଜ ତିଷ୍ଠି ରହିବା ପାଇଁ ବନ ଜଙ୍ଗଲ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ବଣ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ବନ ମହୋତ୍ସବ ର ଏକ ବଡ଼ ଲକ୍ଷ l ଯଦି

ଚିତ୍ରକୋଣ୍ଡା ପୁଲସ ଦ୍ଵାରା ୧୧୯ କେଜି ଗଞ୍ଜେଇ ଜବତ ଜଣେ ଗିରଫ…

ଚିତ୍ରକୋଣ୍ଡା :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ୩,ଟନେଲକ୍ୟାମ୍ପ,ନାକାମାମୁଡୁ,ମନ୍ତ୍ରୀପୁଟ ଅଞ୍ଚଳରେ ରାତ୍ରି ଖାନତଲାସୀ କରିବା ସମୟରେ ସେଠାରୁ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ୩ ତାରିଖ ରାତିରେ